Tag Pandit Gopinath Nandasharma

ଗୋପାଳଚନ୍ଦ୍ର ପ୍ରହରାଜ

ଲେଖା: ସୁଦର୍ଶନ ଆଚାର୍ଯ୍ୟ ~ ଗୋପାଳଚନ୍ଦ୍ର ପ୍ରହରାଜ ବ୍ୟକ୍ତି ଓ ବ୍ୟକ୍ତିତ୍ଵ ~ ପାରଳାଖେମୁଣ୍ଡିର ଅଦ୍ଭୁତକର୍ମା ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ରଚନାବଳୀ ସଂଗ୍ରହ ଅବସରରେ ଦିନେ କୌତୂହଳବଶତଃ କଟକ ଫେରିବା ରାସ୍ତାରେ ବାଣପୁରର ସ୍ୱନାମଧନ୍ୟ ସ୍ୱର୍ଗତ ଡାକ୍ତର ରାଧାଚରଣ ପଣ୍ଡାଙ୍କ ଘରେ ଯାଇ ପହଞ୍ଚିଲି । ସେ ଥିଲେ ପଣ୍ଡିତ ନନ୍ଦଶର୍ମାଙ୍କ ପ୍ରିୟ ଛାତ୍ର ।…