Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ ~ ଢେଙ୍କାନାଳର କଥା – ୧ ~ ଢେଙ୍କାନାଳର “ଢେଙ୍କାନାଳ ସଦର” ବ୍ଲକରେ କେତେକ ପ୍ରାଚୀନ ଗ୍ରାମ ରହିଛି ତନ୍ମଧ୍ୟରୁ ନାଗେନା ଗ୍ରାମ ଅନ୍ୟତମ । ଆଜି ନାଗେନା ନାମଯୁକ୍ତ ଚାରୋଟି ଗ୍ରାମ ଢେଙ୍କାନାଳ ସଦରରେ ଥିଵା ଦେଖାଯାଏ । ଯଥା – ବଡ଼ନାଗେନା, ସାନନାଗେନା, ନାଗେନା ରୟତି…
ଲେଖା: ଶିଶିର ମନୋଜ ସାହୁ ~ କନ୍ତିଓ ମଠ ~ ଢେଙ୍କାନାଳରେ ଥିଵା ବାରଗୋଟି ଵୈଷ୍ଣଵ ମଠ ମଧ୍ୟରେ ଆମ ଗାଆଁର #କନ୍ତିଓ_ମଠ ଅନ୍ୟତମ । ୰ଶ୍ରୀରାମଚନ୍ଦ୍ର ଭକ୍ତିଵିନୋଦଙ୍କ ଦ୍ଵାରା ସଂକଳିତ “ଢେଙ୍କାନାଳ ଭୂଗୋଳ” ପୁସ୍ତକ ଅନୁସାରେ ଢେଙ୍କାନାଳର ପ୍ରମୁଖ ବାରଗୋଟି ମଠଗୁଡି଼କ ହେଲା … କ) ଯାଉଁଳିପୋଖରୀ ମଠ (ନିଜଗଡ଼ ଵିଷୟ) ଖ) ଜୟଗୋପାଳ…
ଲେଖା: ତ୍ରିଲୋଚନ ସ୍ୱାଇଁ ~ ଦୌଡ଼େଶ୍ୱର ମହାଦେବ ମନ୍ଦିର ~ ଅପରୂପା ପ୍ରକୃତି ସଦା ସ୍ୱୟଂସମ୍ପୂର୍ଣ୍ଣା ଆଉ ବିଚିତ୍ର ତା’ର ରୂପଲାବଣ୍ୟ l ମେଘ ମେଦୁର ଆକାଶ, ବର୍ଷାଭିଜା ମାଟିର ମହକ, ପାହାଡ଼ ବକ୍ଷକୁ ଛୁଇଁ ଛୁଇଁ ଯାଉଥିବା ଭଷା ବଉଦ ପୁଣି ଶୀତୁଆ ଅପରାହ୍ଣରେ ସବୁଜ ଚାଦର ଢାଙ୍କି ଶୋଇଥିବା ଧରଣୀ l ଏହିଭଳି…
ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶ୍ରୀ ଚନ୍ଦ୍ରଶେଖର ମହାଦେବ ~ କପିଳାସର ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କୁ କେହି କେହି ଶିଖରେଶ୍ୱର ବୋଲି ମଧ୍ୟ କୁହନ୍ତି l କାରଣ କୈଳାସ ବା କପିଳାସ ପାହାଡ଼ର ଶିଖରରେ ସ୍ୱୟଂ ଭଗବାନ ବିରାଜମାନ କରିଥିବାରୁ ଏପରି ନାମକରଣ ହୋଇଥାଇପାରେ l ହେଲେ ସାରା ଓଡିଶାରେ ଶ୍ରୀ ଚନ୍ଦ୍ରଶେଖର ନାମରେ ସେ…
ଲେଖା: ଗୋକୁଳାନନ୍ଦ ସାହୁ ~ ଯତନ ନଗର ~ ଢେଙ୍କାନାଳ ସହରରୁ ବାଜିଚୌକ୍ ଛକ ଦେଇ ଯୋରନ୍ଦା ଗାଦି ଓ କପିଳାସ ଗଲାବେଳେ ସାମ୍ନାରେ ଦେଖାଯାଏ ଛୋଟ ପାହାଡ ଉପରେ ରାଜତନ୍ତ୍ରର ମୁକସାକ୍ଷୀ, ଧ୍ବସ୍ତ ପ୍ରାୟ “ଯତନ ନଗର”। କେହି କେହି ତାକୁ ଯାତନା ନଗର ବୋଲି କହିଥାନ୍ତି। ସାରା ଦେଶରେ ଢେଙ୍କାନାଳ ରାଜ୍ୟର ରାଜପରିବାରର…
ଲେଖା: ରବୀନ୍ଦ୍ର କୁମାର ରଣା ଅଷ୍ଟଶମ୍ଭୁ ମନ୍ଦିର, କୁଆଲୋ, ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶୈବପୀଠ । ପ୍ରାଚୀନ ଶୁଳ୍କୀବଂଶୀୟ ରାଜାମାନଙ୍କର ସ୍ଵର୍ଣ୍ଣିମ ଇତିହାସର ଅଧ୍ୟାୟ ବହନ କରେ କୋଦାଳକ ମଣ୍ଡଳ ବା ଆଜିର କୁଆଲୋ ଗ୍ରାମର ଅଷ୍ଟଶମ୍ଭୁ ମନ୍ଦିର । ଅଷ୍ଟମ-ନବମ ଶତବ୍ଦୀରେ ଶୁଳ୍କୀମାନଙ୍କ ରାଜଧାନୀ ଥିଲା କୋଦାଳକ ବା କୁଆଲୋ ।…
ଲେଖା: ରବୀନ୍ଦ୍ର କୁମାର ରଣା ଢ଼େଙ୍କାନାଳ ସହର ଠାରୁ ୨୫ କି.ମି. ଦୂର ବ୍ରାହ୍ମଣୀ ନଦୀ କୂଳରେ ନାଗନା ଗ୍ରାମରେ ଶ୍ରୀ ଶ୍ରୀ ନାଗନଥେଶ୍ଵର ମହାଦେବ ମନ୍ଦିର ଅବସ୍ଥିତ। କେଶରୀ ବଂଶୀୟ ରାଜାମାନଙ୍କ ଦ୍ଵାରା ନିର୍ମିତ ଏହି ପ୍ରାଚୀନ ନାଗନାଥେଶ୍ଵର ମନ୍ଦିର ଅତୀବ ସୁନ୍ଦର ପରିବେଶରେ ଅବସ୍ଥିତ । ବର୍ତ୍ତମାନର ମନ୍ଦିରଟି ଗଙ୍ଗବଂଶୀ ରାଜା ଅନଙ୍ଗଭୀମ…
ଲେଖା: ଶିଶିର ମନୋଜ ସାହୁ ଢେଙ୍କାନାଳ ଗଡ଼ଜାତରେ ରାଜାଙ୍କୁ ସମ୍ମାନ ଦେଵାର ଏକ ଵିଚିତ୍ର ଵ୍ଯଵସ୍ଥା ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧିଯାଏ ଚଳୁଥିଵାର ଜଣାଯାଏ । ଏହି ସମ୍ମାନ ପ୍ରଦର୍ଶନ ପରମ୍ପରାକୁ ସେ ସମୟରେ ତ୍ରିଖଣ୍ଡି ମଜୁରା କୁହାଯାଉଥିଲା । ଢେଙ୍କାନାଳ ରାଜା ସୁରପ୍ରତାପ ମହେନ୍ଦ୍ର ବାହଦୁର ଜଣେ ପ୍ରଜାଵତ୍ସଳ ରାଜପୁରୁଷ ଥିଲେ ଓ ପୁରୀ…
ଲେଖା: ଦେଵ ତ୍ରିପାଠୀ ସବୁଜ ଅରଣ୍ୟାନି ଘେରା ଭିଜାମାଟିର ବାସ୍ନାରେ ବିଭୋର ଶାନ୍ତ ଶୀତଳ ଛାୟାଚ୍ଛନ୍ନ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଆଠମଲ୍ଲିକ ! ଏଠି ନଭଶ୍ଚୁମ୍ଭୀ ବୃକ୍ଷରାଜି, କୁଳୁକୁଳୁ ସୁରରେ ପ୍ରବହମାନ ଝରଣାର ଝଙ୍କାର, ବନ୍ୟପଶୁ, ପକ୍ଷୀର କୂଜନ, ସ୍ନିଗ୍ଧ ପରିବେଶ ଏକଦା ପାଲଟି ଯାଇଥିଲା ସରଳ ନିଷ୍କପଟ ମଣିଷର ଘର ! ଏବେ ମଣିଷର…
ଲେଖା: ନିରଞ୍ଜନ ସାହୁ ୧୯୪୨ ମସିହା ଅଗଷ୍ଟ ମାସ ଛବିଶ ତାରିଖ। ସେତେବେଳେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହେଉଥାନ୍ତି ଅସଂଖ୍ୟ ଜନସାଧାରଣ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଆହୁରି ତୀବ୍ରତର ହେଉଥାଏ। ଢେଙ୍କାନାଳ ରାଜ୍ୟରେ ହିଂସାତ୍ମକ ରୂପ ନେଉଥାଏ ଏହି ଆନ୍ଦୋଳନ। ସେହି ସମୟରେ ସଂଘଟିତ ଘଟଣା ମାନଙ୍କ ମଧ୍ୟରେ ‘ମଢି ଅସ୍ତ୍ରାଗାର ପୋଡ଼ି‘…