Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶ୍ରୀକାନ୍ତ ସିଂହ “ଉଠ ଉଠ ଜଗନ୍ନାଥ, କାଶୀ ବିଶ୍ୱନାଥ” ଦେବୋତ୍ଥାପନ ଏକାଦଶୀରେ ରାଜପୁତ ପରିବାରରେ ଚୌକଲେଖା ହୋଇ ପୂଜା ହୁଏ l ଏହାକୁ ଚିତା ବା ଝୋଟି ବୋଲି କୁହା ନ ଯାଇ ଲେଖା ବୋଲି କୁହାଯାଏ l ନିଶ୍ଚିତ ଭାବେ ଚୌକଲେଖା ଏକ ଅନନ୍ୟ ପରମ୍ପରା ଯାହା ଆଧୁନିକ ସମୟରେ କ୍ଵଚିତ ପରିବାରରେ…

ସୌରଭିତ ସୃଷ୍ଟି: ଛନ୍ଦକବି ରାଧାମୋହନ ଗଡ଼ନାୟକ ଆମ୍ଭେମାନେ ଉଚ୍ଚ ଵିଦ୍ୟାଳୟରେ ପଢି଼ଲାଵେଳେ ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କ “ମାଟି” କଵିତାଟି ସାହିତ୍ୟ ବହିରେ ପଢା଼ଯାଉଥିଲା । ଆମ ଅନଗୁଳ ମାଟିର ସେହି କଵିଙ୍କର ଏକ ଲୋକପ୍ରିୟ କଵିତା . . ~ ମୁଁ କି କେବେ ଦୀନହୀନ ? ~ (୧) ଯେ ଦେଶର ପ୍ରଭୁ…

ଲେଖା: ଶ୍ରୀକାନ୍ତ ସିଂହ ପ୍ରାଚୀ, କେବଳ ଓଡ଼ିଶା ନୁହେଁ ଭାରତର ଦୃଶ୍ୟମାନ ସରସ୍ବତୀ କହିଲେ ଅତ୍ୟୁକ୍ତି ହେବନାହିଁ l ଏହାର ଉତ୍ପତ୍ତିସ୍ଥଳ ଯେଉଁଠାରୁ ହେଉ ନା କାହିଁକି, ନିଆଳିବଜାର ଠାରୁ ଅଳ୍ପ ଦୂରରେ ଥିବା କପିଳେଶ୍ଵର ମହାଦେବ ନିକଟରୁ ପ୍ରାଚୀନଦୀ ନାମ ବହନ କରିଥିବା କଥା ପ୍ରାଚୀନ ବ୍ରହ୍ମପୁରାଣରେ ଉଲ୍ଲେଖ ରହିଛି l ଏହି ପ୍ରାଚୀନ…

ଲେଖା: ଶ୍ରୀକାନ୍ତ ସିଂହ ପବିତ୍ର ପ୍ରାଚୀନଦୀ, ଓଡ଼ିଶାର ଗଙ୍ଗା କୁହା ଯାଇପାରେ ବା ସରସ୍ବତୀ; ମହାନଦୀର ଏହି ପବିତ୍ର ଶାଖାନଦୀର ଅବବାହିକାରେ ଅନେକ ପ୍ରାଚୀନ ମନ୍ଦିର ତଥା ଐତିହାସିକ କୀର୍ତ୍ତିରାଜି ଗଢ଼ି ଉଠିଥିଲା l ସମୟର ସ୍ରୋତ ଓ କାଳର କଷାଘାତରେ ସେଥି ମଧ୍ୟରୁ ଅନେକ ଆଜି ନିଶ୍ଚିହ୍ନ ଓ ବିବର୍ଣ୍ଣ ଆଉ ଯେଉଁ କେତୋଟି…

ଲେଖା: ଶ୍ରୀକାନ୍ତ ସିଂହ ହିରଣ୍ୟଗର୍ଭା ଆମ କଳିଙ୍ଗ-ଉତ୍କଳ, ଆମ ଓଡିଶାର କୋଣ ଅନୁକୋଣରେ ଅନେକ ଐତିହ୍ୟ, ଅନେକ କୀର୍ତ୍ତିରାଜି l ସେଥି ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ସର୍ଵ ପୁରାତନ ଶୈବ ପୀଠ ହେଉଛି କୁଣ୍ଡେଶ୍ୱର ଗ୍ରାମରେ ଥିବା ଅଷ୍ଟମ ଶତାବ୍ଦୀରେ ନିର୍ମିତ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର (Trilochaneswar Temple) l ଏହି ମନ୍ଦିରଟି ଲିଙ୍ଗରାଜ ମନ୍ଦିର…

ଲେଖା: ଦେଵ ତ୍ରିପାଠୀ ୧୮୬୬ ମସିହା । କଟକ । ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ କାଳ । ଓଡ଼ିଆ ଲୋକଙ୍କ ପାଇଁ ବଙ୍ଗଦେଶ କିମ୍ବା ଅନ୍ୟାନ୍ୟ ଅଞ୍ଚଳରୁ ଆବଶ୍ୟକୀୟ ପଦାର୍ଥ ଆଣିବା କିମ୍ବା ପଠାଇବା ପାଇଁ ନିର୍ଭର କରିବାକୁ ପଡ଼ୁଥିଲା ଜଳପଥ ଉପରେ । ଓଡ଼ିଶାରେ ଏକ ଅନୁକୂଳ ସାମୁଦ୍ରିକ ବନ୍ଦରର ଆବଶ୍ୟକତା ଅନୁଭବ କରି…

ଲେଖା: ଶିଶିର ସାହୁ ମନୋଜ ~ ଶ୍ରୀମନ୍ଦିରର ନିଆରା ଶବ୍ଦ ~ ଶ୍ରୀଜଗନ୍ନାଥଙ୍କୁ କଳିଙ୍ଗଦେଶର ପ୍ରକୃତ ରାଜା ଗଣନା କରାଯାଏ । ଏ ରାଜା ଏମିତି ସେମିତି ରାଜା ନୁହନ୍ତି । ଏହାଙ୍କର ଖାଦ୍ଯ, ଵସ୍ତ୍ର, ଅଳଙ୍କାର, ଵାସଗୃହ ଓ ଚଳଣି ଭଳି ଶବ୍ଦରେ ମଧ୍ୟ ରହିଛି ନିଆରାପଣ । ଶ୍ରୀମନ୍ଦିରର ନିଆରା ଶବ୍ଦ କିଛି…

ଲେଖା: ଶିଶିର ସାହୁ ମନୋଜ ଚୀନର ଜଣେ ଵୀରାଙ୍ଗନା 花木蘭 (ହୁଆ ମୁଲାନ)ଙ୍କୁ ଅଳ୍ପ ବହୁତେ ସମସ୍ତେ ଜାଣିଥିଵେ । ଏକାଦଶ ଵା ଦ୍ଵାଦଶ ଶତାବ୍ଦୀର ଲେଖକ Guo Maoqian ପ୍ରଥମେ ଏହାଙ୍କ ସମ୍ବନ୍ଧରେ ପ୍ରଚଳିତ ପୁରାତନ ଲୋକକଥାର ପଦ୍ଯାଵଳୀଗୁଡି଼କୁ ଲିଖିତ ଆକାରରେ ସଂଗ୍ରହ କରିଥିଲେ । ଐତିହାସିକଙ୍କ ଅନୁସାରେ ହୁଆ ମୁଲାନଙ୍କ କାହାଣୀ “ଉତ୍ତର…

ଲେଖା: ଶିଶିର ସାହୁ ମନୋଜ ମାନକ ଓଡ଼ିଆ ଭାଷା ଵା ଯାହାକୁ ବହି ଭାଷା କୁହାଯାଏ ତା ଵିଷୟରେ ଆମ ଗଡ଼ଜାତିଆଙ୍କ ମଧ୍ୟରେ ଅନେକ ଭ୍ରମ ଧାରଣା ରହିଛି । ଭ୍ରମ ଧାରଣା (୧) ବହି ଭାଷା ଵା ମାନକ ଓଡ଼ିଆ (ଶାସ୍ତ୍ରୀୟ) ଭାଷା = କଟକୀ ଭାଷା ★ପ୍ରକୃତ ସତ୍ଯ★ ବହି ଭାଷା କଟକୀ…

ଲେଖା: ଶିଶିର ସାହୁ ମନୋଜ କିମ୍ବଦନ୍ତୀ ଅଛି ଯେ ଯେତେବେଳେ ପାଇକବୀର ଏବଂ ଛଦ୍ମବେଶୀ କାଳିଆବଳିଆ ପାରୁଯାଏଁ ଚେଷ୍ଟା କରି ମଧ୍ୟ କାଞ୍ଚିକୁ ପରାସ୍ତ କରି ପାରିଲେନି, ଶ୍ରୀଜଗନ୍ନାଥଙ୍କ ସେବକମାନେ ରାଜାଙ୍କୁ କହିଲେ ଆମକୁ ମଧ୍ୟ ଲଢ଼ିବାକୁ ଆଦେଶ ଦିଅନ୍ତୁ । ଯୁଦ୍ଧ ତ ପାଇକ ହିଁ ଲଢନ୍ତି ପୁଣି ସେମାନେ ଆଗରେ ରହି ଲଢିବା କଥା କହିଥିବାରୁ…