admin

admin

ମାଲକାନଗିରିର ନାମକରଣ

ଲେଖା: ଶିଶିର ସାହୁ ମନୋଜ ମାଲକାନଗିରିର ନାମକରଣ ବାବଦରେ ଅନେକ ମତବାଦ ପ୍ରଚଳନରେ ଅଛି । ମାଲକାନଗିରିକୁ ମାଲ୍ୟଵନ୍ତଗିରି, ମଲ୍ଲିକ-ମର୍ଦ୍ଦନ ଗିରି, ମଲ୍ଲିକାର୍ଜୁନଗିରି ମଧ୍ଯ କୁହାଯାଏ । ନାମଭେଦରେ ତେଣୁ ଏଠାରେ ନାନାଦି ମତ ପ୍ରଚଳିତ ରହିଛି । ★ମତଵାଦ ୧: ଵନଵାସ ସମୟରେ ଶ୍ରୀରାମଚନ୍ଦ୍ର ଏଠାରେ ଏକ ଶୁଭ୍ର-ଶିଵଲିଙ୍ଗ ସ୍ଥାପନ କରି ତାକୁ ମଲ୍ଲିଫୁଲ…

ଲୁ

ଲେଖା: ଶିଶିର ସାହୁ ମନୋଜ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପଦ୍ଯରେ ଗୋଟିଏ କାଳ୍ପନିକ କାହାଣୀ ଲେଖିଛନ୍ତି ଲାଵଣ୍ଯଵତୀ, ଯାହାର ନାମ ସାରା ଓଡ଼ିଶାରେ ଲୋକପ୍ରିୟ । ଏକଦା କନ୍ୟାମାନଙ୍କର ଲାଵଣ୍ଯବତୀ ନାମ ରଖାଯାଉଥିଲା । ସାଧାରଣତଃ ଲାଵଣ୍ଯଵତୀ ଶବ୍ଦର ଅର୍ଥ “ଅତିସୁନ୍ଦରୀ ନାରୀ” । ଲାଵଣ୍ୟବତୀ କାଵ୍ଯର ନାୟିକା ବାଞ୍ଛାଵତୀ ମଧ୍ୟ ପରମା ସୁନ୍ଦରୀ ଥିଵା…

ସନ୍ନିପାତ

ଲେଖା: ଶିଶିର ସାହୁ ମନୋଜ ସନ୍ନିପାତ (ସମ୍+ନି+ପତ୍ ଧାତୁ+ଭାବ ଅ) ଶବ୍ଦର ବହୁ ଅର୍ଥ ହୋଇଥିଲେ ହେଁ ଏହା ଓଡ଼ିଆ ଭାଷାରେ ସାଧାରଣତଃ “ବାତ-ପିତ୍ତ-କଫ”ର ପ୍ରକୋପ-ଜନିତ ଜ୍ୱରରୋଗର ମାରାତ୍ମକ ଆବସ୍ଥା ଅର୍ଥରେ ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ଏ ଶବ୍ଦର ଆନ ଅର୍ଥ ଗୁଡ଼ିକ ଯଥା: ୧. ସମ୍ୟକ୍ ରୂପେ ପତନ ୨. ବିନାଶ…

ସମ୍ବଲପୁର

ଲେଖା: ଶିଶିର ସାହୁ ମନୋଜ ଏକଦା ସମ୍ବଲପୁର ଗଡ଼ଜାତ ରାଜ୍ୟ “ହୀରାଖଣ୍ଡ ସାମ୍ରାଜ୍ୟ” ନାମରେ ପରିଚିତ ଥିଲା । ଏଠାରୁ ପ୍ରାପ୍ତ “ହୀରା”ରୁ “ହୀରାଖଣ୍ଡ ସାମ୍ରାଜ୍ୟ”ର ସୃଷ୍ଟି ବୋଲି ଅନେକ ମତ ଦିଅନ୍ତି । ଏକ କିମ୍ବଦନ୍ତୀ କଥାନୁସାରେ ଵିଶ୍ଵଵିଖ୍ଯାତ କୋହିନୂର ହୀରା ଏହିଠାରୁ ପ୍ରାପ୍ତ ହୋଇଥିଵାରୁ ଯେତେଵେଳେ ତାହା ରାଜା ରଣଜିତ ସିଂହଙ୍କ ପାଖରେ…

ଝିଟ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଦେଶଜ ଶବ୍ଦ ଝିଟ, ଶାସ୍ତ୍ରୀୟ ସଂସ୍କୃତଭାଷାର ଶବ୍ଦ ‛ଧୃଷ୍ଟ’ ସହିତ ସମଦ୍ଧୃତ ଅଟେ । ଏ ଶବ୍ଦଟି ସାଧାରଣତଃ ଚେମରଚଟୁ, ଧିଟ, ଧୃଷ୍ଟ, ଜିଗରିଆ, ବେହିଆ, ନିର୍ଲଜ୍ଜ, ନଗଣ୍ଯ ଓ ଅଶ୍ଳୀଳ ଆଦି ଅର୍ଥରେ ଏ ଶବ୍ଦ ପ୍ରୟୋଗ ହୋଇଥାଏ । ହିନ୍ଦୀରେ ଏହା ସହିତ ସମଦ୍ଧୃତ ଶବ୍ଦ…

ପଖାଳ

ଲେଖା: ଶିଶିର ସାହୁ ମନୋଜ ସାଧାରଣତଃ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆରେ ଧାନଚାଷ ହୁଏ ଓ ଧାନଚାଷ ହେଉଥିଵା ହେତୁ ଏଠାରେ ଧାନ୍ଯ ସମ୍ଵନ୍ଧୀୟ ଖାଦ୍ୟ ମଧ୍ୟ ମିଳିଥାଏ । ଵିଶ୍ଵରେ ସର୍ଵପ୍ରଥମେ ଆମ କୋରାପୁଟରେ ଧାନଚାଷ ହୋଇଥିଵା ପ୍ରମାଣ ମିଳେ । ଧାନଗଛର ଵିଭିନ୍ନ ଜାତି ରହିଛି ପ୍ରାୟତଃ ୩୦୦ରୁ ଅଧିକ ଜାତିର…

ଗୁରିଆ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାରେ କୋଟି କୋଟି ଜଣା ଅଜଣା ଶବ୍ଦ ରହିଛି ପୁଣି ପ୍ରତ୍ୟେକ ଶବ୍ଦର ଥାଏ ଦୁଇ ଵା ତତୋଽଧିକ ଅର୍ଥ । ଅଞ୍ଚଳ ଭେଦରେ ଗୋଟାଏ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ହୋଇପାରେ । ଵିଭିନ୍ନ ଅଞ୍ଚଳରେ ପ୍ରଚଳିତ ଏକା ପରି ଦେଖାଯାଉଥିଵା ଶବ୍ଦଟିଏ ଭିନ୍ନ ଭିନ୍ନ ମୂଳରୁ ନାନା…

କ୍ଯାମେରା

ଲେଖା: ଶିଶିର ସାହୁ ମନୋଜ କେତେକ ପାଶ୍ଚାତ୍ୟ ଐତିହାସିକମାନଙ୍କ ମତରେ Johann Zahn ସର୍ଵପ୍ରଥମେ ୧୬୮୫ରେ କ୍ଯାମେରା ଯନ୍ତ୍ରର ଡିଜାଇନ୍ ପ୍ରସ୍ତୁତ କରିଥିଲେ କିନ୍ତୁ ପ୍ରଥମ ଚିତ୍ରୋତ୍ତଳନ Joseph Nicephore Niepceଙ୍କ ଦ୍ଵାରା ୧୮୧୪ ମସିହାରେ ହୋଇଥିଲା (ଏଇ ଵର୍ଷ ଭାରତରେ ପ୍ରଥମକରି ରେଳ ଚଳିଥିଲା ଆଉ ଏପଟେ ଓଡ଼ିଶାରେ ବଙ୍ଗାଳି ଜମିଦାରମାନେ ସୂର୍ଯ୍ୟାସ୍ତ ଆଇନ୍…

କାନମୁଡା଼ 

ଉପସ୍ଥାପନା: ଶିଶିର ସାହୁ ମନୋଜ ଏ ମିଠାକୁ ପଶ୍ଚିମ ଓଡ଼ିଶାରେ ଗୁଜିହା ଓ କାନମୁଡା଼ କୁହନ୍ତି । ଗୁଜିହା ଶବ୍ଦର ମୂଳ ଅସ୍ପଷ୍ଟ ପୁଣି ଉତ୍ତର ପ୍ରଦେଶରେ ମଧ୍ୟ ଗୋଜିହା ଶବ୍ଦଟିଏ ଏ ମିଠାର ନାମାର୍ଥେ ଚଳୁଥିଵାର ଜଣାଯାଏ । ଏ ମିଠାର ଅନ୍ଯତମ ନାମ କାନମୁଡା଼ ଅଟେ । ବହୁତ ସମ୍ଭଵ ମିଠାଟି କାନମୁଣ୍ଡା…

ପିଜୁଳି

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶା ତଥା ଏହାର ଵିଚ୍ଛିନ୍ନାଞ୍ଚଳରେ ପିଜୁଳି ଫଳର ସହସ୍ରାଧିକ ନାମ ଚଳୁଅଛି । ପ୍ରତ୍ୟେକ ଜିଲ୍ଲାରେ ପିଜୁଳି ପାଇଁ  ଅନ୍ତତଃ ଦୁଇଗୋଟି ନାଆଁ ନିଶ୍ଚୟ ମିଳିଯାଏ । ଧରନ୍ତୁ ଆପଣ ସାରା ଓଡ଼ିଶା ଭ୍ରମଣରେ ବାହାରିଛନ୍ତି ତେଵେ ପ୍ରତ୍ୟେକ ଅଞ୍ଚଳର ଲୋକେ ଆପଣଙ୍କୁ ପିଜୁଳିକୁ ଭିନ୍ନ ଭିନ୍ନ ନାଆଁରେ ଜାଣିଥିଵାର…