admin

admin

ଭାତପଡ଼ାର ମାଧବ

ଲେଖା: ଶ୍ରୀକାନ୍ତ ସିଂହ ଭାତପଡ଼ାର ମାଧବ ! ସମୟର ପ୍ରବାହରେ ଅନେକ ଇତିହାସ ସୃଷ୍ଟି ହୋଇଛି ଏଇ ମାଟିରେ, ଅନେକ ଅତୀତ ମଧ୍ୟ ଲୁଚି ଯାଇଛି ସମୟର ତନ୍ଦ୍ରାଛାଦିତ କରାଳ ଗର୍ଭରେ ଆଉ ପୁଣି କେବେ କେମିତି ସମୟର ସ୍ରୋତରେ ପ୍ରବାହମାନ ହୋଇ ସେହି ଅତୀତ ପୁଣି ମୁଣ୍ଡ ଟେକି ଛିଡ଼ା ହୋଇଛି ବର୍ତ୍ତମାନରେ l…

ଲସି

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଆମ ଓଡ଼ିଆ ଶବ୍ଦ: ଲସି ! ଆଜି ଦହି, ଚିନି, ବରଫ କିଂଵା ପାଣିରେ ପ୍ରସ୍ତୁତ ପଶ୍ଚିମ ଭାରତୀୟ ପେୟ “ଲସ୍ସୀ” ସାରା ଵିଶ୍ଵରେ ଲୋକପ୍ରିୟ ହୋଇଅଛି । ପୂର୍ଵେ ଓଡ଼ିଶାରେ ଏ ଲସ୍ସୀ ଶବ୍ଦ ଚଳୁନଥିଲା କିନ୍ତୁ ଓଡ଼ିଶାର ଲୋକେ ବହୁପ୍ରାଚୀନ କାଳରୁ ଦହିରେ ଚିନି…

ରସରାଜ ନାରାୟଣପ୍ରସାଦ ସିଂହ

ଲେଖା: ରୋହିତ କୁମାର ଓଡ଼ିଆ ଚଳଚ୍ଚିତ୍ରର ବିଶିଷ୍ଟ #ଗୀତିକାର ତଥା କବି ରସରାଜ ନାରାୟଣପ୍ରସାଦ ସିଂହ l ୧୯୬୦ରେ ରସରାଜ ନାରାୟଣପ୍ରସାଦ ସିଂହ ଆକାଶବାଣୀରେ ସ୍ବୀକୃତିପ୍ରାପ୍ତ ଗୀତିକାର ରୂପେ ପରିଚୟ ପାଇଥିଲେ l ଏହାପରେ ୧୯୬୨ରେ ସେ #ନୂଆବୋଉ ଚଳଚ୍ଚିତ୍ରର “ରଥ ଯା’ ଚାଲିଯା’, ଚକ ଗଡ଼ି ଯା ରେ” ଗୀତରୁ ଆରମ୍ଭ କରି #ଅମଡ଼ାବାଟ, #ଅଭିନେତ୍ରୀ,…

ରଜଦୋଳି ଗୀତ

ଉପସ୍ଥାପନା: ବନ୍ଧନ ଦଳେଇ ରଜପର୍ବ ଆମ ଓଡ଼ିଶାର ଏକ ନିଜସ୍ବ ପର୍ବ । ମୁଖ୍ୟତଃ ଝିଅବୋହୂଙ୍କ ଦ୍ଵାରା ପାଳିତ ହୁଏ ଏଇ ପର୍ବ । ମିଥୁନ ସଂକ୍ରାନ୍ତିକୁ ମିଶାଇ ଚାରିଦିନ ଏହି ପର୍ବ ପାଳିତ ହୁଏ । କିଶୋରୀ ଓ ବଧୂଗଣ ପୋଡ଼ପିଠା ଓ ରଜମୁଢ଼ି ଖାଇ ନୂତନ ବସ୍ତ୍ର ପରିଧାନ କରି ଦୋଳି ଖେଳରେ…

ରଜଦୋଳି ଗୀତରେ ମନସ୍ତାତ୍ତ୍ବିକ ଦିଗ 

ଲେଖା: କରୁଣାକର ପାଟ୍ଟଶାଣୀ ରଜଦୋଳି ଗୀତରେ ମନସ୍ତାତ୍ତ୍ବିକ ଦିଗ ! ରଜ ପର୍ବରେ କୁଆଁରୀ ଝିଅମାନଙ୍କର ଦୋଳି ଖେଳ ଏକ ପ୍ରଧାନ ଆକର୍ଷଣ। ଦୋଳି ଖେଳ ଭିତରେ କୁଆଁରୀ ମନର ଅଫିଟା କଥା ସବୁ ମୁକୁଳି ପଡେ। କୁମାର ପୂନେଇଁ ଗୀତ ପରି ରଜଦୋଳି ଗୀତ ଝିଅମାନଙ୍କ ମୁଖରେ ଚହଲୁଥାଏ: “ରଜ ଦୋଳି କଟମଟ ଲୋ…

ରଜମଉଜ

ଲେଖା: ଉତ୍ପଳ ପତି ରଜମଉଜ ! ରଜପର୍ବର ନିଆରା ମଉଜ ! ରଜ ମୁଖ୍ୟତଃ ୩ ଦିନ ପାଳିତ ହେବା ସହ ପ୍ରଥମ ରଜର ପୂର୍ବଦିନ ଓ ଶେଷରଜର ପରଦିନ ମଧ୍ୟ ଏହି ପର୍ବ ପାଳିତ ହୋଇଥାଏ। ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଏହି ରଜପର୍ବ। ରଜମଉଜ କେବଳ ଏହି…

ମନମୋହନ ଚୌଧୁରୀ

ଲେଖା: ନିରଞ୍ଜନ ସାହୁ ୧୯୨୪ ମସିହା ଏପ୍ରିଲ ମାସ ତିନି ତାରିଖ । କଟକ ଟାଉନହଲ୍’ରେ ପାଳିତ ହେଉଥାଏ ବ୍ରିଟିଶ ସରକାରଙ୍କ ନାରକୀୟ ହତ୍ୟାକାଣ୍ଡ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଦିବସ । ସଭାସ୍ଥଳ ଭରପୂର । ଗୋଟିଏ ନଅ ବର୍ଷର ବାଳକ ତା’ର ସାତ ବର୍ଷର ଭଉଣୀକୁ ସାଙ୍ଗରେ ଧରି ଆଗଧାଡିର ଶ୍ରୋତା । ବିଶିଷ୍ଟ ସ୍ବାଧିନତା…

ମହାରାଜା ହରିହର ମର୍ଦ୍ଦରାଜ

ଲେଖା: ଦେଵ ତ୍ରିପାଠୀ ମହାନ ଦେଶପ୍ରେମୀ, ଖଲ୍ଲିକୋଟ ରାଜ୍ୟର ଭୂମିପୁତ୍ର ପ୍ରଜାବତ୍ସଳ ମହାଦାନୀ ମହାରାଜା ହରିହର ମର୍ଦ୍ଦରାଜ । #ସ୍ବତନ୍ତ୍ର #ଓଡ଼ିଶାପ୍ରଦେଶ #ଗଠନର #ବୀଜବପକ ତଥା #ଉତ୍କଳ #ସମ୍ମିଳନୀର #ଆଦ୍ୟପ୍ରବର୍ତ୍ତକ; ଓଡ଼ିଶା ସହିତ ଗଞ୍ଜାମ ଏବଂ ଅନ୍ୟାନ୍ୟ ଦକ୍ଷିଣାଞ୍ଚଳକୁ ମିଶାଇବା ନିମନ୍ତେ ସଂଗ୍ରାମର ଅବଧାରକ; ଗଞ୍ଜାମ ମାଟିରେ ତେଲୁଗୁ ଭାଷାଭାଷୀଙ୍କ ପ୍ରାଦୁର୍ଭାବରୁ ଓଡ଼ିଆ ଭାଷାର ସୁରକ୍ଷା…

Suna Besha

By: Bijaya Ketan Sahu Glorious history of Odisha behind the ritual “Suna Besha” or golden attire of Lord Jagannath. “Suna besha” means Golden attire of Lord Jagannath, Lord Balabhadra and Devi Subhadra. Their Lordships are dressed with Golden costumes. Suna…

ସୁନାବେଶ

ଲେଖା: ଅମ୍ବିକା ପଟ୍ଟନାୟକ ଶ୍ରୀଜଗନ୍ନାଥଙ୍କ ବର୍ଷକୁ ପାଞ୍ଚଥର ସୁନାବେଶ ହୁଏ l ବିଜୟା ଦଶମୀ, କାର୍ତ୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ, ଦୋଳପୂର୍ଣ୍ଣମୀ ଓ ବାହୁଡା଼ ପରବର୍ତ୍ତୀ ହରିଶୟନ ଏକାଦଶୀରେ ରଥ ଉପରେ l ପ୍ରଥମ ଚାରୋଟି ସୁନାବେଶ ରତ୍ନସିଂହାସନ ଉପରେ ଆସୀନ ଓ ଶେଷଟି ରଥାରୋହୀ ଭାବେ l କିମ୍ବଦନ୍ତୀ ଅଛି, ଦିଗବିଜୟ ପରେ ଗଜପତି…