Category ପର୍ଯ୍ୟଟନ ଆକର୍ଷଣ

ଘୋରାଡି଼ଆର ସୋମନାଥ ମନ୍ଦିର (Somanath Temple, Ghoradia)

ଲେଖା: ରବୀନ୍ଦ୍ର କୁମାର ରଣା ଓଡିଶାର ପ୍ରାଚୀନ କିର୍ତ୍ତୀ ଓ ଐତିହ୍ୟକୁ ଦେଖିଲେ ଏହା ସ୍ପଷ୍ଟ ଯେ ସର୍ବାଧିକ କିର୍ତ୍ତିରାଜି ସୋମବଂଶୀ ଓ ଗଙ୍ଗବଂଶୀ ରାଜାମାନଙ୍କ ସମୟରେ ନିର୍ମାଣ କରା ଯାଇଛି । ଏହି ସମୟରେ ନିର୍ମିତ ମନ୍ଦିର ଗୁଡିକର ଆକାର ଯେମିତି ବୃହତ ଏଥିରେ ଖୋଦିତ ପ୍ରତିମା ଓ କାରୁକାର୍ଯ୍ୟ ମଧ୍ଯ ସେମିତି ଆକର୍ଷଣୀୟ…

ଦୌଡେଶ୍ଵର ମହାଦେବ ମନ୍ଦିର (Daudeswar Mahadev Temple)

ଲେଖା: ରବୀନ୍ଦ୍ର କୁମାର ରଣା ନବମ ଶତାବ୍ଦୀରେ କେଶରୀ ବଂଶୀୟ ରାଜାମାନଙ୍କ ଦ୍ୱାରା ନିର୍ମିତ ପ୍ରାଚୀନ ଦୌଡେଶ୍ୱର ମହାଦେବ ମନ୍ଦିରଟି ବ୍ରାହ୍ମଣୀ ନଦୀ କୂଳରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଅବସ୍ଥିତ । ମନ୍ଦିରର ଇତିହାସ ସମ୍ପର୍କରେ ଏତେ କିଛି ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ୟ ମନ୍ଦିରର ଗଠନ ଶୈଳୀ ଓ ସ୍ଥାନୀୟ ଲୋକଙ୍କ…

ଓଡ଼ିଶାର ଉଚ୍ଚତମ ଶିବ ପ୍ରତିମା ବେଲେଶ୍ୱର ମହାଦେବ (Beleswar Mahadev)

ଲେଖା: ସତ୍ୟବ୍ରତ ହାତୀ ଶଶାଙ୍କ ମଣ୍ଡଳ ଉତ୍କଳ ଧରଣୀ ଗଞ୍ଜାମ ତା’ମଧ୍ୟେ ପୂର୍ଣ୍ଣ ନିଶାମଣି । ଘୁମୁଷର ଜ୍ୟୋତ୍ସ୍ନା ସେ ନିଶାମଣିର ଅତ୍ୟୁକ୍ତ ବର୍ଣ୍ଣନା ନୁହେଁ ଏହି ଗୀର । (କବିଶେଖର ଚିନ୍ତାମଣି ମହାନ୍ତି) ଏପରି ଗର୍ବ ଓ ଗୌରବର ଅଧିକାରୀ ଯେଉଁ ଭଞ୍ଜଭୂମି, ସେଇ ମହାନ ମାଟି ଭଞ୍ଜନଗରର ଶ୍ରୀ ବୃଦ୍ଧି କରାଏ ସହର…

ସିଂହନାଥ ପୀଠ (Singhanath Temple)

ଲେଖା: ରବୀନ୍ଦ୍ର କୁମାର ରଣା ଓଡିଶାର ଐତିହ୍ୟ ଓ ପର୍ଯ୍ୟଟନ ମାନଚିତ୍ରରେ ଗୋଟିଏ ଅତି ପରିଚିତ ସ୍ଥାନ ହେଉଛି କଟକ ଜିଲ୍ଲାର ବଡ଼ମ୍ବା ବ୍ଳକ ଗୋପିନାଥପୁରର ସିଂହନାଥ ପୀଠ ବା ବାଲି ସିଂହାସନ ପୀଠ । ମହାନଦୀର ମଝିରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗୋଟିଏ ଛୋଟିଆ କୁଦରେ ଏହି ପ୍ରାଚୀନ ଐତିହାସିକ ପୀଠଟି ଅବସ୍ଥିତ ।…

ବଉଦର ପଶ୍ଚିମ ସୋମନାଥ ମନ୍ଦିରସମୂହ

ଲେଖା: ରବୀନ୍ଦ୍ର କୁମାର ରଣା ନବମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ଦ୍ଵାରା ବୌଦ୍ଧ ସହରରେ ନିର୍ମିତ ପଶ୍ଚିମ ସୋମନାଥ ମନ୍ଦିରସମୂହ ମଧ୍ୟଯୁଗୀୟ ଓଡ଼ିଶାର କଳା ଓ ସ୍ଥାପତ୍ୟର ଏକ ସୁନ୍ଦର ନିଦର୍ଶନ। ଗୋଟିଏ ପରିସରରେ ଏକ ସୁନ୍ଦର ପରିବେଶରେ ଚାରୋଟି ମନ୍ଦିର ଦେଖିବାକୁ ମିଳେ। ୧. ପଶ୍ଚିମ ସୋମନାଥ ମନ୍ଦିର ୨. ଭୁବନେଶ୍ୱର ମହାଦେବ ମନ୍ଦିର…

କେଶରକ୍ଷେତ୍ର ଚଣ୍ଡେଶ୍ୱର ମହାଦେବ ପୀଠ

ଲେଖା: ରବୀନ୍ଦ୍ର କୁମାର ରଣା କେଶରକ୍ଷେତ୍ର ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଗ୍ରାମରେ ଥିବା ଚଣ୍ଡେଶ୍ୱର ମହାଦେବ ମନ୍ଦିର ବା ଚଣ୍ଡିହର ମହାଦେବ ମନ୍ଦିର । ଇତିହାସର ତଥ୍ଯ ଅନୁସାରେ ସୋମବଂଶୀ ରାଜା ଦ୍ଵିତୀୟ ଯଯାତି ଯିଏକି ଚଣ୍ଡିହର ଦେବ ଓ ମହଶିବଗୁପ୍ତ ତୃତୀୟ ନାମରେ ମଧ୍ୟ ପରିଚିତ ତାଙ୍କ ରାଜତ୍ଵ…

ଯୋଗିନ୍ଦ୍ର ରାଜପ୍ରାସାଦ – ବଉଦ 

ଲେଖା: ଶିବାଶିଷ ମହାପାତ୍ର ବଉଦ ରାଜ୍ୟର ପୁରାତନ ଇତିହାସ ପୃଷ୍ଠାକୁ ଦେଖିଲେ ଜଣାଯାଏ ଢ଼େଙ୍କାନାଳ ରାଜ୍ୟରୁ ଆସି ଏଠାରେ ଖିଂଜଳି ରାଜବଂଶ ସ୍ଥାପନ କରିଥିଲେ । ଓଡ୍ର ଦେଶର ରାଜା ଯଯାତି ନିଜ ରାଜ୍ୟର ରାଜଧାନୀ ଯଯାତି ନଗର ବର୍ତମାନ ବୋୖଦ୍ଧ ଜିଲ୍ଲାର ଯଗତି ଗ୍ରାମରେ ଥିବାର ପ୍ରମାଣ ରହିଛି ।  ୧୪ଶ ଶତାବ୍ଦୀରେ କେଉଁଝର…

ପଞ୍ଚଧାର ପର୍ବତ (Panchadhara Hills)

ଲେଖା: ସଞ୍ଜୀବ ନନ୍ଦ ପଞ୍ଚଧାର,  ପ୍ରକୃତିର ଲୀଳାୟିତ ବୈଚିତ୍ରମୟୀ ଅନନ୍ତ ସୃଷ୍ଟି ମଧ୍ୟରେ ପର୍ବତମାଳା ଅନ୍ୟତମ ଆକର୍ଷଣ । ଭୌଗୋଳିକ ଦୃଷ୍ଟିକୋଣରୁ ଉତ୍କଳ ଜନନୀର ମଧ୍ୟଭାଗରେ ଶୋଭା ପାଉଥିବା ଗିରିବର ପଞ୍ଚଧାର ପର୍ବତ,  ଆଠମଲ୍ଲିକ ନିକଟସ୍ଥ ଚିରସ୍ରୋତା ପୁଣ୍ୟତୋୟା ମହାନଦୀର ଟିକରପଡା ସାତକୋଶିଆଠାରେ ମା’ ବିନିକେୟି ପୀଠଠାରେ ନଦୀ ଉପରେ ମୁଁଣ୍ଡଟେକି ଆବହମାନ କାଳରୁ ଦଣ୍ଡାୟମାନ…

ଜୟପୁର ରାଜ୍ୟ ଓ ଏହାର ଇତିହାସ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଜୟପୁର ହେଉଛି ଓଡିଶାର ଏକ ପ୍ରାଚୀନ ସହର ଯାହାକି ଓଡ଼ିଶା ଇତିହାସରେ ଏକ ବିଶେଷ ସ୍ଥାନ ଅଧିକାର କରିଅଛି । ପୁରାତନ କାଳରେ ଏହି ସହର ଭିନ୍ନ ଭିନ୍ନ ରାଜବଂଶୀୟ ରାଜାଙ୍କ ରାଜଧାନୀ ଥିଲା । ଏହା ପ୍ରାଚୀନ ଦୁର୍ଗ, ପ୍ରାସାଦ ଏବଂ ମନ୍ଦିର ପାଇଁ ଜଣାଶୁଣା ।…

ନନ୍ଦପୁରର ବତ୍ରିଶ ସିଂହାସନ (Batrisha Singhasana)

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ନନ୍ଦପୁରର ବତ୍ରିଶ ସିଂହାସନ ଅବିଭକ୍ତ କୋରାପୁଟ ତଥାର ଓଡ଼ିଶାର ଅନ୍ୟତମ ଐତିହାସିକ ସ୍ଥଳ, ଯାହା ତ୍ରୟୋଦଶ ଶେଷ/ଚତୁର୍ଦଶ ଶତାବ୍ଦୀର ପ୍ରାରମ୍ଭରେ ଶିଳା ବଂଶୀୟ ନରପତିଙ୍କ ଦ୍ଵାରା ନିର୍ମାଣ ହୋଇଥିଲା। ଇତିହାସ କୁହେ, ଯେ ଖ୍ରୀଷ୍ଟପୂର୍ବ ୩୫୦ ବେଳେ ଏହି ଅଞ୍ଚଳ ମହାକାନ୍ତର ରୂପେ ପରିଚିତ ଥିଲା। ଖ୍ରୀଷ୍ଟାବ୍ଦ ୨୦ …