ଲେଖା: ଶ୍ରୀକାନ୍ତ ସିଂହ

~ ଦୁର୍ଗା ~
ଶରତର ନିର୍ମଳ ଆକାଶ ଆଉ ଧରଣୀରେ କାଶତଣ୍ଡୀ ଫୁଲର ଶ୍ୱେତସମ୍ଭାର ଇଙ୍ଗିତ କରେ, ମାତୃ ଆବାହନର ସମୟ ଯେ ଉପନୀତ ।

ଦେବୀ ଉତ୍ଥାପନର ପବିତ୍ର ବେଳାରେ ଜଗତଜନନୀଙ୍କ ଆବାହନ ନିମନ୍ତେ ସହସ୍ରକୁମ୍ଭାଭିଷେକ ସହିତ ଷୋଡଶ ଦିନାତ୍ମକ ପୂଜାର ହୁଏ ଅୟମାରମ୍ଭ । ଏହି ଅବସରରେ, ସହର, ନଗର, ପୁର, ପଲ୍ଲୀର ଦେବୀପୀଠ ହୋଇଉଠେ ଚଳଚଞ୍ଚଳ ।

କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଭଗବତୀ ଦୁର୍ଗା ଦେବୀଙ୍କ ସହସ୍ର ବର୍ଷ ପ୍ରାଚୀନ କେତୋଟି ପ୍ରତିମାର ଛବି ଏଠାରେ ସ୍ଥାନିତ କରିଛୁ । ଚିତ୍ରମାନଙ୍କରେ ଓଡ଼ିଶାର ଶକ୍ତିପୂଜନ ପରି ଗୌରବର ପ୍ରତିବିମ୍ବ . . 

 

(ମହିଷାମର୍ଦ୍ଦିନୀ ଦୁର୍ଗା, ମାଣିକେଶ୍ବର ମନ୍ଦିର, ଗ୍ରାମ ଶୁକ୍ଳେଶ୍ୱର, ବ୍ଲକ ମାହାଙ୍ଗା, ଜିଲ୍ଲା କଟକ)

(ମହିଷାମର୍ଦ୍ଦିନୀ, ଶ୍ରୀମୁଖଲିଙ୍ଗେଶ୍ୱର ମନ୍ଦିର, ଶ୍ରୀମୁଖଲିଙ୍ଗମ, ଶ୍ରୀକାକୁଲମ, ଆନ୍ଧ୍ର ପ୍ରଦେଶ)

(ମହିଷାମର୍ଦ୍ଦିନୀ, ମାଣିକେଶ୍ବର ମନ୍ଦିର, ଗ୍ରାମ ଶୁକ୍ଳେଶ୍ୱର, ବ୍ଲକ ମାହାଙ୍ଗା, ଜିଲ୍ଲା କଟକ)

(ଦେବୀ ଭଗବତୀ, ଭଗବତୀ ମନ୍ଦିର, ଗ୍ରାମ ଗୋପୀନାଥପୁର, ବାଲିଆ, ଜିଲ୍ଲା ଜଗତସିଂହପୁର)

(ମହିଷାମର୍ଦ୍ଦିନୀ, ଝଙ୍କେଶ୍ୱର ମହାଦେବ ମନ୍ଦିର, ଗ୍ରାମ ଝଙ୍କେଶ୍ୱର, ବିରିତୋଳ ଗ୍ରାମ ପଞ୍ଚାୟତ, ବ୍ଲକ ତିର୍ତ୍ତୋଲ, ଜିଲ୍ଲା ଜଗତସିଂହପୁର)

(ଦେବୀ ଭଗବତୀ, ମାଣିକେଶ୍ବର ମନ୍ଦିର, ଗ୍ରାମ ଶୁକ୍ଳେଶ୍ୱର, ବ୍ଲକ ମାହାଙ୍ଗା, ଜିଲ୍ଲା କଟକ)

(ମହିଷାମର୍ଦ୍ଦିନୀ, ଦୁର୍ଗା ମନ୍ଦିର, ଗ୍ରାମ ନୂଆ ସତାଙ୍ଗ)

(ମହିଷାମର୍ଦ୍ଦିନୀ, ଭଗବତୀ ମନ୍ଦିର, ଗ୍ରାମ ଗରମା, ତିର୍ତ୍ତୋଲ ଜିଲ୍ଲା ଜଗତସିଂହପୁର, ବୋଧହୁଏ ରାଜ୍ୟର ଏହା ସର୍ବପ୍ରାଚୀନ ଦୁର୍ଗାପ୍ରତିମା)

(ମହିଷାମର୍ଦ୍ଦିନୀ, ପର୍ଶୁରାମ କ୍ଷେତ୍ର, ତୀର୍ଥମଠ, ତଅଁରା ପଞ୍ଚାୟତ, ବ୍ଲକ ତିର୍ତ୍ତୋଲ, ଜିଲ୍ଲା ଜଗତସିଂହପୁର)

(ମହିଷାମର୍ଦ୍ଦିନୀ, ଦୁର୍ଗାମନ୍ଦିର ପ୍ରାଙ୍ଗଣ, ଗ୍ରାମ ନୂଆ ସତାଙ୍ଗ)

(ମହିଷାମର୍ଦ୍ଦିନୀ, ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର, ଗ୍ରାମ କୁଣ୍ଡେଶ୍ୱର, ବ୍ଲକ ନାଉଗାଁ, ଜିଲ୍ଲା ଜଗତସିଂହପୁର)

(ମହିଷାମର୍ଦ୍ଦିନୀ, ସିଂହନାଥ ମନ୍ଦିର, ଗୋପୀନାଥପୁର, ବଡମ୍ବା, ଜିଲ୍ଲା କଟକ)

(ମହିଷାମର୍ଦ୍ଦିନୀ, ଭୁବନେଶ୍ୱର ମହାଦେବ ମନ୍ଦିର, ଗ୍ରାମ ଗୋପୀନାଥପୁର, ବାଲିଆ, ଜିଲ୍ଲା ଜଗତସିଂହପୁର)

(ମହିଷାମର୍ଦ୍ଦିନୀ, ଭୁବନେଶ୍ୱର ମହାଦେବ ମନ୍ଦିର, ଗ୍ରାମ ଗୋପୀନାଥପୁର, ବାଲିଆ, ଜିଲ୍ଲା ଜଗତସିଂହପୁର)

(ମହିଷାମର୍ଦ୍ଦିନୀ, ଭ୍ରିଙ୍ଗେଶ୍ୱର ମହାଦେବ ମନ୍ଦିର, ଗ୍ରାମ ବଜ୍ରକୋଟ, କଣିହାଁ ତହସିଲ, ଜିଲ୍ଲା ଅନୁଗୁଳ)

(ମହିଷାମର୍ଦ୍ଦିନୀ ଦୁର୍ଗା, ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର, ଗ୍ରାମ କୁଣ୍ଡେଶ୍ୱର, ବ୍ଲକ ନାଉଗାଁ, ଜିଲ୍ଲା ଜଗତସିଂହପୁର)

(ମହିଷାମର୍ଦ୍ଦିନୀ ଦୁର୍ଗା, ସିଦ୍ଧେଶ୍ୱର ମହାଦେବ ମନ୍ଦିର, ଗ୍ରାମ ସଠଳପୁର, ବ୍ଲକ ନାଉଗାଁ, ଜିଲ୍ଲା ଜଗତସିଂହପୁର)

(ଅଷ୍ଟଭୂଜା ମହିଷାମର୍ଦ୍ଦିନୀ, ପଞ୍ଚୁପାଣ୍ଡଵ ମନ୍ଦିର, ଗ୍ରାମ ଦରବା, ଡେଙ୍ଗାପୋଲ ନିକଟ, ବ୍ଲକ ବାଲିକୁଦା, ଜିଲ୍ଲା ଜଗତସିଂହପୁର)

(ମହିଷାମର୍ଦ୍ଦିନୀ, ବୈଦେଶ୍ଵର ମନ୍ଦିର, ଗ୍ରାମ ବୈଦେଶ୍ଵର, ବାଙ୍କୀ, ଜିଲ୍ଲା କଟକ)

(ଦେବୀ ଭଗବତୀ, ଭଗବତୀ ମନ୍ଦିର, ବଟେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣ, ଚିତ୍ରୋତ୍ପଳା ନଦୀ ଉପକୂଳ, ସାଲେପୁର, ଜିଲ୍ଲା କଟକ)

#ଦେବୀ_ଉଦବୋଧନୀ

#ଜୟ_ମାଆ_ଦୁର୍ଗା

ଦୁର୍ଗା, Durga

 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago