admin

admin

ରଜପର୍ବ ଓ ଭୂମାତା (Raja Parba)

ଲେଖା: ଅରବିନ୍ଦ ମହାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମା ଶକ୍ତି ରୂପେ ଦେବୀ ବସୁଧା ବା ଭୂଦେବୀଙ୍କ ପରିଚୟ। ସମଗ୍ର ସଂସାରକୁ ଧାରଣ କରିଥିବା ହେତୁ ସେ ମଧ୍ୟ ବିଶ୍ୱଧାତ୍ରୀ ନାମେ ପ୍ରସିଦ୍ଧା। ଭଗବାନ ବିଷ୍ଣୁଙ୍କ ତୃତୀୟ ଅବତାର ତାଙ୍କ ସୁରକ୍ଷା ପାଈଁ ସୃଷ୍ଟି। ହିରଣାକ୍ଷ ଦୈତ୍ୟକୁ ମୁକ୍ତି ପ୍ରଦାନ କରି ଭୂଦେବୀଙ୍କୁ ବରାହ ରୂପେ ଉଦ୍ଧାର…

ମନେପଡେ ଦୋଳଯାତ୍ରା କଥା

ଦାଣ୍ଡ ଲିପା ହୋଇଥିବ ଗୋବରରେ, ଚିତ୍ର ହୋଇଥିବ ନାନାବର୍ଣ୍ଣୀ ମୁରୁଜରେ । ସେଇ ମୁରୁଜଅଙ୍କା ଚିତ୍ର ଉପରେ ବିରାଜମାନ ହେବେ ରାଧାକୃଷ୍ଣ, ବିମାନରେ ବିଜେ କରି । ଘର ଘର ବୁଲି ଭୋଗ ଖାଇ ଯିବେ ପ୍ରଭୁ । ଫଗୁରେ ଚହଟିବ ସଭିଙ୍କ ମସ୍ତକ । ଡାଲାରେ ସଜାଯାଇଥିବ, ଦୁବ, ଅରୁଆ ଚାଉଳ, ଆମ୍ବଡ଼ାଳ, ନଡ଼ିଆ । ପୂର୍ଣ୍ଣକଳସ ବସିଥିବ, ଚଣାଲଡୁର ଭୋଗ ପ୍ରସ୍ତୁତ ହୋଇଥିବ । ପେଡ଼ିରେ ସାଇତା କର୍ପୁର ଦିଆ ସଫାଲୁଗା ପିନ୍ଧି ସଜ ହୋଇଥାନ୍ତି ବୋଉ, ବଡ଼ବୋଉ . .

ଝୁଲଣଯାତ୍ରା (Jhulana Jatra)

ଲେଖା: ବନ୍ଧନ ଦଳାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ରୂପରେ ସମ୍ବୋଧିତ। ଶ୍ରୀଚୈତନ୍ୟଙ୍କ ଦୃଷ୍ଟିରେ ମହାପ୍ରଭୁ ହେଉଛନ୍ତି ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ମିଳିତ ବିଗ୍ରହ ପ୍ରେମ ପୁରୁଷ ଶ୍ରୀକୃଷ୍ଣ ଏବଂ ପ୍ରକୃତି ସ୍ୱରୁପା ଶ୍ରୀରାଧାଙ୍କର ନିତ୍ୟରାସକାଳୀନ ଯୁଗନଦ୍ଧ ରୂପ ହିଁ ରତ୍ନ ସିଂହାସନାରୂଢ ଶ୍ରୀଜଗନ୍ନାଥ। ‘ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଘେନି ସିଂହାସନ ପରେ, ବିଜୟ କରିଅଛନ୍ତି ଚତୁର୍ଦ୍ଧା…

ସୁନାଫୁଲର ଦେଶେ 

ଲେଖା: ଦେଵ ତ୍ରିପାଠୀ ଫୁଲର ବଡ଼ ବଜାର କହିଲେ ଆମେ ଭୁବନେଶ୍ୱରକୁ ହିଁ ବୁଝୁ ! ଇଂରାଜୀ ନୂଆବର୍ଷ କିମ୍ବା ସେପରି କିଛି ଅବସରରେ ଏଠି କୁଆଡ଼େ କୋଟି କୋଟି ଟଙ୍କାର ଫୁଲ ବିକ୍ରି ହୁଏ ! ହେଉଥିବ ! କୃତ୍ରିମତାରେ ଭରା ସହରରେ କୃତ୍ରିମ ଫୁଲର ଚାହିଦା ଅବଶ୍ୟ ଖୁବ୍ ବେଶୀ ! ତେବେ…

କନିଆଁ କାନ୍ଦଣା ଗୀତ

ବାସ୍ତବରେ ପୂର୍ବ ସ୍ମୃତିକୁ ମନେ ପକେଇ ବାହୁନି ବାହୁନି କାନ୍ଦୁଥିବା କନ୍ୟାର କାନ୍ଦଣା ଗୀତର ଗୁଞ୍ଜରଣରେ ଆଖ ପାଖରେ ଏକ ଦୁଃଖର ବାତାବରଣ ସୃଷ୍ଟି ହୋଇ ଥାଏ । ଏହି କାନ୍ଦଣା ଗୀତ ଶୁଣୁଥିବା ଲୋକର ଆଖିରୁ ଆପେ ଆପେ ଲୁହ ଝରି ଯାଇ ଥାଏ । ଏପରି ଲୋକ ଗୀତ ଆଜି ବି କିଛି କିଛି ଗ୍ରାମରେ ବଞ୍ଚିରହିଛି ଏବଂ ବଞ୍ଚେଇ ରଖିଥିବା ଲୋକମାନେ ସତରେ ଅନନ୍ୟ ସମ୍ମାନର ହକଦାର . .

ମା’ ହିଙ୍ଗୁଳାଙ୍କ ପୀଠ (Maa Hingula)

ଲେଖା: Odisha Stories ଅନନ୍ୟ ଭାରତର ଇତିହାସ, ସଂସ୍କୃତି, ପରମ୍ପରା ତଥା ଐତିହ୍ୟ । ମା’ଙ୍କ ଅନେକ ରୂପ ଯଥା ଶକ୍ତି, ସୁନ୍ଦର ତଥା ଭୟଙ୍କର ଭାବରେ ପରିଚିତ । ଓଡ଼ିଶାର ଏକ ପ୍ରସିଦ୍ଧ ଦେବୀ ସିଏ ପୁଣି ପୂଜା ପାଆନ୍ତି ପାକିସ୍ତାନ, ଆଫଗାନିସ୍ତାନ ତଥା ସୁଦୁର ଆସାମରେ । ଓଡ଼ିଶାର ଅନୁଗୋଳ ଜିଲ୍ଲାର ସିଙ୍ଗଡ଼ା…

ପିଣ୍ଡିକୀ ବାହୁବଳେନ୍ଦ୍ର

ଲେଖା: ନିରଞ୍ଜନ ସାହୁ ଗୋଟିଏ ପରେ ଗୋଟିଏ ସଫଳତାର ସହ ଭାରତର ବିଭିନ୍ନ ରାଜ୍ୟର ଶାସନଭାର ହାତକୁ ନେବାପରେ ଇଂରେଜ ସରକାରଙ୍କ ଦୃଷ୍ଟି ଓଡ଼ିଶା ଉପରୁ ବାଦ ଯାଇନଥିଲା। ନିଜର ଶୌର୍ଯ୍ୟ ପାଇଁ ବିଦିତ ଓଡ଼ିଶାକୁ ଆକ୍ରମଣ କରି ନିଜ ଅକ୍ତିଆରକୁ ନେବା ଥିଲା ଇଂରେଜ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ। ୧୮୦୩ ମସିହାରେ…

ଭକ୍ତଚରଣ ଦାସ (Bhakta Charan Das)

ସଂସାର ଅଳିକ । ସାରା ଜଗତ ମିଥ୍ୟା, ସମସ୍ତ  ଜାଗତିକ ପଦାର୍ଥ ଅନିତ୍ୟ। ଜୀବନ ଯୌବନ କ୍ଷଣସ୍ଥାୟୀ । ଘୋର ଜଞ୍ଜାଳମୟ ଏ ଭବସାଗର। ଚଉରାଅଶୀ ଆଙ୍ଗୁଳ ଚର୍ମ ଘେରି ରହିଥିବା ଏ ଦେହ ଭିତରଟା ନାରଖାର। ଧନ ସମ୍ପତ୍ତି ମୂଲ୍ୟହୀନ, କିନ୍ତୁ ଘୋର ଆସକ୍ତି ମଣିଷର ଏଇଥିପାଇଁ । ଏହାହିଁ ଚିରନ୍ତନ ସତ୍ୟ ! ଏସବୁକୁ ଭଲ ଭାବରେ ହୃଦୟଙ୍ଗମ କରି ଜୀବନ ପ୍ରତି ଅନାସକ୍ତ ଭାବ ଉଦ୍ଦ୍ରେକ ହୋଇଥିଲା ଜଣେ ମହାନ୍ ଓଡ଼ିଆ କବିଙ୍କର . .

ପାବନକ୍ଷେତ୍ର ଧବଳେଶ୍ଵର ପୀଠ (Dhabaleswar)

ଲେଖା: ବନ୍ଧନ ଦଳାଇ ଶୈବଧର୍ମ ଓ ଶୈବ ସଂସ୍କୃତି ହେଉଛି ଉତ୍କଳ ଭୂଖଣ୍ଡର ଏକ ଆଧ୍ୟାତ୍ମିକ ଧାରା। ଭଗବାନ୍ ଶିବ ହେଉଛନ୍ତି ସତ୍, ଚିତ୍ ଓ ଆନନ୍ଦର ପ୍ରତୀକ ଓ ସକଳ କାର୍ଯ୍ୟର ମଙ୍ଗଳମୟ ଦେବତା । ମହାରୁଦ୍ରଙ୍କ ସର୍ବ ବ୍ୟାପକତା ଓ ମଙ୍ଗଳମୟ ଲୀଳା ସମ୍ପର୍କରେ ସପ୍ତର୍ଷି କୁହନ୍ତି ,’ସେ ଅନନ୍ତ, ଅବ୍ୟକ୍ତ ଓ…

କର୍ମବୀର ଗୌରୀଶଙ୍କର

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷ ତୃତୀୟାଂଶ ଓଡ଼ିଶାର ଜାତୀୟ ଜୀବନ ପକ୍ଷରେ ଏକ ନବଜାଗରଣର କାଳ । ନଅଙ୍କ ଦୁର୍ଭିକ୍ଷର ଆଘାତ, ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ନବବାଣୀ ନିହିତ ପ୍ରେରଣା ଜାତିର ଯୁଗବ୍ୟାପୀ ସୁଷୁପ୍ତି, ନିଷ୍କ୍ରିୟତା, ସ୍ୱାର୍ଥପରତା ଭାଂଗି ଦେଇ ଏହାକୁ ଆତ୍ମସଚେତନ ଓ କର୍ମତପ୍ତର କରିଥିଲା ।ଅତଏବ ସମାଜ ନିମନ୍ତେ…