admin

admin

ଲକ୍ଷ୍ମୀନୃସିଂହ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଲକ୍ଷ୍ମୀନୃସିଂହ ମନ୍ଦିର, କଟକ ସହରଠାରୁ ମାତ୍ର ପନ୍ଦର କିଲୋମିଟର ଦୂର ତଥା ଜଗତପୁର ଠାରୁ ମାତ୍ର ସାତ କିଲୋମିଟର ଦୂର ପୂର୍ଵକଚ୍ଛ ଗ୍ରାମରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର l ମନ୍ଦିରରେ ଲକ୍ଷ୍ମୀନୃସିଂହଙ୍କ ବିଗ୍ରହ ପ୍ରତିଷ୍ଠିତ ଓ ପୂଜିତ l ବହୁ ପ୍ରାଚୀନ ମନ୍ଦିର ହେଲେ ବି ଏହାର ନିର୍ମାଣ ସମ୍ପର୍କରେ…

Ratha Yatra

By: Bijaya Ketan Sahu Ratha Yatra: A symbolic representation of life’s journey towards divinity. The holy land of Odisha, whose dust says “Jagannath”, air says “Jagannath”, ocean, river, stream say “Jagannath”. The centre of Odishan culture is Lord Jagannath. The…

ପର୍ଶୁରାମାଷ୍ଟମୀ

ଲେଖା: ଅରବିନ୍ଦ ମହାନ୍ତି ~ ପର୍ଶୁରାମାଷ୍ଟମୀ ~ ଏହି ପର୍ଶୁରାମାଷ୍ଟମୀ ଦିନ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପର୍ଶୁରାମେଶ୍ଵର ଦେଉଳକୁ ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ମହାପ୍ରଭୁଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା ଅଟେ। ପରଶୁରାମଙ୍କ ଇଶ୍ୱର ପର୍ଶୁରାମେଶ୍ଵର ନାମରେ ଶ୍ରୀ ସଦାଶିବ ଲିଙ୍ଗରାଜ ମହାପ୍ରଭୁ ଏଠାରେ ବିଜେ କରିଅଛନ୍ତି। ତ୍ରେତୟା ଯୁଗରେ…

ମନ୍ମଥ ନାଥ ଦାସ

ଲେଖା: ଅମ୍ବିକା ପଟ୍ଟନାୟକ ~ ଡ. ମନ୍ମଥ ନାଥ ଦାସ ~ “Long long ago there was a king named Kharavela . .” କେତେବେଳେ ସମ୍ମୁଖସ୍ଥ ଛାତ୍ରଛାତ୍ରୀ ବା କେତେବେଳେ ଝରକା ଫାଙ୍କ ଦେଇ ଦୂର ଦିଗବଳୟରେ ଦୃଷ୍ଟି ନିବଦ୍ଧ କରି ଛନ୍ଦମୟ ରୀତିରେ ଅଧ୍ୟାପକ ଜଣକ ଇତିହାସ ପଢ଼େଇ ଯାଉଛନ୍ତି,…

ହରିଆ ତନ୍ତୀ

~ ହରିଆ ତନ୍ତୀ ~ ସୌରଭିତ ସୃଷ୍ଟି: ପଣ୍ଡିତ ଗୋବିନ୍ଦ ରଥ ଏକାଧାରରେ ଜଣେ ହାସ୍ଯାମୋଦୀ, ନିର୍ଭୀକ, ସ୍ପଷ୍ଟବାଦୀ, ନିରପେକ୍ଷ ତଥା ପ୍ରଚଣ୍ଡ ସ୍ଵାଭିମାନୀ ରୂପେ ସେ ଥିଲେ ଜନମନରେ ପ୍ରଖ୍ୟାତ । ଓଡ଼ିଆ #ଭାଷାରେ ସର୍ବପ୍ରଥମେ ଯେଉଁ ପାଠ୍ୟ ପୁସ୍ତକର ପ୍ରଣୟନ ହୋଇଥିଲା, ତାହାର ଆଦ୍ୟଲଗ୍ନରୁ ହିଁ #ପଣ୍ଡିତ #ଗୋବିନ୍ଦ #ରଥ ଙ୍କ ଜନପ୍ରିୟତା…

ସପ୍ତବଟ

ଲେଖା: ଉତ୍ପଳ ପତି ~ ସପ୍ତବଟ ~ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ହେଉଛନ୍ତି କ୍ଷେତ୍ରର କେନ୍ଦ୍ର ଓ ମୁଖ୍ୟ। ଏହି କ୍ଷେତ୍ରରେ ଆଠଗୋଟି ଶିବମନ୍ଦିର ବା ଅଷ୍ଟଶମ୍ଭୁ, ଦେବୀ ମନ୍ଦିର ବା ଅଷ୍ଟଦେବୀ, ପୁରାଣବର୍ଣିତ ପାଞ୍ଚଗୋଟି ତୀର୍ଥ ବା ପଞ୍ଚତୀର୍ଥ ଓ ସାତଗୋଟି ବଟବୃକ୍ଷ ବା ‘ସପ୍ତବଟ’ ବିଶେଷ ଭାବେ ପୂଜା ପାଇଥାନ୍ତି। ବଟବୃକ୍ଷ ଆମ…

ପାଣିଖରା

ଗବେଷଣା ଓ ଉପସ୍ଥାପନା: ଲେଖା: ଶିଶିର ସାହୁ ମନୋଜ ~ ପାଣିଖରା, ଖରାଵରଷା ଓ ବିଲୁଆ ନନାର ବାହାଘର ~ ଵର୍ଷା ଛାଡି଼ଗଲାପରେ ଯେଉଁ ଟାଣ୍ ଖରା ହୁଏ ତାକୁ ଆମ ଭାଷାରେ ପାଣିଖରା କହିଥାନ୍ତି । ଵର୍ଷା ହେଵା ଦିନ ପରିଵେଶ ଥଣ୍ଡା ହୋଇଯାଏ କିନ୍ତୁ ଵର୍ଷା ଛାଡି଼ଲା ପରଦିନ ଆକାଶରେ ବାଦଲ ନଥିଲେ…

ଓଡ଼ିଆ ଖେଳ

ଗବେଷଣା ଓ ଉପସ୍ଥାପନା: ଲେଖା: ଶିଶିର ସାହୁ ମନୋଜ ~ ଆମ ଓଡ଼ିଆ ଖେଳ ~ ଓଡ଼ିଶାର ଗଡ଼ଜାତରେ କାଣ୍ଠଡ଼ା ଚୋର ନାମରେ ଏକ ଓଡ଼ିଆ ଖେଳ ଖେଳାଯାଏ ‌ । ଅଞ୍ଚଳ ଭେଦରେ ଏହି ଖେଳକୁ ‘ପଣସି ଗୋଛା’, ‘କୁକୁର ଚୋର୍’, ‘କାକରୀ ଚୋର’ ଆଦି କୁହାଯାଏ । ‘କଣ୍ଠଡ଼ା ଚୋର’ ମଧ୍ୟରେ ଥିଵା…

ପୁରୀ ଜିଲ୍ଲାର ଆଞ୍ଚଳିକ ଶବ୍ଦ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପୁରୀ ଜିଲ୍ଲାର ଆଞ୍ଚଳିକ ଶବ୍ଦ ! ଓଡ଼ିଶାର ସବୁ ଜିଲ୍ଲାର ଶବ୍ଦ ଓ ଶୈଳୀରେ ରହିଛି ନିଆରାପଣ । ସବୁ ଜିଲ୍ଲାର ଶୈଳୀରେ ଏହି ବୈଶିଷ୍ଟ୍ୟ ଯୋଗୁଁ ଓଡ଼ିଆ ଭାଷା ହୋଇଛି ସମୃଦ୍ଧ । ଏଠାରେ ପୁରୀ ଜିଲ୍ଲାର ସେଇଭଳି କିଛି ନିଆରା ଆଞ୍ଚଳିକ ଶବ୍ଦର ସୂଚୀ…

ବିଶ୍ବ ଦେଖ ମଧୁମୟ

ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଅମଳିନ ସୃଷ୍ଟି ଏଇ କବିତା ‘ବିଶ୍ବ ଦେଖ ମଧୁମୟ ରେ ଜୀବନ’ । ବିଶ୍ବ ଦେଖ ମଧୁମୟ ରେ ଜୀବନ ବିଶ୍ବ ଦେଖ ମଧୁମୟ ମଧୁର ଝରଣ କରିବ ହରଣ ତୋ ପାପ ମରଣ ଭୟରେ ଜୀବନ (ଘୋଷା) ଜନନୀର ସ୍ନେହ ଜାୟାର ପ୍ରଣୟ…