Physical Address
Sai Samarpanam, Satya Vihar, Bhubaneswar

~ ବୈଷ୍ଣବ ଚରଣ ମହାନ୍ତି ~ ଉପସ୍ଥାପନା: ଦେଵ ତ୍ରିପାଠୀ ଅତି ସାଧାରଣ ଲୋକଙ୍କ ସମାଜ ଭିତରେ ମଝିରେ ମଝିରେ ଅସାଧାରଣ ଲୋକ ଜନ୍ମଗ୍ରହଣ କରନ୍ତି ! ଆଉ ସେମାନେ ସାଜନ୍ତି ମାନବଜାତିର ପଥପ୍ରଦର୍ଶକ ! ଦିଅନ୍ତି ବିପୁଳଶକ୍ତି, ନୂତନ ଜୀବନ ଏବଂ ଦିବ୍ୟ ଆଲୋକ । ସେମାନଙ୍କ ବିନା କ୍ଷୁଦ୍ର ମାନବର ଏ ଜଡ଼ସମାଜ…

~ ଧାନମାଣିକା ଓଷା, ମାଣବସା ଗୁରୁବାର ~ ଲେଖା: ଅମୃତେଶ ଖଟୁଆ ପ୍ରଶାନ୍ତ ବନରାଜିନୀଳାର ଶ୍ୟାମଳ ପ୍ରକୃତିକୁ ଆଶ୍ରୟ କରି ଆର୍ଯ୍ୟେତର ବନବାସୀ ସମାଜର ଉପକ୍ରମ ସଙ୍ଗେ ପ୍ରାଚୀନ ଆରଣ୍ୟକ ଜନବସତିଠାରୁ ପୁନଶ୍ଚ ପୃଥକ ହୋଇ କ୍ରମେ ଦ୍ରାବିଡ଼ାଦି ଗଣଙ୍କ ଆଗମନରୁ ସାମୂହିକ ଜନସମାଜ ମଧ୍ୟରେ ଅରଣ୍ୟଜୀବୀ ଓ ଆର୍ଯ୍ୟ ପ୍ରଭୃତି ରାଜକୀୟ ବର୍ଗ ଏକତ୍ର…

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି ପଢୁ ପଢୁ ଆପଣ ଅନୁମାନ କରିସାରିବେଣି ଆଜି ଆମର କେଉଁ ଏକ ପ୍ରଧାନ ପାରମ୍ପରିକ ପିଠା ଉପରେ ଲେଖା ହେବ । ମଣ୍ଡା ପିଠା ଏକ ଓଡ଼ିଆ ପାରମ୍ପରିକ ପିଠା । ଏହା ପ୍ରତ୍ୟେକ…

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଚକୁଳି ~ “ଏଇଠି ଆମର ରୋଷେଇ ଘର ଏ ଘର ଭିତର ସଫା ସୁତର ଏଇ ଘରେ ମାଆ ପରିବା କାଟେ ବେସର ବାଟେ ଜାଇ ରଗଡେ ଶାଗ ଖରଡେ ଗଢଇ ପିଠା . . . ” ଆମ ଓଡ଼ିଆ ଘରେ ପିଠାପଣା ପରା ବରଷକ ବାରମାସ…

ଲେଖା: ଦେବରଞ୍ଜନ ସାମଲ ~ ରଜପର୍ବର ମାହାତ୍ମ୍ୟ ~ ଆଷାଢ଼ ମାସର ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନରେ ମାଟି ମା ହୁଏ ରଜସ୍ୱଳା। ପ୍ରଜନନକ୍ଷମ ହେବାକୁ ଯାଉଥିବାରୁ ତିନି ଦିନ ବିଶ୍ରାମ ଦିଆଯାଏ ଧରିତ୍ରୀ ମା’କୁ। ରଜସ୍ୱଳା ତିନି ଦିନ ଯଥା: ୧. #ଚାଣ୍ଡାଳି, ୨. #ବ୍ରହ୍ମଘାତିନି ୩. #ରଜକୀ କୁହାଯାଏ।…

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ ‘‘ହାତ ଚାଖଣ୍ଡେ ଖୋଳିବ ଗାତ, ପତର ଖଣ୍ଡିକେ ନ ଦେବ ହାତ, ଚାଖଣ୍ଡେ ମାପି ଭାଙ୍ଗିବ ଭଣ୍ଡା, ତେବେ ସେ ଦେଖିବ କଦଳୀ ପେଣ୍ଡା ।” ଏମିତି ଆମ ଗାଁ ଗହଳିରେ କେତେ ବଚନ ଶୁଣୁ ! କଦଳୀ ଚାଷକୁ ନେଇ ଇଏ ଆମ #ଲୋକଗୀତ…

ଲେଖା: ବନ୍ଧନ ଦଳେଇ ~ ଆମ ଲୋକସାହିତ୍ୟ ~ “ଚଇତି ସକାଳ ନିର୍ମଳ ଜଳ, ଜଳେ ହସୁଛନ୍ତି କଇଁ କମଳ । ଦଳ ପିମ୍ପୁଡ଼ି ଡାହୁକ ଗର୍ଜନ, କୁମ୍ଭାଟୁଆ ହୁଁ ହୁଁ କରୁଚି ଶୁଣ । ବିଲ ମାଳେ ଗଲେ ଟିଁ ଟିଁ ଗାଇ, ଜାଲ ନେଇଗଲେ କେଉଟ ରାଇ।” (#ଚଇତିଘୋଡ଼ା_ଗୀତ) ଚଇତିଘୋଡ଼ା ଗୀତ !…

ଲେଖା: ବନ୍ଧନ ଦଳେଇ ~ ଆମ ଲୋକସାହିତ୍ୟ ~ ଇଏ ଆମ ଗାଁ ଗହଳିର ଅସିଆ କାଳର ମସିଆ କଥା ! ବେଳବୁଡ଼ି ଆସିଲା ବେଳକୁ ବଳଦ ଆଡ଼େଇ ଶଗଡ଼କୁ ଘରମୁହାଁ କରାଉଥିବ ଚଷାପୁଅ ! ଲହରା ସୁର ତା’ର ଭାସି ଆସୁଥିବ କାଇଁ କେତେ ଦୂରରୁ ! “ଦୂରକୁ ସୁନ୍ଦର ତ ପରବତମାଳ ଗାଆଁକୁ…

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ “ସାଧୁସନ୍ଥ ଜନଙ୍କର ପରମ କାରଣ ଦୁଷ୍ଟ ଜନଙ୍କର ଗର୍ବର ଗଞ୍ଜନ, ସନ୍ଥ ପ୍ରାଣୀଙ୍କର ଆରତ ତରୁଥିବ ରାମ ରାମ ବାଇଲେ କି ଛାଡିଯିବ ପାପ ଏ ଘଟରୁ ମୁକ୍ତ କର ହେ ପ୍ରଭୁ ରାମ ସଦା ତୁଣ୍ଡେ ନେଉ ଅଛି ତୁମ୍ଭରି ହେ ନାମ ।”…

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ “ଧର୍ମରୁ ଜୟ କେବଳ ଅଧର୍ମରୁ କ୍ଷୟ ଧର୍ମ ଥିଲା ପ୍ରାଣୀକୁ ନ ପଡେ ଅପ୍ରମେୟ। ଧର୍ମ ହିଁ କାଳେ କାଳେ ପଦାର୍ଥ କେତେ କାଳେ ସର୍ବେସିନା ଚଳିଯିବା ରହି କାଳବଳେ II *** *** *** *** ସତ୍ୟ ଲାଗି ହରିଶ୍ଚନ୍ଦ୍ର ଶ୍ମଶାନ ଜଗିଲେ, ସତ୍ୟ…