admin

admin

ତାଇ

ଲେଖା: ଶିଶିର ସାହୁ ମନୋଜ ମହରଡା଼କୁ ଢେଙ୍କାନାଳରେ ତାଇ କୁହାଯାଏ ଓ ଏ ଶବ୍ଦ ଦେଓଗଡ଼ ଇତ୍ୟାଦି ଅନ୍ୟ ଗଡ଼ଜାତିଆ ଅଞ୍ଚଳରେ ମଧ୍ୟ ଊଣା ଅଧିକେ ଚଳୁଅଛି । ମହରଡା଼ ଶବ୍ଦର ଅର୍ଥ ଓ ଏହାର ମୂଳ ହଠାତ ଜଣା ପଡୁନଥିଲେ ହେଁ ତାଇ ଶବ୍ଦ ଯେ ଏକ ଓଡ଼ିଆ ଶବ୍ଦ ତାହା ସ୍ପଷ୍ଟ ଉଲ୍ଲେଖ…

ନିର୍ଵନ୍ଧ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆରେ​ Marriage Engagement କୁ ନିର୍ଵନ୍ଧ କୁହନ୍ତି କିନ୍ତୁ ଏହି ଶବ୍ଦର କେବଳ ଗୋଟିଏ ନୁହେଁ ଅନେକ ଅର୍ଥ ଅଛି । ଚାଲନ୍ତୁ ନିର୍ଵନ୍ଧ ଶବ୍ଦର ସମସ୍ତ ଅର୍ଥ ଆଧାରରେ Marriage Engagement  ଅର୍ଥକୁ ପ୍ରକୃଷ୍ଟ ଭାବେ ଏ ଶବ୍ଦ କେମିତି ପ୍ରକାଶ କରିଥାଏ ତାହା ଜାଣିଵା । ନିର୍ଵନ୍ଧ…

ସସେମିରା

ଉପସ୍ଥାପନା: ଶିଶିର ସାହୁ ମନୋଜ ଦିନେ ଭୋଜରାଜଙ୍କ ପୁତ୍ର ପାରିଧୀ କରିବାକୁ ଯାଇଥିଲେ କିନ୍ତୁ ନଅରକୁ ଫେରି ନ ଆସି ରାତ୍ରହେବାରୁ ନିବିଡ଼ ଅରଣ୍ୟ ମଧ୍ୟରେ ଅଗତ୍ୟା ରହିଗଲେ । ରାତି ହୋଇଯିବାରୁ ଜଙ୍ଗଲର ବିଭିନ୍ନ ହିଂସ୍ରଜନ୍ତୁଙ୍କ ଠାରୁ ରକ୍ଷା ପାଇବା ହେତୁ ସେ ଏକ ଭାଲୁ ସହ ମିତ୍ରତା କଲେ । ରାଜପୁତ୍ର ଓ…

ଭାରତମଣିଙ୍କ ସୂକ୍ତିମାଳା

ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତମଣିଙ୍କ ସୂକ୍ତିମାଳା ଉପସ୍ଥାପନାଟି, ଉତ୍କଳ ସମ୍ମିଳନୀର ଏକ ଅଭିଭାଷଣରେ ଭାରତମଣିଙ୍କ ଦ୍ଵାରା କଥିତ ମୁଖ୍ୟ ମୁଖ୍ୟ ମତରୁ ଆନୀତ । ୧. ଯେଉଁମାନେ ଉତ୍କଳ ଵା ଓଡ଼ିଶାରେ ସମାନ ଆଶା ଆକାଙ୍କ୍ଷା ଧରି ଜନ୍ମ ମରଣରେ ସମ୍ମାନ ଶ୍ରେୟଃ ସ୍ଵାର୍ଥରେ  ଵିଜଡି଼ତ, ସେମାନେ ସମସ୍ତେ ଓଡ଼ିଆ ଜାତି । ୨.…

ଜାତୀୟ କଵିତା

ସୌରଭିତ ସୃଷ୍ଟି: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏକ ପୁସ୍ତକରୁ ସଂଗୃହୀତ ଜାତୀୟତାଵାଦୀ କଵି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ଏହି ଜାତୀୟ କଵିତା ! ମାତ୍ର ଏହି ଜାତୀୟ କଵିତାର ନାମୋଲ୍ଲେଖ କେଉଁଠାରେ ହୋଇନାହିଁ !  ~ ଜାତୀୟ କଵିତା ଉଦବୋଧନୀ ~ ଉଡାଇ ନିଶାଣ ବଜାଇ ଭେରୀ ଜଗାଇ ଵିପୁଳ―ପୁଲକ―କମ୍ପ ମନ୍ତ୍ର―ପୂତ―ଅନଳ ଭେଦି ଏ…

ଆମ ଢଗଢମାଳି

ଉପସ୍ଥାପନା: ଶିଶିର ସାହୁ ମନୋଜ ଇୟେ ଆମ ଢଗଢମାଳି କଥା । ■ଯାହାକୁ ନ ଖାଏ ଝିଅ  ତାକୁ ଜୋଇଁ ପତରରେ ଦିଅ ।■ ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଖୁବ୍‌ ଚର୍ଚ୍ଚା କରାଯାଇଥାଏ । ତାଙ୍କ ଖାଇଵା ପିଇଵାରେ ଯେମିତି କିଛି ଊଣା ରହି ନ ଯାଏ ସେ ନେଇ ଵିଶେଷ ଦୃଷ୍ଟି ଦିଅାଯାଇଥାଏ। ତେଵେ…

ସାଧଵଵୋହୂ

ଉପସ୍ଥାପନା: ଶିଶିର ସାହୁ ମନୋଜ ସାଧଵଵୋହୂ ନହୋଇ ବି ତାକୁ ସମସ୍ତେ ସାଧଵଵୋହୂ କୁହନ୍ତି । କେହି କେହି କେଵଳ ସାଧଵପୋକ କୁହନ୍ତି । କେଉଁଠି କେଉଁଠି ସେମାନଙ୍କୁ ସାଧଵାଣୀ କୁହାଯାଏ ।  ସାଧଵଵୋହୂଙ୍କ ପାରମ୍ପରିକ ରଙ୍ଗଶାଢି଼ ଯେହେତୁ ଓଡ଼ିଶାରେ ପାଟଵସ୍ତ୍ର ଭାବେ ଲୋକପ୍ରିୟ, ତେଣୁ ତାଙ୍କୁ ଆମ ରାଜ୍ୟରେ ପାଟପୋକ ବି କୁହାଯାଏ ।…

ଓତା

ଲେଖା: ଶିଶିର ସାହୁ ମନୋଜ ଓତ, ଓତା ଓ ହୋତା । ଏସବୁ ଶବ୍ଦ ପରସ୍ପର ସମଦ୍ଧୃତ କି ? ଆମ ଭାଷାରେ ଦୁଇଗୋଟି ଓତ ଶବ୍ଦ ରହିଛି । ଗୋଟିଏ ଶାସ୍ତ୍ରୀୟ ଅନ୍ଯଟି ଦେଶଜ ଅଟେ । ଶାସ୍ତ୍ରୀୟ ‘ଓତ’ ର ନିମ୍ନଲିଖିତ ଅର୍ଥ ରହିଛି— ୧. ଲୁଗାର ଲମ୍ବ ଆଡର ସୂତା; ଲୁଣ୍ଡି;…

ଖାଇ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆରେ ‘ଖାଇ’ କେତେକ କ୍ଷେତ୍ରରେ ‘ଖାଇବା’ ଅର୍ଥକୁ ସୂଚାଏ ଏଵଂ ଅନ୍ୟ କେତେକ କ୍ଷେତ୍ରରେ ଭିନ୍ନ ଭାଵାର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ l ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖାଇ ଓ ଖାଈ ଶବ୍ଦର ମୁଖ୍ୟତଃ ଦୁଇଗୋଟି ଅର୍ଥର ଉଲ୍ଲେଖ ରହିଛି । ୧. ଖାଇ (trench, Ditch) ଗଡ଼ଖାଇକୁ କେତେକ ଅଞ୍ଚଳରେ…

ବାରମାସୀ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ “ବାରମାସୀ” ନାମରେ ଏକ ଜାତୀୟ ଗୀତର ପ୍ରଚଳନ ଥିଲା । ବାରମାସୀ ଗୀତ ଭାଵ, ସ୍ଥିତି, ଵ୍ଯକ୍ତି ଓ ଵିଷୟ ଆଧାରରେ ଵିଭିନ୍ନ ପ୍ରକାରର ହୋଇଥାଏ । ଵର୍ଷରେ ଵା ଵର୍ଷକର ପ୍ରତ୍ଯେକ ମାସରେ ଵିରହିଣୀର ଵିରହ ଅନୁଭୂତିଜ୍ଞାପ କଵିତା, ଵର୍ଷର ପ୍ରତିମାସର ଵର୍ଣ୍ଣନା ଉଲ୍ଲେଖ କରି…