ଲେଖା: ଅମ୍ବିକା ପଟ୍ଟନାୟକ

~ ହଜିଯାଉଥିବା ଖେଳ – ଧାଡ଼ି ଧୁକୁଡ଼ି ~
ଦିନ ଥିଲା ଗଞ୍ଜାମର ଗ୍ରାମାଞ୍ଚଳରେ ଏକ ପ୍ରକାର ବୁଦ୍ଧିର ଖେଳ ହେଉଥିଲା । ବିନା ଖର୍ଚ୍ଚରେ ଘରୁଆ ଖେଳ । ଖଣ୍ଡେ ଚକ ଖଡ଼ି କିଛି ଭଙ୍ଗା ଚୁଡ଼ି ଆଉ ଦୁଇ ଜଣ ବ୍ୟକ୍ତି । ସାନ ବଡ଼ ହୋଇ ତିନୋଟି ବର୍ଗକ୍ଷେତ୍ର । ମଧ୍ୟ ଭାଗରେ ଏକ ସରଳ ରେଖା ଦ୍ଵାରା ସଂଯୁକ୍ତ । ଚିତ୍ରରେ ଦିଆ ଯାଇଥିବା x ଚିହ୍ନରେ ଜଣେ ପ୍ରଥମେ ନିଜ ଦାନ ରଖିବେ । ତା ପରେ ଅନ୍ୟ ଜଣେ ରଖି ରଖି ଯିବେ । ଗୋଟିଏ ସରଳ ରେଖାରେ ଜଣକର ତିନୋଟି ଦାନ ରହିଗଲେ ସେ ଅନ୍ୟ ପକ୍ଷର ଏକ ଦାନ ଖେଳରୁ ବାହାର କରିଦେବେ । ତେବେ ଚିତ୍ରରେ ରେଖାଙ୍କିତ ଦୁଇଟି ସମାନ୍ତର ସରଳ ରେଖାରେ ଯଦି ଜଣକର ପାଞ୍ଚଟି ଦାନ ରହିଗଲା ସେ ମଝି ଦାନ ଏପଟ ସେପଟ କରି କରି ଜିତିଯିବେ ।
ଏହି ଖେଳକୁ “ଧାଡ଼ି ଧୁକୁଡ଼ି” କହନ୍ତି । ତେବେ କଟକ ଜିଲ୍ଲାର ଗାଁ ମାନଙ୍କରେ ଏଇ ଖେଳାକୁ “ଛକିଶୂନ”, “ବାଘଛେଳି”“ବାଘବକିରୀ” ବୋଲି କହନ୍ତି । ଏ ଖେଳ ପାଇଁ ଅଧିକାଂଶ ଘରର ସିମେଣ୍ଟ ଚଟଣାରେ ଗାର କାଟି ରଖାଯାଇଥାଏ ।
ଧାଡ଼ି ଧୁକୁଡ଼ି Dhadi Dhukudi
Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

7 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago