ଲେଖା: ଅରବିନ୍ଦ ମହାନ୍ତି

ଶ୍ରୀ  ଲିଙ୍ଗରାଜଙ୍କ ଦେଉଳରୁ ପ୍ରାୟ ୧.୮ କିଲୋମିଟର ଦୂରରେ ବ୍ରହ୍ମେଶ୍ବର ଦେଉଳର ଅନତିଦୂରରେ ଗୋକର୍ଣ୍ଣେଶ୍ବର ମହାଦେବ ମନ୍ଦିର ଅବସ୍ଥିତ।

ଶିଶୁପାଳଗଡ଼ଠାରେ ଗନ୍ଧବତୀ ନଦୀ ତୀରରେ ପଶ୍ଚିମମୁଖା ଗୋକର୍ଣ୍ଣେଶ୍ବର ଦେବଙ୍କ ଆସ୍ଥାନ।  ଲିଙ୍ଗ ସ୍ଵରୁପ ନିର୍ମାଣ କାଳ ପୁରାତନ ହେଲେ ମଧ୍ଯ ଏହି ଗୋକର୍ଣ୍ଣେଶ୍ବର ମହାଦେବ ଦେଉଳ ବର୍ତ୍ତମାନର ଗଜପତି ମହାରାଜାଙ୍କ କରକମଳରେ ୧୯୯୪ ମସିହାରେ ପ୍ରତିଷ୍ଠିତ।  ପୀଢ଼ ଶୈଳୀରେ ଏହି ମନ୍ଦିର ନିର୍ମିତ। ତିନିପାର୍ଶ୍ଵରେ ଗଣେଶ, କାର୍ତ୍ତିକେୟ, ଓ ମା’ ପାର୍ବତୀ ପାର୍ଶ୍ଵଦେବତା ରୂପେ ପୂଜା ପାଉଛନ୍ତି।

ଗୋକର୍ଣ୍ଣେଶ୍ବର ମହାଦେବ ଦେଉଳ ପାର୍ଶ୍ଵରେ ନବ ନିର୍ମିତ ଦେବୀ ଅନ୍ନପୂର୍ଣାଙ୍କ ମନ୍ଦିର। ଦେବୀ ଅମୃତହସ୍ତା ପ୍ରଶାନ୍ତ ବଦନରେ ଗୋକର୍ଣ୍ଣେଶ୍ବରଙ୍କ ପାର୍ଶ୍ଵରେ ବିଜେ ହୋଇ ଭକ୍ତଙ୍କୁ ଅଭୟ ପ୍ରଦାନ କରୁଛନ୍ତି। ଶ୍ରୀ ଗୋକର୍ଣ୍ଣେଶ୍ବରଙ୍କ ସମ୍ମୁଖରେ ଏକ ସୁଦୃଶ୍ୟ ମଣ୍ଡପ ରହିଅଛି। ପଶ୍ଚାତ ଭାଗରେ ଏକ ସୁନ୍ଦର ପୁଷ୍କରିଣୀ ରହିଅଛି।

The Gokarneswara Temple located at a distance of 1.8km from Shree Lingaraja temple and located very near to the Bramheswara temple. This south facing temple also close to the holy Gandhabati river.

The time period of Shree Vigraha is very old. The temple was established by Shree Gajapati Maharaja in 1994. This temple made in Pidha order architecture. Ganesha,  Kartikeya and Devi Parvati are worshipped in the three side of the temple as Parswadevatas.

The Annapurna temple is also situated inside the temple campus. This is a newly constructed temple. Devi is goddesses of food and having a beautiful form. A mandap is constructed infront of Gokarneswara Temple. A sacred pond is also located back side of the temple.

© Shree Lingaraja Mahaprabhu 

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

6 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago