Search Results for କଳିଙ୍ଗ

କବି ଭାନୁଜୀ ରାଓ

କବି ଭାନୁଜୀ ରାଓ ଲେଖା: ଅଶୋକ ମିଶ୍ର କଟକର କାଳୀଗଳିର ଗହଳି ଭିତରେ କବିର ସେ ଛୋଟ ଗୋଲେଇ ଘର l ପିତୃପୁରୁଷରୁ ଅର୍ଜିତ ପର୍ଯ୍ୟାପ୍ତ ନାମ ଓ ଭୂସମ୍ପତ୍ତି l କବାଟ ଖୋଲି ଭିତରକୁ ପଶିଲେ ଆଖିରେ ପଡ଼େ ଯତ୍ନରେ ବଢିଥିବା ଫୁଲଗଛ l ତିନୋଟି ପ୍ରଶସ୍ତ ପାହାଚ l ତାକୁ ଡେଇଁଲେ ଗୋଟିଏ…

ପ୍ରାଚୀତଟର ଦ୍ଵାଦଶଶମ୍ଭୁ

ଲେଖା: ରବୀନ୍ଦ୍ର କୁମାର ରଣା ପ୍ରାଚୀନଦୀ ସହିତ ଦୀର୍ଘ ୨୦୦୦ ବର୍ଷରୁ ଅଧିକ ସମୟର ଇତିହାସ ଜଡ଼ିତ। ପ୍ରାଚୀନ କଳିଙ୍ଗ ଐତିହ୍ୟର ମୂକସାକ୍ଷୀ ଏଇ ପ୍ରାଚୀ ଉପତ୍ୟକାରେରେ ରହିଛି ଶହ ଶହ ପ୍ରାଚୀନ କିର୍ତ୍ତିରାଜି। ତେବେ ‘ପ୍ରାଚୀ ମାହାତ୍ମ୍ୟ‘ରେ ପ୍ରାଚୀତଟର ଦ୍ଵାଦଶଶମ୍ଭୁ ପୀଠ ଅତି ପ୍ରାଚୀନ। ପୀଠଗୁଡି଼କୁ ଦେଖିଲେ ଜଣାପଡ଼େ, ପ୍ରାୟ ସମସ୍ତ ମନ୍ଦିର କେତେଥର…

ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ

ସୌରଭିତ ସୃଷ୍ଟି: ଗଙ୍ଗାଧର ମେହେର (ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଭାରତୀୟ ସାହିତ୍ୟରେ ମଧ୍ୟ ସେ ଜଣେ ଯଶସ୍ଵୀ କବି ଭାବେ ପରିଚିତ। ତାଙ୍କର ଜୀବନୀ ସେ ଅତି ସଂକ୍ଷିପ୍ତ ଭାବରେ ରଚନା କରିଛନ୍ତି । ଉତ୍କଳ ଖଣ୍ଡର ସେହି ମହାନ କବି ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ ଉପସ୍ଥାପନା କରି…

କବିମଞ୍ଜୁଳ

ଲେଖା: ଦେଵ ତ୍ରିପାଠୀ   କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…

ଜଉଗଡ଼

ଲେଖା: ଜଗନ୍ନାଥ ଦୋରା ଅବହେଳିତ ଜଉଗଡ଼ (Jaugada), କଳିଙ୍ଗ ଇତିହାସର ଶିଳାଲେଖ । କଳିଙ୍ଗ ଇତିହାସର ସର୍ବପୁରାତନ ମୁକସାକ୍ଷୀ ହେଉଛି ଜଉଗଡ଼, ଯାହାକି ଗାରିମାମୟ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତରେ ଅବସ୍ଥିତ । ଏଠାକାର ଶିଳାଲେଖଗୁଡିକ ୨୦୬୦ ବର୍ଷ ପୁରୁଣା, ଯାହାକି ଖ୍ରୀଷ୍ଟପୂର୍ଵ ୨୬୧ରେ ଅଶୋକଙ୍କ ସମୟରେ ଲେଖା ଯାଇଥିଲା ବୋଲି ପ୍ରତ୍ନତାତ୍ତ୍ୱିକ…

ପଶ୍ଚିମେଶ୍ବର

ଲେଖା: ଶ୍ରୀକାନ୍ତ ସିଂହ ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ଆମ ଏ ରାଜ୍ୟ ଓଡ୍ରଦେଶ ଓଡ଼ିଶା, ଉତ୍କଳ ବା ଉତ୍କୃଷ୍ଟ କଳାର ଦେଶ କଳିଙ୍ଗ l ପ୍ରାଗ ଐତିହାସିକ ଯୁଗୀୟ ପାହାଡ଼ ଖୋଲରେ ଥିବା ଆଦି ମାନବର ଚିତ୍ରଲେଖ ବା ତା’ର ଅଙ୍କା ବଙ୍କା ଲିପି ହେଉ ଅବା ଖ୍ରୀଷ୍ଟପୂର୍ବୀୟ ଅନେକ ଗୁମ୍ଫାର…

କବି ଶରଣ ଦାସ

ଲେଖା: ନିରଞ୍ଜନ ସାହୁ ପ୍ରସ୍ଫୁଟିତ ହେଲେ ବଣମଲ୍ଲୀ ଭାବେ । ବାସ ଚହଟାଇଲେ ଏବଂ ଝଡି଼ଗଲେ କବି ଶରଣ ଦାସ ! ଋତୁରାଜ ବସନ୍ତଙ୍କ ଆଗମନ । ଶ୍ରୀମନ୍ଦିରରୁ ପ୍ରଭୁ ମଦନଗୋପାଳ ଫାଲଗୁନ ଶୁକ୍ଲ ଏକାଦଶୀ ରାତ୍ରିରେ ଫଗୁ ଖେଳିବା ପାଇଁ ବାହାରିଛନ୍ତି, ଚାଚେରୀ ଭ୍ରମଣରେ । ପୃଥିବୀ ବୈକୁଣ୍ଠରେ ଆରମ୍ଭ ହୋଇଯାଇଛି ଶ୍ରୀକୃଷ୍ଣ ରୂପରେ…

ଚୌକଲେଖା

ଲେଖା: ଶ୍ରୀକାନ୍ତ ସିଂହ “ଉଠ ଉଠ ଜଗନ୍ନାଥ, କାଶୀ ବିଶ୍ୱନାଥ” ଦେବୋତ୍ଥାପନ ଏକାଦଶୀରେ ରାଜପୁତ ପରିବାରରେ ଚୌକଲେଖା ହୋଇ ପୂଜା ହୁଏ l ଏହାକୁ ଚିତା ବା ଝୋଟି ବୋଲି କୁହା ନ ଯାଇ ଲେଖା ବୋଲି କୁହାଯାଏ l ନିଶ୍ଚିତ ଭାବେ ଚୌକଲେଖା ଏକ ଅନନ୍ୟ ପରମ୍ପରା ଯାହା ଆଧୁନିକ ସମୟରେ କ୍ଵଚିତ ପରିବାରରେ…

ମୁଁ କି କେବେ ଦୀନହୀନ ?

ସୌରଭିତ ସୃଷ୍ଟି: ଛନ୍ଦକବି ରାଧାମୋହନ ଗଡ଼ନାୟକ ଆମ୍ଭେମାନେ ଉଚ୍ଚ ଵିଦ୍ୟାଳୟରେ ପଢି଼ଲାଵେଳେ ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କ “ମାଟି” କଵିତାଟି ସାହିତ୍ୟ ବହିରେ ପଢା଼ଯାଉଥିଲା । ଆମ ଅନଗୁଳ ମାଟିର ସେହି କଵିଙ୍କର ଏକ ଲୋକପ୍ରିୟ କଵିତା . .  ~ ମୁଁ କି କେବେ ଦୀନହୀନ ? ~               (୧) ଯେ ଦେଶର ପ୍ରଭୁ…

ବୁଧକେଶ୍ୱର ଓ ମଧୁକେଶ୍ୱର

ଲେଖା: ଶ୍ରୀକାନ୍ତ ସିଂହ ପ୍ରାଚୀ, କେବଳ ଓଡ଼ିଶା ନୁହେଁ ଭାରତର ଦୃଶ୍ୟମାନ ସରସ୍ବତୀ କହିଲେ ଅତ୍ୟୁକ୍ତି ହେବନାହିଁ l ଏହାର ଉତ୍ପତ୍ତିସ୍ଥଳ ଯେଉଁଠାରୁ ହେଉ ନା କାହିଁକି, ନିଆଳିବଜାର ଠାରୁ ଅଳ୍ପ ଦୂରରେ ଥିବା କପିଳେଶ୍ଵର ମହାଦେବ ନିକଟରୁ ପ୍ରାଚୀନଦୀ ନାମ ବହନ କରିଥିବା କଥା ପ୍ରାଚୀନ ବ୍ରହ୍ମପୁରାଣରେ ଉଲ୍ଲେଖ ରହିଛି l ଏହି ପ୍ରାଚୀନ…