admin

admin

ଖଉଲ ଗାଡ଼

ଲେଖା: ଶିବାଶିଷ ମହାପାତ୍ର ତନ୍ତ୍ର, ମନ୍ତ୍ର, ଯନ୍ତ୍ରର ଏକ ପ୍ରମୁଖ ସ୍ଥାନ ସୁବର୍ଣ୍ଣପୁର ସହର । ଅଷ୍ଟଚଣ୍ଡୀ, ଅଷ୍ଟବିଷ୍ଣୁ, ଅଷ୍ଟଶମ୍ଭୁ ତଥା ଅଷ୍ଟମହାବୀରଙ୍କ ପୀଠ ବୋଲି ଏହା ବିବେଚିତ । ପଶ୍ଚିମ ଲଙ୍କା ଭାବରେ ଏହା ପ୍ରସିଦ୍ଧ ତଥା ବୀର ପର୍ଶୁରାମଙ୍କ ମାଟି ବୋଲି ମଧ୍ୟ ପରିଚିତ । ତିନି ଗୋଟି ନଦୀର ସଙ୍ଗମ ପାଇଁ…

ନୂଆଁଖାଇ

ଲେଖା: ଶିବାଶିଷ ମହାପାତ୍ର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏହା କେବଳ ଏକ ପର୍ବ ନୁହେଁ ଏହା ହେଉଛି ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା,ଐତିହ୍ୟ ତଥା ଗୈାରବମୟ ଇତିହାସର ଏକ ରୂପ । ଓଡ଼ିଶାରେ ଜଗନ୍ନାଥ ହେଉଛନ୍ତି ଆରାଧ୍ୟ ଦେବତା କିନ୍ତୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଦେବୀଙ୍କୁ ଉପାସନା କରାଯାଏ…

ଭାଇଜିଉଁତିଆ

ଲେଖା: ଶିବାଶିଷ ମହାପାତ୍ର ଡାଲଖାଇରେ ଡାଲଖାଇରେ ଘଡି଼ ମାରି ଉଦେ ଦଶରା ଜହ୍ନ କୁଆରିଁ ଟୁକେଲ ମାନଙ୍କର୍ ମନ ଉଛନ ଫୁଲଫୁଟି କେଡେ ସୁନ୍ଦର ଦିଶେ ଫୁଲେଫୁଲେ ସଜା ହେଇଛେ ସତେ ଶହେଆଠ ଦୁବ ଚାଉଲ ଧରି ଡାଳଖାଇ ଦେବୀକି ବନ୍ଦେଇ କରି କୁଆରିଁ ଟୁକେଲ ମାନେ ଧନରେ ସତେ କାଏଁ ଉପାସ କରି ମାଆ…

ବୈକୁଣ୍ଠନାଥ ପୂଜାରୀ

ଲେଖା: ଶିବାଶିଷ ମହାପାତ୍ର ସମ୍ବଲପୁରର ଭାଷା ଆନ୍ଦୋଳନର ସାରଥୀ – ବୈକୁଣ୍ଠନାଥ ପୂଜାରୀ । ୧୮୪୯ ମସିହା ‌। ସମ୍ବଲପୁର ଗଡ଼ଜାତ ପାଇଁ ଏକ ଘଡ଼ିସନ୍ଧିର ମୁହୁର୍ତ୍ତ । ରାଜ୍ୟର ଶେଷ ଚୌହାନ ରାଜା ନାରାୟଣ ସିଂଙ୍କ ମୃତ୍ୟୁ ପରେ ସମ୍ବଲପୁର ଗଡ଼ଜାତ ହରାଇଥିଲା ନିଜର ସ୍ବାଧୀନତା ତଥା ଏହା ଚାଲିଯାଇଥିଲା ଇଂରେଜ ସରକାରଙ୍କ ହାତକୁ…

ଆଠମଲ୍ଲିକ

ଲେଖା: ଶିବାଶିଷ ମହାପାତ୍ର ୧୮୯୦ ମସିହାର ଆଠମଲ୍ଲିକ ରାଜ୍ୟ । ଏକ ସ୍ବତନ୍ତ୍ର ରାଜ୍ୟର ପରିଚୟ ଲାଭ କରିବା ପୂର୍ବରୁ ଥିଲା ଏକ ଜମିଦାରୀ । ୧୮୭୪ ମସିହା ବେଳକୁ ଜମିଦାରୀ ଯାଗିରି ଉଠି ବନିଯାଇଥିଲା ଏକ ସ୍ବତନ୍ତ୍ର ରାଜ୍ୟ । କିମ୍ବଦନ୍ତୀ ଅନୁସାରେ କଦମ୍ବ ବଂଶଜ ରାଜା ପ୍ରତାପ ଦେଓ ଏଗାର ଶହ ଶତାବ୍ଦୀରେ…

ତୁଳସୀ ଅପା

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅତିପ୍ରିୟ ତୁଳସୀ । ଆଜିର ଦିନରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ବଣଜଙ୍ଗଲ ଘେରା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ କାଇଁଶିରେ ଭାରତ ସ୍ବାଧୀନ ହେବାର ଗୋଟିଏ ମାସ ପୁର୍ବରୁ ଜନ୍ମ ଗ୍ରହଣ କରିଥିଲେ ସେହି ତୁଳସୀ, ଯାହାଙ୍କୁ ସମସ୍ତେ ଜାଣନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା…

ଚେପଟା ଢ଼ୋଲ୍

ଲେଖା: ଶିବାଶିଷ ମହାପାତ୍ର ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେଖାଯାଏ ଦେବୀପୂଜା । କାହିଁ କେଉଁ ଆବହମାନ କାଳରୁ ଏଠାରେ ବାସ କରୁଥିବା ଆଦିମ ଅଧିବାସୀମାନେ ନିଜର ସୁଖଦୁଃଖ, ହାରିଗୁହାରୀ ସମୟରେ କରିଥାନ୍ତି ଦେବୀ ଉପାସନା ତଥା ଦେବୀଙ୍କ ସାନ୍ନିଧ୍ୟ ଲାଭ ପାଇଁ ତଥା ଦେବୀଙ୍କୁ ଖୁସି କରିବା ପାଇଁ ଦେଇଥାନ୍ତି ନର, ପଶୁ ଅବା…

ଭାଷାସଂଗ୍ରାମୀ ଧରଣୀଧର ମିଶ୍ର

  ଲେଖା: ଶିବାଶିଷ ମହାପାତ୍ର “କଷ୍ଟ କଲେ କୃଷ୍ଣ ମିଳେ ଏ ସାର ବଚନ, ମନେ ରଖିଥିବ ସଦା ଆହେ ଶିଶୁ ଗଣ ।” ୧୮୬୮ ମସିହାର ସମ୍ବଲପୁର କଥା । ସେତେବେଳର ଏହି ଅଞ୍ଚଳରୁ ବାହାରିଥିଲେ ଗୋଟିଏ ବାଳକ ମନରେ ଅଦମ୍ୟ ଅଭିଳାଷ ଏବଂ ମ୍ୟାଟ୍ରିକ ପରୀକ୍ଷା ପାସ କରିବାର ଆଶା ନେଇ ।…

ସମଲେଶ୍ଵରୀ ମନ୍ଦିରର ଆଖଡା ଓସ୍ତାଦ

ଲେଖା: ଶିବାଶିଷ ମହାପାତ୍ର ଆମ ସମଲେଶ୍ଵରୀ ମନ୍ଦିରର ଆଖଡା ଓସ୍ତାଦ ! ଅସୁମାରୀ ପରମ୍ପରାର ନାୟକ !  ସମ୍ବଲପୁର ତଥା ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ଵରୀ । ଦୂତୀବାହନ ଓଷା ବା ପୁଅ ଜିଉଁତିଆ ପୂଜାରୁ ଆରମ୍ଭ ହୋଇଥାଏ ଶାରଦୀୟ ଦୁର୍ଗାପୂଜା । ଏହାପର ଷୋହଳ ଦିନ ଧରି ହୋଇଥାଏ ଷୋଡ଼ଶ ଉପଚାର । ବିଭିନ୍ନ…

ରବିନାରାୟଣ ଏକାଦଶୀ

ଉପସ୍ଥାପନା: ବିଷ୍ଣୁମୋହନ ଅଧିକାରୀ ଓଡ଼ିଶାରେ ଶାକ୍ତ, ଶୈବ ଓ ବୈଷ୍ଣବ ପର୍ବଭଳି ସୌର ଉପାସନା ମଧ୍ୟ ଭାରି ଆଦୃତ। ପୌଷ ରବିବାର, ଶାମ୍ବ ଦଶମୀ, ତିଳ ସପ୍ତମୀ, ରବିନାରାୟଣ ଏକାଦଶୀ ଭଳି ଅନେକ ପର୍ବ ଏହାର ପରିଚୟ ଦିଏ। ଯେଉଁ ଦିନ ଶୁକ୍ଳ ପକ୍ଷ ଏକାଦଶୀ ରବିବାରରେ ପଡିଥାଏ। ସେହି ଦିନ ରବିନାରାୟଣ ଏକାଦଶୀ ବ୍ରତ…