admin

admin

ମଧୁବାବୁ ସଙ୍ଗେ ଲଢ଼ିବି

ସୌରଭିତ ସୃଷ୍ଟି: କାଳନ୍ଦୀଚରଣ ପାଣିଗ୍ରାହୀ ~ ମଧୁବାବୁ ସଙ୍ଗେ ଲଢ଼ିବି ~ ଆମ ଗାଁ ଉପ୍ରା ସ୍କୁଲର ହେଡ଼ମାଷ୍ଟର ରାମ କକେଇ ଥିଲେ ଭୟ ଓ ଆତଙ୍କର ଏକ ପ୍ରତିମୂର୍ତ୍ତି । ସ୍କୁଲଘରେ ସେ ଚିତ୍କାର କଲାବେଳେ ଗାଁଆଟା ଯାକ ଦୁଲୁକି ଉଠେ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ତାଙ୍କର ମାତାପିତା ଅଭିଭାଵକ ପର୍ଯ୍ୟନ୍ତ କାହାକୁ…

ଉଦୟନାଥ ଷଡ଼ଙ୍ଗୀ

ଲେଖା: ଶିଶିର ସାହୁ ମନୋଜ ସଂଗ୍ରାମୀକଵି ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ! ଓଡ଼ିଶାରେ ଏମିତି ଅନେକ କଵି ଲେଖକ ଓ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ଲଭିଛନ୍ତି ଯାହାଙ୍କ ଵିଷୟରେ ଵର୍ତ୍ତମାନର ଯୁଵପିଢି଼ ଜାଣିଵା ତ ଦୂରେ ଥାଉ ତାଙ୍କ ନାମ ସୁଦ୍ଧା ଜାଣି ନଥାନ୍ତି । ଏକଵିଂଶ ଶତାବ୍ଦୀରେ ଓଡ଼ିଶାର ଯୁଵପିଢି଼ କ୍ରମଶଃ ହିନ୍ଦୀ ଓ…

ବିରଞ୍ଚିନାରାୟଣ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ବିରଞ୍ଚିନାରାୟଣ ମନ୍ଦିର ! ହିରଣ୍ୟଗର୍ଭା ଆମର ଏଇ ମାଟି ଓଡ଼ିଶା ମାଟି କଳିଙ୍ଗୋତ୍କଳ l ଅନନ୍ୟ ଏହାର ସଂସ୍କୃତି, ସାହିତ୍ୟ ଅତୁଳନୀୟ ଏହାର କଳା ଭାସ୍କର୍ଯ୍ୟ ଓ ଐତିହାସିକ କୀର୍ତ୍ତିରାଜି l ଆମ ରାଇଜର କୋଣାନୁକୋଣରେ ଅସଂଖ୍ୟ ମନ୍ଦିରରେ କଳାତ୍ମକ କାରୁକାର୍ଯ୍ୟର ଶ୍ରେଷ୍ଠତ୍ୱ ଦେଖିବାକୁ ମିଳେ l କେଉଁଠି ନିହାଣ ମୁନରେ…

ଭ୍ରମଣକାରୀର ପତ୍ର

ସୌରଭିତ ସୃଷ୍ଟି: କଵିଵର ରାଧାନାଥ ରାୟ ୧୮୮୭ ମସିହାରେ କଵିଵର ରାଧାନାଥ ରାୟ ରଚିଥିଲେ ଭ୍ରମଣକାରୀର ପତ୍ର ! ‘ନବସମ୍ବାଦ’ରେ ତାଳଚେର, ବାମଣ୍ଡା, ପାଲଲହଡା, କେନ୍ଦୁଝର ଆଦି ସ୍ଥାନ ପରିଦର୍ଶନ ଜନିତ ଅନୁଭୂତିକୁ ପ୍ରକାଶ କରିଥିଲେ, ଏହି ଭ୍ରମଣକାରୀର ପତ୍ର ପ୍ରବନ୍ଧକୁ ଓଡ଼ିଆ ଭାଷାର ପ୍ରଥମ ଭ୍ରମଣ ରଚନା ବୋଲି ଗ୍ରହଣ କରାଯାଏ ! ~…

ଓଡ଼ିଆଣୀ

ଲେଖା: ଅମ୍ବିକା ପଟ୍ଟନାୟକ ଏକ ପ୍ରାଚୀନ ଅଳଙ୍କାର ଓଡ଼ିଆଣୀ !  “ଅଣ୍ଟାରୁ କାଢ଼ିଲେ ମାୟେ ରତ୍ନ ଓଡ଼ିଆଣୀ, ନାକରୁ କାଢ଼ିଲେ ମାୟେ କନେକ ବସଣୀ l” ବଳରାମ ଦାସ ବିରଚିତ “ଲଷ୍ମୀପୁରାଣ“, ମା’ ଲଷ୍ମୀଙ୍କ ଶ୍ରୀମନ୍ଦିର ପରିତ୍ୟାଗ ଆଗରୁ ଆଭୂଷଣ ତ୍ୟାଗ l “ଡମ୍ବରୁ ମଝାକୁ ଶୋଭା ଦିବ୍ୟଓଡ଼ିଆଣୀ, ଶ୍ରୀଅଙ୍ଗେ ଚନ୍ଦ୍ର ଚନ୍ଦନ ନେତ୍ର ଚାରୁ…

ପଦ୍ମାଵତୀ ରାଣୀ

ଲେଖା: ଶିଶିର ସାହୁ ମନୋଜ କଂସର ଘରଣୀ ପଦ୍ମାଵତୀ ରାଣୀ . . !  ଏହି ପଦ୍ମାଵତୀ ରାଣୀ କିଏ . . ? ପାଟଣାଗଡ଼ ନିଵାସୀ ଲେଖକ ‘କୋକିଳ ମେହେର’ ତାଙ୍କ ‘କୁଆଁରୀପାଟଣା’ ପୁସ୍ତକରେ ❛ପଦ୍ମାଵତୀ ରାଣୀ❜ଙ୍କ କାହାଣୀ ଲେଖିଛନ୍ତି । ତାଙ୍କ ଅନୁସାରେ ୫୬ ଖ୍ରୀଷ୍ଟପୂର୍ଵରେ ❛ଶତ୍ରୁଘାତି❜ ବୋଲି ଜଣେ ରାଜା ପାଟଣାଗଡ଼ର…

ଖମଖମାଲୋ

ଲେଖା: ଶିଶିର ସାହୁ ମନୋଜ ପଶ୍ଚିମ ଓଡ଼ିଶାର ଲୁପ୍ତ ଖେଳ ଖମଖମାଲୋ ! ଗଡ଼ଜାତ ଓଡ଼ିଶାରେ ପୂର୍ଵେ ‘ଖମଖମାଲୋ’ ବୋଲି ଏକ ଖେଳ ଖେଳାଯାଉଥିଲା । ସାଧାରଣତଃ ଏହା ପିଲାମାନଙ୍କର ଖେଳ ଏଵଂ ଖମ୍ବ ଵା ଖୁମ୍ବ ଏ ଖେଳର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥିଵାରୁ ଏହାର ନାମ ଖମଖମାଲୋ ରଖାଯାଇଥିଲା । ଏ ଖେଳର…

ପଣ୍ଡିତ ଗୋପୀନାଥ ନନ୍ଦଶର୍ମା 

ଲେଖା: ଅମ୍ବିକା ପଟ୍ଟନାୟକ ଅବିସ୍ମରଣୀୟ ବ୍ୟକ୍ତିତ୍ୱ : ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ! “ନାମରେ ପ୍ରୟାସ ନାହିଁ, ଅର୍ଥରେ ପିପାସା ନାହିଁ, ନିନ୍ଦାସ୍ତୁତି ପ୍ରତି ଭୃକ୍ଷେପ ନାହିଁ l ଅନନ୍ୟ ଚିତ୍ତରେ କେବଳ ସାହିତ୍ୟ ନିମନ୍ତେ ସାହିତ୍ୟର ଅନୁଶୀଳନ ନନ୍ଦ ମହାଶୟଙ୍କ ବ୍ରତ l ଏହି କବି ମୂଳଗ୍ରନ୍ଥର ଅନୁବାଦ କରିନାହାନ୍ତି କିମ୍ବା ଅବିକଳାନୁକରଣରେ ମଧ୍ୟ…

Handlooms from Odisha

By: Saswat Routroy Handlooms from Odisha ! Odisha, though has quite less population compared to many states, has second largest weaver population in India with more than 94% weavers belonging to the Hindu community. The diversity of the Handlooms from Odisha…