ଲେଖା: ଅରବିନ୍ଦ ମହାନ୍ତି
ସମସ୍ତେ ଜାଣନ୍ତି ଯେ ଗ୍ରହ ପଟିରେ ନବଗ୍ରହ ପୂଜା ପାଇଥାନ୍ତି। ଯଥା ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବ୍ରୁହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ। କିନ୍ତୁ ଏହି ଦେଉଳରେ ନବଗ୍ରହ ସ୍ଥାନରେ ଅଷ୍ଟଗ୍ରହ ପୂଜା ହେଉଛନ୍ତି। କେତୁ ଗ୍ରହ ଏଠି ନାହାଁନ୍ତି।
ଏଠାରେ କୁହାଯାଇଛି ପୁରୁଣା ଭୁବନେଶ୍ୱରର ମାର୍କଣ୍ଡେଶ୍ବର ଦେଉଳର କଥା । ଏହି ଦେଉଳ ବିନ୍ଦୁସାଗରର ଦକ୍ଷିଣ ପଶ୍ଚିମ କୋଣରେ ଅବସ୍ଥିତ। ସାଧାରଣତଃ ଲୋକଲୋଚନର ଦୂରରେ ଥିବାରୁ ପର୍ଯ୍ୟଟକମାନେ ଏଠାକୁ କମ୍ ଯାଇଥାନ୍ତି। ଇତିହାସରୁ ଦେଖିଲେ ଏହା ଷଷ୍ଠ ଶତାବ୍ଦୀର ଦେଉଳ । ଏହା ଶୈଳୋଭବ ରାଜାମାନଙ୍କ କୀର୍ତ୍ତି ପରି ମନେହୁଏ।
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…
ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…