Tag Athagada Patna

ଆଠଗଡ଼ପାଟଣା ଇତିହାସ

~ ଭୋଗବିଳାସ, ବିଶ୍ୱାସଘାତକତାରେ ରାଜ୍ୟ ହରାଇଥିବା ଏକ ରାଜାଙ୍କ କରୁଣ ଇତିହାସ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସ ଏବଂ ଗଞ୍ଜାମ ଆଠଗଡ଼ପାଟଣା ଇତିହାସର ତଥ୍ୟାନୁସାରେ, ନୟାଗଡ଼ର ତତ୍କାଳୀନ ରାଜା ସାହେବ ବ୍ରଜବଲ୍ଲଭ ସିଂହ ମାନଧାତା (ଖ୍ରୀ. ୧୮୨୩–୧୮୫୧) ଏବଂ ଆଠଗଡ଼ର ରାଜା ରାମଚନ୍ଦ୍ର ହରିଚନ୍ଦନ ଜଗଦେବ (ଖ୍ରୀ. ୧୮୪୫–୧୮୫୦) ସମସାମୟିକ ଶାସକ…