admin

admin

ଦାରୁ

ଲେଖା: ଶିଶିର ସାହୁ ମନୋଜ “ଦାରୁ” ଭାରୋପୀୟ ଭାଷାପରିଵାରର ଶବ୍ଦ ନା ଏକ ଆଷ୍ଟ୍ରୋଏସୀୟ ଶବ୍ଦ ? ଖଡି଼ଆ, ମୁଣ୍ଡା ଓ ହୋ ଆଦି ଜନଜାତୀୟ ଭାଷାରେ ଗଛକୁ ଦାରୁ କୁହାଯାଏ ବୋଲି କିଛି ଲୋକ ଭାଵନ୍ତି ଏହି ଦାରୁ ଶବ୍ଦଟି ଜନଜାତୀୟ ମୂଳର ଶବ୍ଦ ହୋଇଥିଵ । ତେବେ ଋକଵେଦ ଓ ମହାଭାରତ ଇତ୍ଯାଦି…

କଳ୍ପଲତା

ଉପସ୍ଥାପନା: ଶିଶିର ସାହୁ ମନୋଜ ସ୍ଵର୍ଗଲୋକରେ ବସନ୍ତକ ଗନ୍ଧର୍ବର ସୁରେଖା ଅପ୍ସରା ପ୍ରତି ଅନୁରାଗ ଉତ୍ପନ ହେଲା । ଦିନେ ଯେବେ ସେ ଦିହେଁ ପରସ୍ପର ପ୍ରୀତି ବାର୍ତ୍ତାଳପରେ ନିମଗ୍ନ ଥିଲେ ଦେବରାଜ ଇନ୍ଦ୍ର ସୁରେଖା ଅପ୍ସରାକୁ ନୃତ୍ୟ ହେତୁ ସ୍ମରଣ କଲେ । ବସନ୍ତକର କାନ୍ତା ବିନା ବିରହ ବେଦନା ଅସହ୍ୟ ହେଲାରୁ ସେ…

ହଡ଼ିକାଠ

ଲେଖା: ଶିଶିର ସାହୁ ମନୋଜ ବ୍ରେକ୍’ର ଆଵିଷ୍କାର କିଏ କରିଥିଲା ପଚାରିଲେ ଲୋକେ କହିଵେ ପାଶ୍ଚାତ୍ୟ ଦେଶର ଲୋକେ କିନ୍ତୁ ଆମ ଦେଶର ବହୁତ ଅଳ୍ପ ଲୋକଙ୍କୁ ଜଣାଥିଵ ଯେ ଶ୍ରୀମନ୍ଦିରର ରଥଗୁଡି଼କରେ ସହସ୍ରାଧିକ ଵର୍ଷ ଆଗରୁ ରହିଆସିଛି ଏହି ବ୍ରେକ୍ ଵ୍ଯଵସ୍ଥା । ରଥରେ ଥିଵା ଏହି ବ୍ରେକ୍’କୁ ଆମ ଭାଷାରେ କୁହାଯାଏ ହଡ଼ିକାଠ…

ବୋଇତ

ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ କାଳରୁ ଓଡ଼ିଆରେ ପ୍ରଚଳିତ ହିଁ ନୁହେଁ ଵରଂ ଅତି ପ୍ରଚଳିତ ହୋଇ ଆସିଛି ବୋଇତ ଶବ୍ଦ । ଭାରତର ଅନ୍ୟ କୌଣସି ପ୍ରାଦେଶିକ ଭାଷାରେ ଏହି ଶବ୍ଦ ନାହିଁ ।  ୧. ହିନ୍ଦୀରେ – ନୈହର, ନୟା, କସ୍ତୀ, କିସ୍ତୀ ଶବ୍ଦ ରହିଛି ୨. ବଙ୍ଗଳାରେ ତୋରୀ, ଡୋଙ୍ଗା,…

ରାଜା ଆର୍ତ୍ତତ୍ରାଣ ଦେବ

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶା ଇତିହାସର ଯୁଗାନ୍ତକାରୀ ବ୍ୟକ୍ତିତ୍ଵ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଦେବ । ଲୋକେ କୁହନ୍ତି ଗଡ଼ଜାତ ରାଜାମାନେ ଥିଲେ ନିର୍ଦ୍ଦୟ, କରୁଥିଲେ ଅକଥନୀୟ ଅତ୍ୟାଚାର, ତେବେ ଏକଥା କଣ ଠିକ୍ ?? ଇତିହାସର ପୃଷ୍ଠା ଖୋଲିଲେ ଜଣାପଡ଼େ କେବଳ ଦିଲ୍ଲୀ, ଜୟପୁରର ରାଜ୍ୟ ତଥା ରାଜାମାନେ ନଥିଲେ ସମୃଦ୍ଧ, ସାହିତ୍ୟିକ, କଳାପ୍ରେମୀ…

ଛତର ଯାତ୍ରା

ଲେଖା: ଶିବାଶିଷ ମହାପାତ୍ର ନୂଆପଡ଼ା ଜିଲ୍ଲାର ଐତିହାସିକ ବିଜୟଗଡ଼ର ଛତର ଯାତ୍ରା । ପଶ୍ଚିମ ଓଡ଼ିଶାର ମନ୍ଦିର, ମାଳଭୂମି, ଜଙ୍ଗଲର ରହିଛି ଏକ ବିଶେଷ ଆକର୍ଷଣ । ଦୈବୀ ସଂସ୍କୃତି ପରମ୍ପରା ଏହି ଅଞ୍ଚଳର ମୁଖ୍ୟ ଉପାସନା । ଏହି ଦୈବୀ ଉପାସନା ତଥା ଆଦିବାସୀ ପରମ୍ପରା ତଥା ଚଳଣୀ କାହିଁ କେଉଁ ଆବାହମାନ କାଳରୁ…