ମାଧବାନନ୍ଦ

ଲେଖା: ଶ୍ରୀକାନ୍ତ ସିଂହ

କବି ଜୟଦେବ, ଗୀତଗୋବିନ୍ଦ ଓ ଶ୍ରୀଜଗନ୍ନାଥ ଏ ସଭିଙ୍କର ମୂଳ ଉତ୍ସ ହେଉଛନ୍ତି ପ୍ରାଚୀତଟରେ ବିରାଜମାନ କରୁଥିବା ପ୍ରଭୁ ମାଧବାନନ୍ଦ l କୁହାଯାଏ, ଯେଉଁ ପଦ୍ୟାଂଶ “ଦେହି ପଦପଲ୍ଲବ ମୁଦାରମ୍”କୁ ଲେଖିବାବୁ ସଂକୋଚ ବୋଧ କରି କବି ଲେଖି ପାରି ନଥିଲେ; ତାହାକୁ ସ୍ବୟଂ ମାଧବ କବିଙ୍କ ଛଦ୍ମ ରୂପରେ ଆସି ଲେଖି ଯାଇଥିଲେ l ୟେ ହେଉଛନ୍ତି ସେହି ମାଧବାନନ୍ଦ, ଯାହାଙ୍କ ପାଇଁ ଗୀତ ଗୋବିନ୍ଦର ସୃଜନ l


ସବିନୟ ଅନୁରୋଧ, ଆପଣମାନେ ନିହାତି ଥରେ ମାଧବାନନ୍ଦ ମନ୍ଦିର ବୁଲି ଆସନ୍ତୁ l ଆମ ଐତିହ୍ୟ, ଆମ କୀର୍ତ୍ତି, ଆମ ଉତ୍କଳୀୟ ସଂସ୍କୃତି ଓ ଆମ ସୃଜନଶୀଳତାକୁ ପାଖରୁ ଥରେ ଅନୁଭବ କରନ୍ତୁ l

As per historian, Madhabananda Temple of Niali block of Cuttack was constructed by the Bhouma vansi king Anangabhima Dev in 13th century AD. Poet Jayadev who was born in the 12th century AD and grew up in a divine environment which worshipped Madhaba hence GitaGobinda was the result of his devotion to the Lord Madhaba. 

Leave a Comment

Your email address will not be published. Required fields are marked *

Scroll to Top