ପର୍ଯ୍ୟଟନ କ୍ଷେତ୍ର

ପୁଣ୍ୟପୀଠ ପାରଳା: ଗଜପତିଙ୍କ ସମାଧିସ୍ଥଳ

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ
ନିଗାଡ଼ିଯେ ଏ ଜାତିର ଏ ଦେଶର ଅନ୍ଧ ରନ୍ଧ୍ରକୂପେ
ଭରିଦେଲା ଆଲୋକର ଉଛ୍ୱlସ ପ୍ଲାବନ ସ୍ତରେ ସ୍ତରେ ।।
ସହଜାତ ମୁକୁଟ ଓହ୍ଲାଇ ମାଥୁ ଯେ ଶିରେ ସାଦରେ ।।
ଜନତାର ଶିରସ୍ତ୍ରାଣ ପିନ୍ଧି ଚଳାଇଲା ଜାତି ଚୈତ୍ର ରଥ
ବିରଗର୍ଭା ବସୁନ୍ଧରା ଗର୍ଭେ ଆଜି ଏଠି ସେ ସୁପତ ।।
ଅଦ୍ଭୁତ ବିନ୍ଧାଣି ହାତ ଯଶ ଯାର ଖଣ୍ଡେକ ଉପଳେ
ପ୍ରସ୍ଫୁଟିତ ପ୍ରକଟିତ ନୂତନ ଏ ଉତକୀର୍ଣ ଉତ୍କଳେ ।।
ଯା ହାତର କାରିଗରୀ ଗୋଟାଏକ ଶ୍ରୀକର କରଣି
କୋଟିଏ ମର୍ର ଲେଖେ ଭଣିଲେ ବି ନହେବ ଭରଣି ।।
ଏ ଜାତିର ସହସ୍ର ନୟନରେ ଅଜସ୍ର ଶ୍ରବଣେ
ହୋଇ ଅଭିଷିକ୍ତ ଗଜପତି ବୀର ସୁପ୍ତ ଏଠି ଅନନ୍ତ ଶୟନେ ।।
Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

7 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago