ଲେଖା: ଅରବିନ୍ଦ ମହାନ୍ତି
ଆଶ୍ୱିନ ମାସ ଶୁକ୍ଳପକ୍ଷର ପ୍ରତିପଦରୁ ନବଦିନାତ୍ମକ ପୂଜା ଆରମ୍ଭ ହୁଏ। ଏହା ଶାରଦୀୟ ନବରାତ୍ରୀ ନାମରେ ପ୍ରସିଦ୍ଧ। ସିଂହବାହିନୀ ଦେବୀ ଦୁର୍ଗା ଏବର୍ଷ ଗଜବାହନରେ ବିଜେ କରିଅଛନ୍ତି। ବର୍ଷଟି କିପରି କଟିବ ଦେବୀଙ୍କ ବାହାନ ଉପରେ ନିର୍ଭର କରିଥାଏ ବୋଲି ଭକ୍ତମାନେ ବିଶ୍ୱାସ ରଖିଥାନ୍ତି।
ବିଶ୍ୱାସ ରହିଛି ଯେ ନବରାତ୍ରୀର ପ୍ରଥମ ଦିନ ସୋମବାର କିମ୍ବା ରବିବାରରେ ପଡ଼ିଲେ ଦେବୀ ଗଜବାହନରେ ଆସନ୍ତି। ଶନିବାର କିମ୍ବା ମଙ୍ଗଳବାରରେ ପଡ଼ିଲେ ମାଆ ଘୋଡ଼ା ବାହାନରେ ଆସନ୍ତି। ଗୁରୁବାର କିମ୍ବା ଶୁକ୍ରବାରରେ ପଡ଼ିଲେ ଦୋଳିରେ ବସି ଆସନ୍ତି। ବୁଧବାର ହୋଇଥିଲେ ଦେବୀ ନୌବାହାନରେ ଆସନ୍ତି । ବିଶ୍ୱାସ ରହିଛି ଯେ ଦେବୀ ଘୋଡ଼ାରେ ଆସିଲେ ପଡ଼ୋଶୀ ଦେଶ ସହ ଯୁଦ୍ଧ ସମ୍ଭାବନା ଥାଏ। ନୌବାହନ ଉପରେ ଆସିଲେ ମନସ୍କାମନା ପୂରା ହୋଇଥାଏ ଓ ଦୋଳିରେ ବସି ଆସିଲେ ମହାମାରୀ ଭୟ ରହିଥାଏ।
~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…