Tag ଓଡ଼ିଆ

ଜାତୀୟ ଭାଷା ଓଡ଼ିଆ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଜାତୀୟ ଭାଷା ଓଡ଼ିଆ ! ନିଶ୍ଚିତ ଭାବେ, ଓଡ଼ିଆ ଭାରତର ଆଞ୍ଚଳିକ ଭାଷା ନୁହେଁ ଵରଂ ଏକ ସ୍ଵାଭାଵିକ ଜାତୀୟଭାଷା ଅଟେ । କାରଣ ସାରା ଭାରତରେ ଭାରତର ଜାତୀୟ ସଙ୍ଗୀତ “ଜନ ଗଣ ମନ”କୁ ଓଡ଼ିଆ ଭାଷାର ଅକାରାନ୍ତ ଉଚ୍ଚାରଣ ଶୈଳୀରେ ହିଁ ଗାୟନ କରାଯାଇଥାଏ…

ବଙ୍ଗଳା ଓଡ଼ିଆର ଉପଜାତି

ଉପସ୍ଥାପନା: ଶିଶିର ସାହୁ ମନୋଜ ବଙ୍ଗାଳି ଓଡ଼ିଆ ଭାଷାଯୁଦ୍ଧ ଲାଗିଥିଵାଵେଳେ ଓଡ଼ିଆ ଲୋକଙ୍କ ପାଖରେ କ’ଣ କ’ଣ ଥିଲା ? ବଙ୍ଗଳା ଓଡ଼ିଆର ଉପଜାତି ଥିଲା ନା ଓଡ଼ିଆ ବଙ୍ଗଳାର ଉପଜାତି ଥିଲା ? ―ଭାଷା― ୧. ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ଯ…

ପିଣ୍ଡିକୀ ବାହୁବଳେନ୍ଦ୍ର

ଲେଖା: ନିରଞ୍ଜନ ସାହୁ ଗୋଟିଏ ପରେ ଗୋଟିଏ ସଫଳତାର ସହ ଭାରତର ବିଭିନ୍ନ ରାଜ୍ୟର ଶାସନଭାର ହାତକୁ ନେବାପରେ ଇଂରେଜ ସରକାରଙ୍କ ଦୃଷ୍ଟି ଓଡ଼ିଶା ଉପରୁ ବାଦ ଯାଇନଥିଲା। ନିଜର ଶୌର୍ଯ୍ୟ ପାଇଁ ବିଦିତ ଓଡ଼ିଶାକୁ ଆକ୍ରମଣ କରି ନିଜ ଅକ୍ତିଆରକୁ ନେବା ଥିଲା ଇଂରେଜ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ। ୧୮୦୩ ମସିହାରେ…

ଭକ୍ତଚରଣ ଦାସ (Bhakta Charan Das)

ସଂସାର ଅଳିକ । ସାରା ଜଗତ ମିଥ୍ୟା, ସମସ୍ତ  ଜାଗତିକ ପଦାର୍ଥ ଅନିତ୍ୟ। ଜୀବନ ଯୌବନ କ୍ଷଣସ୍ଥାୟୀ । ଘୋର ଜଞ୍ଜାଳମୟ ଏ ଭବସାଗର। ଚଉରାଅଶୀ ଆଙ୍ଗୁଳ ଚର୍ମ ଘେରି ରହିଥିବା ଏ ଦେହ ଭିତରଟା ନାରଖାର। ଧନ ସମ୍ପତ୍ତି ମୂଲ୍ୟହୀନ, କିନ୍ତୁ ଘୋର ଆସକ୍ତି ମଣିଷର ଏଇଥିପାଇଁ । ଏହାହିଁ ଚିରନ୍ତନ ସତ୍ୟ ! ଏସବୁକୁ ଭଲ ଭାବରେ ହୃଦୟଙ୍ଗମ କରି ଜୀବନ ପ୍ରତି ଅନାସକ୍ତ ଭାବ ଉଦ୍ଦ୍ରେକ ହୋଇଥିଲା ଜଣେ ମହାନ୍ ଓଡ଼ିଆ କବିଙ୍କର . .

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ଲେଖା: ଦେଵ ତ୍ରିପାଠୀ ~ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ~ ଭଦ୍ରକ । ଜିଲ୍ଲା ସମ୍ମିଳନୀ । ତତ୍କାଳୀନ ନବଜାଗ୍ରତ ଉତ୍କଳର ଅପ୍ରତିଦ୍ଵନ୍ଦୀ ନେତା ସନ୍ଥମହାତ୍ମା ଭାରତମଣି ଗୋପବନ୍ଧୁ ସେ ସଭାରେ ଉପସ୍ଥିତ । ସଭାର ପ୍ରାରମ୍ଭରେ ଗାନ ହେଲା ଆବାହନୀ ସଙ୍ଗୀତ: “ଉଡାଇ ନିଶାଣ, ବଜାଇ ଭେରୀ ଜଗାଇ ବିପୁଳ ପୁଲକ କମ୍ପ, ମନ୍ତ୍ରପୂତ…

ଗଡଗଡେଶ୍ୱର ମନ୍ଦିର

ଲେଖା: ଦେଵ ତ୍ରିପାଠୀ ୧୧୮୦ ଖ୍ରୀଷ୍ଟାବ୍ଦ ପାଖାପାଖି କୌଣସି ସମୟ ।  ମହାରାଜା ଦ୍ଵିତୀୟ ଅନଙ୍ଗଭୀମ ଦେଵ ଚଉଦ୍ଵାର ରାଜବାଟୀରୁ ମହାନଦୀ ପାର ହୋଇ ଆସି ପହଞ୍ଚିଲେ ସେଠାରେ । ସେ ସ୍ଥାନଟିର କି ଅଜଣା ଆକର୍ଷଣ ଓ ମାହାତ୍ମ୍ୟ ସେ ଅନୁଭବ କଲେ, କ୍ଷଣିକେ ଯୋଜନା କରିଥିଲେ ସେଠାରେ ଗଡ଼ଟିଏ ପ୍ରତିଷ୍ଠା କରିବା ପାଇଁ…

ପଖାଳ ଦିବସ

ଉପସ୍ଥାପନା: ଦେଵ ତ୍ରିପାଠୀ ପଖାଳ କଂସାଏ । କି ଖରା, କି ବର୍ଷା, କି ଶୀତ — ଗରିବ, ଖଟିଖିଆ, ଚାଷୀ, ମଜୁରିଆର ହାଣ୍ଡିରେ ପଖାଳ ଗଣ୍ଡାଏ ତ ଥିବ ନିଶ୍ଚୟ । ଯେତେ ରାତିରେ ଘରକୁ କୁଣିଆମଇତ୍ର ଆସନ୍ତୁ, ଚିନ୍ତା ନାହିଁ । ମା’ମାନେ ପରଷି ଦେବେ ପଖାଳ କଂସାଏ । ମଲାଚୁଲିର ନିଆଁରେ…

ଢିଙ୍କି

ଲେଖା: ଦେବ ତ୍ରିପାଠୀ ଗାଁ ମାଟିର ତୁଟାଇ ଶିରୀ ସହର ଚାହେଁ ଉଙ୍କି, ବଗଡା ଭାତ ରୁଚୁନି ଆଉ ଅଲୋଡ଼ା ଆଜି ଢିଙ୍କି II ଦିନକୁଦିନ ଯନ୍ତ୍ରସଭ୍ୟତା ଭିତରେ ପେଷି ହୋଇ ଯାଉଥିବା ମଣିଷ ହରାଇବସୁଛି ନିଜର କର୍ମଦକ୍ଷତା । ଏହି ସମାଜ ଆଧୁନିକତା ଛଳରେ ସହରୀସଭ୍ୟତା ସହ ନିଜକୁ ତଉଲି ଚାଲିବାର ଉଦ୍ୟମ କରିଛି…

ମାତୃଭାଷା

ଲେଖା: ସୁବ୍ରତ କୁମାର ନାୟକ ପ୍ରତି ମଣିଷ ନୂଆକରି ପୃଥିବୀକୁ ଅତିଥି ହୋଇ ଆସିଥିବା ସମୟରେ ତା’ର ପ୍ରଥମ ଶିକ୍ଷକ ମା’। ମା’ର ଭାଷା ମାତୃଭାଷା। ସମସ୍ତଙ୍କ ପରିଚୟର ମୂଳ ଯଦି ଖୋଜାଯାଏ, ତା’ର ମାତୃଭାଷାରେ ହିଁ ତା’ର ପରିଚୟ ମିଳିଯାଇଥାଏ। ମାତୃଭୂମି ପରି ମାତୃଭାଷା ପାଇଁ ମଧ୍ୟ ଏ ବିଶ୍ୱ ଅନେକ ଲଢ଼େଇ ମଧ୍ୟ…