Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ “ନିଜର ଜନନୀ ଓ ଜନ୍ମଭୂମି ଏ ଦୁହେଁ ସ୍ଵର୍ଗ ଅପେକ୍ଷା ବଡ଼ ଅଟନ୍ତି। ଆମ୍ଭମାନଙ୍କ ମାତୃଭୂମି ଉତ୍କଳ ଦେଶ ନିଜର ଅଭାବ ମୋଚନାର୍ଥେ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି। ତାହାଙ୍କର ଡାକ ନ ଶୁଣି ଆମ୍ଭେମାନେ କି ନିଶ୍ଚିତ ହୋଇ ରହିପାରୁ ? ଯେତେଦିନ ପର୍ଯ୍ୟନ୍ତ ତାଙ୍କର ଅଭାବ ମୋଚନ ନ…

ଲେଖା: ଅଂଶୁମାନ ମହାରଣା ଗୁପ୍ତ ବୃନ୍ଦାବନ ଭାବରେ ପରିଚିତ ରେମୁଣାରେ ଶ୍ରୀ କ୍ଷୀରଚୋରା ଗୋପୀନାଥଙ୍କ ବିଜେସ୍ଥଳ। ବୃନ୍ଦାବନରେ ତିନୋଟି ଅଲଗା ଅଲଗା ମନ୍ଦିରରେ ରାଧାଗୋପୀନାଥ, ରାଧାଗୋବିନ୍ଦ ଏବଂ ରାଧାମଦନମୋହନ ପୂଜା ପାଉଥିବା ବେଳେ ରେମୁଣାରେ ଗୋଟିଏ ମନ୍ଦିରରେ ଗୋଟିଏ ମଣ୍ଡପରେ ଗୋପୀନାଥ ଗୋବିନ୍ଦ ଏବଂ ମଦନମୋହନ ଏକତ୍ର ପୂଜା ପାଉଥିବା ହେତୁ ଏହା ପୂର୍ବ ଭାରତର…

ଲେଖା: ଶିବାଶିଷ ମହାପାତ୍ର ପାରଳାର ମହାରାଜା ଡ଼ଃ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ନିଜ ବାଲ୍ୟବସ୍ଥାରେ ଥିଲେ ଜଣେ ଚପଳମତି ବାଳକ । ଗଞ୍ଜାମ ଜିଲ୍ଲାର ପ୍ରଥମ ବି.ଏ ଉପାଧିଧାରୀ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଥିଲେ ରାଜାଙ୍କ ଜଣେ ଗୃହ ଶିକ୍ଷକ, ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ନଗରପାଳ ତଥା ପୁଣ୍ୟପୀଠ ପାରଳା ରାଜ୍ୟର ଜଣେ ଶୁଭେଚ୍ଛୁ ।…

ଲେଖା: ଦେଵ ତ୍ରିପାଠୀ ତ୍ରୟୋଦଶ ଶତାବ୍ଦୀର କଥା । ବଙ୍ଗର ନବାବ ଗିୟାସୁଦ୍ଦିନ୍ ଖିଲିଜିକୁ ଦମନ କରିବା ଲକ୍ଷ୍ୟ ନେଇ ସୈନ୍ୟବଳ ସହ ଆଗେଇଲେ ଓଡ଼ିଶାର ବୀରାଧିବୀରବର ବୀରଶ୍ରୀ ଗଜପତି ତୃତୀୟ ଅନଙ୍ଗଭୀମ ଦେବ ! ଜଳପଥରେ ଆଗେଇବା ପୂର୍ବରୁ ଠାକୁରାଣୀଙ୍କ ଆଶୀର୍ବାଦ ନେବାକୁ ଭୁଲି ନଥିଲେ ଗଜପତି ! ସେଇ ଐତିହାସିକ ବିଜୟ ଯେ…

ଲେଖା: ବନ୍ଧନ ଦଳାଇ ଭାଦ୍ରବ ପୂର୍ଣ୍ଣିମାର ସଞ୍ଜ ନଇଁ ଆସିବ ସୂରୁଜ ଦେବତା ମା’ କୋଡକୁ ଯିବା ପରେ ପରେ । ସମୟ ସମୟରେ ମେଘମୁକ୍ତ ଥିବ ଆକାଶ, ପୁଣି ବେଳେ ବେଳେ ଖଣ୍ଡି ଖଣ୍ଡି ବାଦଲ ଆସି ଢାଙ୍କିଦେଉଥିବେ ଚନ୍ଦ୍ରମାଙ୍କୁ । ଛାଇଆଲୁଅର ଖେଳ ମଧ୍ୟରେ ସଂଧ୍ୟା ହେଉଥିବ ମନୋରମ, ସ୍ନିଗ୍ଧ, ଶୀତଳ ।…

ସୌରଭିତ ସୃଷ୍ଟି: ଡ଼ଃ ମାୟାଧର ମାନସିଂହ କବିଭୂମି, ଶିଳ୍ପଧାତ୍ରୀ ତୁହିଟି ମା’ ! ବିଶ୍ଵେ ଗରବିଣୀ ! ବୀରମାତା ଉତ୍କଳ ଜନନୀ । ଆଦିମ ତାପସ ଗର୍ଭୁ ଯେବେ ଗୋ ମା’ ବିକାଶ ତୋହରି, ପ୍ରଥମ ଚୂମ୍ବନ – ବ୍ରୀଡା ରବି ଦେଲା ତୋ ଅଙ୍ଗରେ ଭରି, ଆସିଲା ବସନ୍ତ ତହୁଁ କରିବାକୁ ତୋ ବକ୍ଷରେ…

ଲେଖା: ଅରବିନ୍ଦ ମହାନ୍ତି ସମସ୍ତେ ଜାଣନ୍ତି ଯେ ଗ୍ରହ ପଟିରେ ନବଗ୍ରହ ପୂଜା ପାଇଥାନ୍ତି। ଯଥା ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବ୍ରୁହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ। କିନ୍ତୁ ଏହି ଦେଉଳରେ ନବଗ୍ରହ ସ୍ଥାନରେ ଅଷ୍ଟଗ୍ରହ ପୂଜା ହେଉଛନ୍ତି। କେତୁ ଗ୍ରହ ଏଠି ନାହାଁନ୍ତି। ଏଠାରେ କୁହାଯାଇଛି ପୁରୁଣା ଭୁବନେଶ୍ୱରର ମାର୍କଣ୍ଡେଶ୍ବର ଦେଉଳର…

ଲେଖା: ଅରବିନ୍ଦ ମହାନ୍ତି ଗୁହାଳଡିହି ଗ୍ରାମ। ଭଞ୍ଜଭୂମଣ୍ଡଳ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଅନ୍ୟତମ ଏକ ଗ୍ରାମ। ଏହି ଗାଁର ଲୋକମାନେ ମୁଖ୍ୟତଃ ଗରିବ ଆଦିବାସୀ ଶ୍ରେଣୀର ଅଟନ୍ତି। ଶାଳପତ୍ର ବୁଣି ନିଜର ସବୁ ଦିନିଆ ଗୁଜୁରାଣ ମେଣ୍ଟାଇବା ଏମାନଙ୍କ କାର୍ଯ୍ୟ। ଏହି ଗାଁ ସହିତ ଅନ୍ୟ ପାଖାପାଖି ଗାଁର ଲୋକ ମାନଙ୍କର ମଧ୍ୟ ଏହା…

ଲେଖା: ଶିବାଶିଷ ମହାପାତ୍ର ଜଣେ ଜମିଦାରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ “ଜମି ଉଦାର” ସନ୍ଥ । କଟକର ଏକ ଅନାମଧେୟ ଭଡା ଘରେ (ଆବଶ୍ୟ ପରେ ତାହା ପରିଣତ ହୋଇଥିଲା “ସ୍ବରାଜ ଆଶ୍ରମ” ଭାବରେ) ରହୁଥିଲେ ଅବିଭକ୍ତ କଟକ ତଥା ଏବେକାର ଜଗତସିଂହପୁର ଜିଲ୍ଲାର ଖେରସ ଅଞ୍ଚଳର ଜମିଦାର ଶ୍ରୀଯୁକ୍ତ ଗୋକୁଳାନନ୍ଦ ଚୌଧୁରୀ । ଏହି…

ଲେଖା: ଶିବାଶିଷ ମହାପାତ୍ର ଭାରତରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଜର୍ମାନମାନେ ତିନି ଗୋଟି ସ୍ଥାନକୁ ପ୍ରାଧାନ୍ୟତା ପ୍ରଦାନ କରିଥିଲେ । ସେଗୁଡିକ ଥିଲା ବିହାରର (ବର୍ତ୍ତମାନ ଝାଡ଼ଖଣ୍ଡ) ଚିଡିଆ ମାଇନ୍ସ ଅଞ୍ଚଳ, ଓଡ଼ିଶାର ପାନପୋଷ ଅଞ୍ଚଳ ଏବଂ ମଧ୍ୟପ୍ରଦେଶର (ବର୍ତ୍ତମାନର ଛତିଶଗଡ଼) ଭିଲାଇ ଅଞ୍ଚଳ । ଏ ମଧ୍ୟରୁ ଗୋଟିଏ ସ୍ଥାନ ଚୟନ କରିବା…