Category ପର୍ଯ୍ୟଟନ ଆକର୍ଷଣ

ସୋନପୁର ଜିଲ୍ଲାର ମେଟା ଲୁହୁରା ଓ ପଣତ କାନିର ଦେବୀ ମା’ ମେଟାକାନି 

ଲେଖା: ଶିବାଶିଷ ମହାପାତ୍ର ଉତ୍କଳ ଏପରି ଏକ ପ୍ରଦେଶ ଯାହା ନିଜର କଳା, ସଂସ୍କୃତି, ପରମ୍ପରା ତଥା ସ୍ଥାପତ୍ୟ ପାଇଁ ପରିଚିତ। ଓଡ଼ିଶାର କୋଣ ଅନୁକୋଣରେ ଏପରି ଲୋକକଥା ତଥା ପରମ୍ପରା ସବୁ ଦେଖିବାକୁ ମିଳେ ଯାହାର କେବେହେଲେ ପୁନରାବୃତ୍ତି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଓଡ଼ିଶା ପ୍ରଦେଶର ଏକ ଛୋଟ…

ଶ୍ରୀକ୍ଷେତ୍ର ରାଜେଶ୍ଵରୀ ମା’ ବିମଳା

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀକ୍ଷେତ୍ରାଧିଶ୍ଵରୀ ଦେବୀ ବିମଳା ଓ କ୍ଷେତ୍ରାଧିଶ୍ବର ଜଗନ୍ନାଥ ହେଉଛନ୍ତି ଶଙ୍ଖକ୍ଷେତ୍ରର ପ୍ରାଣକେନ୍ଦ୍ର। ଦେବୀ ବିମଳା ଶ୍ରୀମନ୍ଦିର ପରିସରରେ ସିଦ୍ଧତମା ବେଶରେ ଦଣ୍ଡାୟମାନ ଭଙ୍ଗୀରେ ପୂଜିତା। ଏହି ପୀଠରେ ସତୀଙ୍କ ପାଦ ପତନ ହେଇଥିବାରୁ ଏହା ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅଟେ ଏବଂ ଏହି ପାଦପୀଠ ପରମ ଗୋପନୀୟ ଓ ସିଦ୍ଧ…

ପୁଣ୍ୟପୀଠ ପାରଳା: ଗଜପତିଙ୍କ ସମାଧିସ୍ଥଳ

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ ନିଗାଡ଼ିଯେ ଏ ଜାତିର ଏ ଦେଶର ଅନ୍ଧ ରନ୍ଧ୍ରକୂପେ ଭରିଦେଲା ଆଲୋକର ଉଛ୍ୱlସ ପ୍ଲାବନ ସ୍ତରେ ସ୍ତରେ ।। ସହଜାତ ମୁକୁଟ ଓହ୍ଲାଇ ମାଥୁ ଯେ ଶିରେ ସାଦରେ ।। ଜନତାର ଶିରସ୍ତ୍ରାଣ ପିନ୍ଧି ଚଳାଇଲା ଜାତି ଚୈତ୍ର ରଥ ବିରଗର୍ଭା ବସୁନ୍ଧରା ଗର୍ଭେ ଆଜି ଏଠି ସେ…

ଦକ୍ଷିଣ ଓଡ଼ିଶାର ତ୍ରିଗୋପୀନାଥ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ପୁରୁଣାପଟଣାରୁ ରାଜଧାନୀ ପୁଣ୍ୟପୀଠ ପାରଳାକୁ ସ୍ଥାନାନ୍ତର ପରେ ରାଜା ଗଜପତି ଅନନ୍ତପଦ୍ମନାଭ ଦେବଙ୍କ କାଳରେ ଅନେକ ମନ୍ଦିର ଓ ମଠ ନିର୍ମାଣ ହେଲା, ତନ୍ମଧ୍ୟରୁ ଲିହୁରୀ, ଭାଲେରୀ ଓ ପାରଳାର ଗୋପୀନାଥ ମନ୍ଦିର ଅନ୍ୟତମ। ଏକଦା ରାଜାଙ୍କୁ ସ୍ୱପ୍ନାଦେଶ ହୁଏ, ନିକଟବର୍ତ୍ତୀ ପଶ୍ଚିମ ବାତ୍ତିଲି…

ଖଣ୍ଡପଡ଼ାର ଯୋଗୀଯୋଗିଆଣି ବୌଦ୍ଧପୀଠ

ଲେଖା: ରବୀନ୍ଦ୍ର କୁମାର ରଣା ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କୋଶକା ପଞ୍ଚାୟତର ଅଁଳାପଟା ଗ୍ରାମରେ ରହିଛି ନବମ ଶତାବ୍ଦୀର ପ୍ରସିଦ୍ଧ ଯୋଗୀ  ଯୋଗିଆଣି ବୌଦ୍ଧପୀଠ । ପାହାଡ଼ ଜଙ୍ଗଲ ଘେରା ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶରେ ଏହି ବୌଦ୍ଧ ପୀଠଟି ଅବସ୍ଥିତ । ଗୋଟିଏ ଛୋଟିଆ ଆସ୍ଥାନ ଉପରେ ବିଭିନ୍ନ ମୁଦ୍ରାରେ ବସିଥିବା…