ଲେଖା: ରବୀନ୍ଦ୍ର କୁମାର ରଣା

କୁମାରେଶ୍ୱର ମନ୍ଦିର, ଇନ୍ଦିପୁର, ଡେଲାଙ୍ଗ, ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସଂରକ୍ଷିତ ଅତି ପ୍ରାଚୀନ ମନ୍ଦିର । ଦଶମ ଶତାବ୍ଦୀରେ ନିର୍ମିତ ଏହି ପ୍ରାଚୀନ କୁମାରେଶ୍ୱର ମନ୍ଦିର ମୁଖ୍ୟତଃ କଳା ମାଙ୍କଡ଼ା ପଥରରେ ତିଆରି ଓ କିଛି ଅଂଶ କଳାମୁଗୁନି ପଥରରେ ତିଆରି ।

ଡ଼େଲାଙ୍ଗ ରେଳ ଷ୍ଟେସନ ଛକରୁ ବ୍ରହ୍ମଗିରିକୁ ଯାଇଥିବା ରାସ୍ତାରେ ପ୍ରାୟ 7 Km ଗଲେ ଇନ୍ଦିପୁର ଗ୍ରାମରେ ଏହି ମନ୍ଦିରଟି ଅବସ୍ଥିତ ।



କିମ୍ବଦନ୍ତୀ କହେ, ପୁରୀ ରାଜା ଏହି ଗ୍ରାମ ଦେଇ ଯିବା ବାଟରେ ଏଠାକାର ଗ୍ରାମବାସୀଙ୍କ ଦ୍ଵାରା ଶିବଲିଙ୍ଗ ପୂଜା ପାଉଥିବାର ଦେଖି ଅଟକି ଯାଇଥିଲେ । ରାଜାଙ୍କର ପୁତ୍ର ନ ଥିବାରୁ ରାଜା ଏଠାରେ ମାନସିକ କରି ଯାଇଥିଲେ । ସେ ଘରେ ପହଞ୍ଚି ଦେଖନ୍ତି ତ ତାଙ୍କର ୧୨ ବର୍ଷର କୁମାରୀ(ଝିଅ) କୁମାର(ପୁଅ) ରୂପେ ବଦଳି ଯାଇଛି । ତେଣୁ ସେହି କିମ୍ବଦନ୍ତୀ ଅନୁସାରେ ଏଠାରେ ପ୍ରଭୁ ଶିବ କୁମାରେଶ୍ୱର ରୂପେ ପୂଜା ପାଉଛନ୍ତି । 

Spread the love
admin

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

11 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago