Search Results for କଳିଙ୍ଗ

ରଥସପ୍ତମୀ

ଲେଖା: ବିଷ୍ଣୁ ମୋହନ ଅଧିକାରୀ ଶ୍ରୀସୂର୍ଯ୍ୟନାରାୟଣଙ୍କ ଅନନ୍ୟ ଉତ୍ସବ ରଥସପ୍ତମୀ । କଳିଙ୍ଗର ସର୍ବପ୍ରାଚୀନ ସୂର୍ଯ୍ୟ ମନ୍ଦିରଟି ହେଉଛି କଳିଙ୍ଗପାଟଣା ଗ୍ରାମର ଅନତି ଦୂରରେ ଥିବା ଶ୍ରୀସୂର୍ଯ୍ୟନାରାୟଣ ଦେଉଳ। ଏହା ଖ୍ରୀଷ୍ଟାବ୍ଦ ସପ୍ତମ ଶତାବ୍ଦୀରେ ଗଙ୍ଗବଂଶୀୟ ନରପତି ଦେବେନ୍ଦ୍ର ବର୍ମାଙ୍କ ଦ୍ଵାରା ନିର୍ମିତ ହୋଇଥିଲା। ବର୍ତ୍ତମାନ ଏହା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ସହରରେ ଅବସ୍ଥିତ। ମନ୍ଦିରର…

ନାଟ୍ୟକାର ଆପନ୍ନା ପରିଚ୍ଛା

ଲେଖା: ବିଷ୍ଣୁ ମୋହନ ଅଧିକାରୀ ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ ନାଟ୍ୟକାର ଆପନ୍ନା ପରିଚ୍ଛା । ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା। ୧୮୭୯ ମସିହା ମଇ ମାସ…

ପାଲା

ଲେଖା: ନିରଞ୍ଜନ ସାହୁ ପାଲା ! ଓଡ଼ିଶାର ନିଜସ୍ଵ ଲୋକସଂସ୍କୃତି !        ସଂସ୍କୃତି ଏକ ବେଗଗାମୀ ସ୍ରୋତସ୍ଵିନୀ । ଏହା ଚିର ପ୍ରବହମାନ । ଉନ୍ନତ ଚିନ୍ତା, ମାର୍ଜିତ ରୁଚି, ଶାଳୀନତା ଯୁକ୍ତ ପରମ୍ପରା – ଏ ସବୁକୁ ନେଇ ପ୍ରକାଶିତ ହୁଏ ସଂସ୍କୃତି । ପର୍ବତ କନ୍ଦରରୁ କଳକଳ ନାଦ କରି ବହି ଆସୁଥିବା…

ବରାହୀ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଶାକ୍ତ ପରମ୍ପରା ଓ ଉପାସନାରେ ସପ୍ତମାତୃକାଙ୍କ ସ୍ୱରୂପ ଚିତ୍ରଣ ଓ ରୂପ କଳ୍ପନା ପରବର୍ତ୍ତୀ ସମୟରେ ତନ୍ତ୍ର ସାଧନାକୁ ଜନ୍ମ ଦେଇଥିଲା l କୁହାଯାଏ ଶୁମ୍ଭ ନିଶୁମ୍ଭକୁ ନିପାତ କଲାବେଳେ ଦେଵୀ ଦୁର୍ଗାଙ୍କ ଶରୀରରୁ ସପ୍ତମାତୃକାଙ୍କ ଉଦ୍ଗମ ହୋଇଥିଲା ବା ଆବିର୍ଭୁତା ହୋଇଥିଲେ l ଦେବତାଙ୍କ ନାରୀଶକ୍ତି ସ୍ୱରୂପ ହେଉଛନ୍ତି ଏହି…

ଗଙ୍ଗେଶ୍ୱରୀ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଗଙ୍ଗବଂଶୀ ଶାସକଙ୍କ ରାଜତ୍ୱ କାଳରେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଆଉ ଏକ ଶ୍ରେଷ୍ଠ ନିର୍ମାଣ ହେଉଛି ଗଙ୍ଗେଶ୍ୱରୀ ମନ୍ଦିର l ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବାୟାଳିଶବାଟି ଗ୍ରାମରେ ଏହି ମନ୍ଦିରଟି ଦଣ୍ଡାୟମାନ l ଗଙ୍ଗବଂଶୀ ଶାସକ ଚୋଡ଼ଗଙ୍ଗ ଦେବ, ଲାଙ୍ଗୁଳା ନରସିଂହ ଦେବ ଆଦିଙ୍କର ଇଷ୍ଟଦେବୀ ବା…

ବାରିପଦାର ରଥଯାତ୍ରା

ଲେଖା: ଶିଶିର ସାହୁ ମନୋଜ ୧୫୬୫ ମସିହାରେ ମୟୂରଭଞ୍ଜ ରାଜ୍ୟର ରାଜା ନୀଳକଣ୍ଠ ଭଞ୍ଜଙ୍କ ଦେହାନ୍ତ ହୁଅନ୍ତେ ଉକ୍ତ ରାଜ୍ୟର ଶାସନଭାର ତାଙ୍କ ସୁପୁତ୍ର ଵୈଦ୍ୟନାଥ ଭଞ୍ଜଙ୍କ ଉପରେ ନ୍ୟସ୍ତ ହେଲା । ସେ ସମୟରେ ଓଡ଼ିଶା ଉପରେ ଘନଘନ ମୁସଲମାନ ଆକ୍ରମଣ ହେଉଥାଏ । ଵୈଦ୍ୟନାଥ ଭଞ୍ଜଙ୍କ ଶାସନାରମ୍ଭ ସମୟରେ କଳାପାହାଡ଼ ଆକ୍ରମଣ କରିଥିଲା…

ଶ୍ରୀମନ ନାରାୟଣ

ଲେଖା: ନିରଞ୍ଜନ ସାହୁ ଯାଜପୁର ମାଟି ପୌରାଣିକ ମାଟି । ଏହା ଗଦାକ୍ଷେତ୍ର । ଏହାର ଆଉ ଏକ ପରିଚିତି ହେଉଛି, ଏହା ଅବିମୁକ୍ତ କ୍ଷେତ୍ର । ଯେଉଁ କ୍ଷେତ୍ରରେ ତିନି ଦେବତା ପୂଜା ପାଆନ୍ତି (ବିଷ୍ଣୁ, ଶଙ୍କର ଓ ଶକ୍ତି), ତାହା ହିଁ ଅବିମୁକ୍ତ କ୍ଷେତ୍ର । ପୁଣି ଏ କ୍ଷେତ୍ରରେ ଦ୍ଵାଦଶ ମାଧବ…

ନିର୍ମଳ ମୁଣ୍ଡା

ଲେଖା: ନୂର ନିରଞ୍ଜନ  ଗାଙ୍ଗପୁର ରାଜ୍ୟ । ଅଧୁନା ସୁନ୍ଦରଗଡ଼ ଓ ପାନପୋଷକୁ ନେଇ ଗଠିତ ହୋଇଥିଲା ଗାଙ୍ଗପୁର ରାଜ୍ୟ। ଏହା ସେତେବେଳେ ଥିଲା ସମ୍ବଲପୁର ଅଧୀନରେ। ମାତ୍ର ୧୯୦୫ ମସିହାରେ ଏହି ରାଜ୍ୟ ଛୋଟନାଗପୁର ଅଞ୍ଚଳର ପରିସରଭୁକ୍ତ ହେଲା ଓ ଜଣେ ପଲିଟିକାଲ ଏଜେଣ୍ଟଙ୍କ ଦ୍ଵାରା ପରିଚାଳିତ ହେଲା ।  ଏହି ରାଜ୍ୟର ଅଧିକାଂଶ…

ଚୁଡ଼ାଖିଆ ସୋମନାଥ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଓଡ଼ିଶାର ଐତିହାସିକ କୀର୍ତ୍ତିରାଜି ଗୁଡ଼ିକ ସହ ଜଡିତ ଥିବା ଅନେକ ଲୋକକଥା, ଅନେକ ଜନଶ୍ରୁତି, ଅନେକ କିମ୍ବଦନ୍ତୀ ଆଜି ଇତିହାସ ପାଲଟିଛି l ଆମ ରାଜ୍ୟର କୋଣାନୁକୋଣରେ ଗଢ଼ି ଉଠିଥିବା ଅନେକ ମଠ, ମନ୍ଦିର, ଦେଉଳ ଆଦି ପଛରେ କିଛି ନା କିଛି ଲୋକ କଥା ନିହାତି ଥିବ ଆଉ ଯୁଗ…

ଆମେ ଓଡ଼ିଆ

ସୌରଭିତ ସୃଷ୍ଟି: ନୃସିଂହ ଚରଣ ସାହୁ ଛାତ୍ରାବସ୍ଥାରୁ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଅନୁରାଗୀ । ଜନ୍ମମାଟି ପାଇଁ କିଛି କରିବାର ଆକାଙକ୍ଷା ପ୍ରବଳ । ଐଶ୍ୱରୀୟ ଆଶୀର୍ବାଦ ତାଙ୍କୁ ଆଉଟିକେ ବାଟ କଢ଼େଇ ଆଣିଲା । ହାଇସ୍କୁଲ ଛାତ୍ର ଥିବାବେଳେ ସାନିଧ୍ୟ ଲାଭ କଲେ ଅଦ୍ୱିତୀୟ ଗାନ୍ଧୀବାଦୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କର । ପରିଚିତ…