admin

admin

ମଧ୍ୟ

ଲେଖା: ଶିଶିର ସାହୁ ମନୋଜ ପ୍ରାୟତଃ ଓଡ଼ିଆ ଲୋକଙ୍କ ମନରେ ଏହି ଦ୍ଵନ୍ଦ ରହୁଥିବା ଦେଖାଯାଏ ଯେ, ‛ମଧ୍ଯ’ ଓ ‛ମଧ୍ୟ’ ସମାନ କି ନା ଭିନ୍ନ ଅର୍ଥବୋଧକ ଅଟେ ? ଏ ଉଭୟ ଶବ୍ଦ ମଧ୍ୟରେ କିଛି ପ୍ରଭେଦ, ପାର୍ଥକ୍ୟ ରହିଛି କି ?  କହିଲା ଵେଳେ ତ ‛ମଧ୍ୟ’ ଓ ‛ମଧ୍ଯ’ ଭିତରେ ସେମିତି…

ଵିଵାହ

ଲେଖା: ଶିଶିର ସାହୁ ମନୋଜ ଵି ଅଵ୍ୟୟ ପରସ୍ପର ଅର୍ଥରେ ‘ଵହ୍’ ଧାତୁ ଶବ୍ଦ ସହ ଯୁକ୍ତ ହୋଇ ‘ଵିଵାହ’ ହେଲା । ✔ଵି+ଵହ୍ ଧାତୁ+ଭାବ. ଅ➡ଵିଵାହ ଵହ୍ ଧାତୁର ଅନେକ ଅର୍ଥରେ ଵ୍ୟଵହାର ଅଛି ! ୧. ଵହନ କରିବା ୨. ଵହିବା―(ପ୍ରବାହିତ ହେବା) ୩. ଚଳାଇବା ୪. ବାଟ କଢା଼ଇ ନେବା ୫.…

ମୁଣ୍ଡିଆଳ

ଲେଖା: ଶିଶିର ସାହୁ ମନୋଜ ମୁଣ୍ଡିଆଳ ଶବ୍ଦଟି ପୂର୍ଵ ଓଡ଼ିଶାରେ ଵିଶେଷତଃ ଅଵିଭକ୍ତ କଟକ ଅଞ୍ଚଳରେ ଵ୍ଯଵହୃତ ହୋଇଥାଏ । ସମାଜରେ ଯିଏ ନେତୃସ୍ଥାନୀୟ ଲୋକ ଏଵଂ ଯାହାଙ୍କୁ ସମାଜ ମଧ୍ୟରେ ଶ୍ରେଷ୍ଠ ଵିଚାର କରାଯାଏ ତାଙ୍କୁ ମୁଣ୍ଡିଆଳ କୁହାଯାଏ । ଆଗେ ଗାଁର ମୁଖିଆମାନେ ଶ୍ରେଷ୍ଠ ଵିଵେଚିତ ହୋଇଥିଲେ ହିଁ ଗ୍ରାମର ନେତୃତ୍ୱ ନେଇପାରୁଥିଲେ…

ଡାଇନୋସର

ଲେଖା: ଶିଶିର ସାହୁ ମନୋଜ ଡାଇନୋସର କୋଟି କୋଟି ଵର୍ଷ ତଳେ ପୃଥିଵୀରୁ ଲୁପ୍ତ ହୋଇ ଯାଇଛନ୍ତି ଏଵଂ ଏଇମାତ୍ର କେତେ ଶହ ଵର୍ଷ  ତଳେ ସେମାନଙ୍କର ନାନା ଜୀଵାଶ୍ମ ମିଳିଅଛି । ଡାଇନୋସର ମାନଙ୍କ ସମୟକାଳକୁ ଜୁରାସିକ୍ ଯୁଗ କୁହାଯାଏ । ଏହା ପ୍ରାୟ ୧୯୯.୬ ରୁ ୧୪୫.୫ ନିୟୁତ ଵର୍ଷ ପୂର୍ଵର କାଳଖଣ୍ଡ…

ଉଷତ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାର “ଉଷତ ଵା ଉଷତ୍” ଏକ ନିଆରା ମୌଳିକ ଶବ୍ଦ । ବହୁ ପ୍ରାଚୀନକାଳରୁ ଏହି ଶବ୍ଦଟିର “କଥିତ ତଥା ସାହିତ୍ୟ ପ୍ରୟୋଗ” ହେଇ ଆସୁଛି ! କିନ୍ତୁ ସମୟ ସହିତ ଏ ଶବ୍ଦର ଵ୍ୟଵହାର ପୂର୍ବାଞ୍ଚଳର କଥିତ ଓଡ଼ିଆ ଶୈଳୀ ତଥା ମାନକ ଓଡ଼ିଆରେ ସ୍ଵଳ୍ପ ହେବାକୁ…

କୋଜାଗର

ଲେଖା: ଶିଶିର ସାହୁ ମନୋଜ କୋଜାଗର ଶବ୍ଦର ନିରୁକ୍ତି —  କଃ(କିଏ) + ଜାଗୃ ଧାତୁ (ଚେଇଁବା) କର୍ତ୍ତୃ. ଅ. ସାଧାରଣତଃ ଆଶ୍ୱିନ ପୂର୍ଣ୍ଣିମା ଵା କୁମାର ପୂର୍ଣ୍ଣିମାକୁ (କୁଆଁର ପୁନେଁଇ) କୋଜାଗର ପୂର୍ଣ୍ଣିମା କୁହାଯାଏ । ଲୋକଵିଶ୍ଵାସ ଅନୁସାରେ ଏ ଦିନ ରାତିରେ ଲକ୍ଷ୍ମୀ ଠାକୁରାଣୀ ଘର ଘର ବୁଲି ଦେଖନ୍ତି ଓ ପଚାରନ୍ତି, “କୋ ଜାଗର୍ତ୍ତି ?”…

ଵର୍ଷ

ଲେଖା: ଶିଶିର ସାହୁ ମନୋଜ ଵର୍ଷ ଶବ୍ଦଟି ସାରା ଭାରତରେ ସାଧାରଣତଃ year ଅର୍ଥରେ ଵ୍ୟଵହୃତ ହୋଇଥାଏ, କିନ୍ତୁ ଏ ଶବ୍ଦର ଆହୁରି ଅନେକ ଅର୍ଥ ମଧ୍ୟ ରହିଛି । ଯଥା, ● ଵର୍ଷାଋତୁ; ଵର୍ଷାକାଳ ● ମେଘ ● ରେତଃପାତ ● ଦେଶ ● ପୃଥିବୀର ବିଭାଗ ଆମେ ଆମ ଦେଶକୁ ଗର୍ଵରେ ଭାରତଵର୍ଷ…

nice

ଲେଖା: ଶିଶିର ସାହୁ ମନୋଜ ଆଜି nice ଶବ୍ଦର ସାଧାରଣ ଅର୍ଥ  ୧. ଭଲ ୨. ସୁନ୍ଦର; ଶୋଭନ ୩. ସୁକ୍ଷ୍ମ;କ୍ଷୁଦ୍ର ୪. ମନୋହର; ମନୋରମ; ମନୋଜ୍ଞ ୫. ସଭ୍ୟ; ଵିନମ୍ର; ଶିଷ୍ଟ ୬. ସ୍ଵାଦିଷ୍ଟ ୭. ସ୍ଵଚ୍ଛ; ସଫାସୁତୁରା ୮. ଲଳିତ ଇତ୍ୟାଦି ହୋଇଥିଲେ ହେଁ ପ୍ରାୟ ୧୪ଶହ ଖ୍ରୀଷ୍ଟାବ୍ଦ ପୂର୍ଵେ ଏ ଶବ୍ଦର…

କଵିଚନ୍ଦ୍ର

ଲେଖା: ଶିଶିର ସାହୁ ମନୋଜ ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍ତି । ୧. କଵିଚନ୍ଦ୍ର ନାରାୟଣ ଶର୍ମା ● କଵିଚନ୍ଦ୍ର ନାରାୟଣ ଶର୍ମା ଅଷ୍ଟମ ଶତାଦ୍ଦୀର ଜନୈକ କଵି । ଏ ‘ଏକାମ୍ରଚନ୍ଦ୍ରିକା’ ଗ୍ରନ୍ଥର…

ଶବ୍ଦର ଅଶୁଦ୍ଧ ବ୍ୟବହାର

ଗବେଷଣା ଓ ଉପସ୍ଥାପନା:ଶିଶିର ସାହୁ ମନୋଜ ଓ ସନ୍ତୋଷ ପଟ୍ଟନାୟକ ୧. ଅଜାନତଃ => ଅଜ୍ଞାନତଃ ଶବ୍ଦର ଅଶୁଦ୍ଧ ବ୍ଯବହାର: ଅଜ୍ଞାନତଃ ସ୍ଥାନରେ ଭୁଲ କ୍ରମେ ଶିକ୍ଷିତମାନେ ଅଜାନତଃ ବ୍ଯବହାର କରିବାର ଦେଖାଯାଏ; ଏ ବ୍ଯବହାର ମଧ୍ଯ ବଙ୍ଗଳାରେ ଦେଖାଯାଏ । ୨. ଅଜ୍ଞାନୀ => ଅଜ୍ଞାନ ଶବ୍ଦର ଅଶୁଦ୍ଧ ବ୍ୟବହାର କେତେକ ଶବ୍ଦକୋଷରେ ‘ଅଜ୍ଞାନୀ’…