ଲେଖା: ଶିବାଶିଷ ମହାପାତ୍ର

ପ୍ରେମ, ସଦଭାବନା, ସଂସ୍କାର ଓ ସଂସ୍କୃତି ରେ ଭରା ଆମ ଓଡ଼ିଶା । ନବରଙ୍ଗପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଭାବରେ ମାା’ ଭଣ୍ଡାର ଘରଣୀ ପୂଜିତା । ନାମ ଅନୁସାରେ ମା’ ଧନଧାନ୍ୟର ଦେବୀ ଭାବରେ ପରିଚିତା । 

ଏହି ମନ୍ଦିରରେ ବ୍ରାହ୍ମଣ ଏବଂ କ୍ୟୈବର୍ତ୍ତ ସମାଜର ପୂଜକ ପୂଜା କରିଥାନ୍ତି । ମା’ ପ୍ରତ୍ୟକ୍ଷ ଠାକୁରାଣୀ ଭାବରେ ପରିଗଣିତ ଏବଂ ସେଥିପାଇଁ ମାଙ୍କୁ ସିଧାସଳଖ ଦର୍ଶନ କରିବା ମନା ହୋଇଥାଏ । ପାର୍ଶ୍ଵରୁ‌ କିମ୍ବା ଦର୍ପଣ ସାହାଯ୍ୟରେ ମା’ଙ୍କ ଦର୍ଶନ କରାଯାଏ ।
ଲୋକକଥା ଅନୁସାରେ ମା’ଙ୍କୁ ଜଗନ୍ନାଥପୁରର ରାଜ ଉଆସରେ ଭଣ୍ଡାର ଘରେ ପୂଜା କରାଯାଉଥିଲା, ପରେ ପରେ ତାଙ୍କୁ ନବରଙ୍ଗପୁର ସହର ମଧ୍ୟ ଭାଗରେ ରାଜାଙ୍କ ଦ୍ଵାରା ସ୍ଥାପିତ କରାଯାଇଥିଲା । ପାର୍ଶ୍ଵବର୍ତ୍ତୀ ଜିଲ୍ଲା ତଥା ପଡୋଶୀ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago