Search Results for କଳିଙ୍ଗ

ଆମ୍ବିଳିଝରିର ପ୍ରାଚୀନ କୂଅ

ଲେଖା: ଶ୍ରୀକାନ୍ତ ସିଂହ ~ ଆମ୍ବିଳିଝରିର ପ୍ରାଚୀନ କୂଅ ~ ଐତିହାସିକ କଟକ ନଗରୀରୁ ପ୍ରାୟ ଦଶ କି.ମି. ଦୂରରେ ବିରୂପା ନଦୀ ତଟରେ ଅନନ୍ୟ ପ୍ରାଚୀନ ନଗରୀ #ଚୌଦ୍ଵାର ! ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ,…

ଆମ ଲୋକସାହିତ୍ୟ

ଉପସ୍ଥାପନା : ଶୁଭରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ “ଜହ୍ନିଫୁଲ ଠୋ ଠା, କାକୁଡିଫୁଲ ଠୋ ଠା, ଗୁଣ୍ଡୁଚିମୂଷା କହିଯାଇଛି, ଚାଉଳ ମୁଠେ ରଖିଥା” ।। #କୁଆଁର_ପୁନେଇଁ ରାତି ! ଜ୍ୟୋତ୍ସ୍ନା ମାୟାରେ ବର୍ଷାଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନରେ ମନ ଆଜି ମତୁଆଲା ! ଉଚ୍ଚାଟ ଆଜି କୁଆଁରୀଝିଅଙ୍କ ମନ !…

ମସ୍ତରାମ ମଠ

ଲେଖା: ଶ୍ରୀକାନ୍ତ ସିଂହ ~ ମସ୍ତରାମ ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି । ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବା ପାଇଁ ଆମର ମଠଗୁଡ଼ିକ ସର୍ବଦା ତତ୍ପର। ସନାତନ ଧର୍ମର ଭିନ୍ନ ଭିନ୍ନ ସିଦ୍ଧାନ୍ତ, ଓ ସମ୍ପ୍ରଦାୟ ତତ୍ଜାତୀୟ ମଠଗୁଡ଼ିକରେ…

ଉତ୍ତରେଶ୍ୱର ମହାଦେବ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ୱର ମହାଦେବ ମନ୍ଦିର ~ ଐତିହାସିକ କଟକ ନଗରୀରୁ ପ୍ରାୟ ଦଶ କି.ମି. ଦୂରରେ ବିରୂପା ନଦୀ ତଟରେ ଅନନ୍ୟ ପ୍ରାଚୀନ ନଗରୀ #ଚୌଦ୍ଵାର ! ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ,…

ତୃତୀୟଦେବ ଜଗନ୍ନାଥ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ତୃତୀୟଦେବ ଜଗନ୍ନାଥ ମନ୍ଦିର ~ ଓଡ଼ିଶାର ଗୌରବୋଜ୍ବଳ ଇତିହାସକୁ ଦୃଷ୍ଟି ଦେଲେ, ତଥା ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ, ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ କାଳକୁ “ସୁବର୍ଣ୍ଣଯୁଗ” କହିଲେ ଅତ୍ୟୁକ୍ତି ହେବ ନାହିଁ l ଗଙ୍ଗବଂଶୀ ଶାସକଙ୍କ ରାଜତ୍ୱ ସମୟରେ ହିଁ ଓଡ଼ିଶାରେ ଅନେକ ଗୁଡ଼ିଏ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିରମାନ…

କନିକା

ଲେଖା: ଦେଵ ତ୍ରିପାଠୀ ୧୬୦୦ ଖ୍ରୀଷ୍ଟାବ୍ଦ ! ଦୁର୍ଗ-ଜାଲ ଜଡ଼ିତ ଓଡ଼ିଶା ପ୍ରଦେଶ ଭ୍ରମଣରେ ଆସିଥିଲେ ବିଦେଶୀ ପରିବ୍ରାଜକ #ଆବୁଲ_ଫାଜଲ ! ଭୂଖଣ୍ଡର ବିଭିନ୍ନ ସ୍ଥାନରେ ସେ ଦେଖିଥିଲେ ଛୋଟବଡ଼ ଗଡ଼ସବୁ ! ପ୍ରତ୍ୟେକ ଗଡ଼ ଥିଲା ଏକ ଏକ ଗଡ଼ଜାତ ରାଜ୍ୟର ଆଭିଜାତ୍ୟପୂର୍ଣ୍ଣ ରାଜଧାନୀ ! ସୈନ୍ୟସାମନ୍ତ ଅଧ୍ୟୁଷିତ ସେଇ ଗଡ଼ଗୁଡ଼ିକର ଅଧିପତିମାନେ ଥିଲେ…

କନିକା

ଲେଖା: ଦେଵ ତ୍ରିପାଠୀ ~ କନିକା ~ “ତାଳୀବନ-ଶ୍ୟାମ କନିକା, କୁଜଙ୍ଗ ମରିଚ ହରିଶପୁର ଅସ୍ତରଙ୍ଗ । ବରାହ-ପାଳିତ ବାଲିପୂର୍ଣ୍ଣ ଆଳି କ୍ଷତ୍ରିବୃନ୍ଦ ଯାର ମହାବୀର୍ଯ୍ୟଶାଳୀ ।” (#ନନ୍ଦିକେଶ୍ୱରୀ/କବିବର ରାଧାନାଥ) ଇଏ ଏମିତି ଏକ ରାଜ୍ୟ, ଯାହାର ସୁଦୁର ଅତୀତକୁ ରୋମନ୍ଥନ କଲେ ଦୃଶ୍ୟମାନ ହୁଏ ଇତିହାସର ବହୁ ବିସ୍ମୟକର ସ୍ମାରକୀ ! ନାଚି ଯାଏ…

କଂସାଥାଳି

ଲେଖା: ସୁଦର୍ଶନ ସାହୁ ~ଆମ ଓଡ଼ିଆ ପରମ୍ପରାରେ କଂସାଥାଳି ~ ଉତ୍କଳୀୟ ପରମ୍ପରାରେ କଂସାଥାଳି ର ବ୍ୟବହାର କାହିଁ କେବେଠୁ ରହିଆସିଛି । ପିଢ଼ା, ପାଣି ଥୋଇବା ପରେ କଂସାଥାଳିରେ ଭାତ ବଢ଼ାଯାଏ #ଓଡ଼ିଆଣୀ ହାତରେ ! ଏହା ଛଡ଼ା ଗ୍ରାମଦେବତୀଙ୍କ ଠାରେ ଉଖୁଡ଼ା ଭୋଗ, ବିଷ୍ଣୁ ମନ୍ଦିରରେ ଶଙ୍ଖୁଡ଼ି (ଖେଚୁଡ଼ି) ଭୋଗ, ଅତିଥି, ଅଭ୍ୟାଗତ,…

ବାଜି

ଲେଖା: ଗୋକୁଳାନନ୍ଦ ସାହୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ନିଳକଣ୍ଠପୁର । ବ୍ରାହ୍ମଣୀ ନଦୀକୂଳରେ ଥିବା ଛୋଟ ଗାଁଟିଏ । ସେହି ଗାଁରେ ଗୋଟିଏ ଗରିବ ପରିବାରରେ ଜନ୍ମ ହୋଇଥିଲେ ଭାରତର ସର୍ବକନିଷ୍ଠ କିଶୋର ବିପ୍ଳବୀ “ବାଜି ରାଉତ“। ଈଂରେଜ ଅମଳର କଥା । ବାଜିଙ୍କ ଜନ୍ମ ପରେ ତାଙ୍କ ବାପା ଅସୁସ୍ଥ ଅବସ୍ଥାରେ ଆରପାରିକୁ…

ଦକ୍ଷପ୍ରଜାପତି ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର ~ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ସମସାମୟିକ ଆଉ ଏକ ଚମତ୍କାର କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିର ହେଉଛି ଦକ୍ଷେଶ୍ୱର ମନ୍ଦିର ବା ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର l କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏହା ଯେ ଏକ ଶ୍ରେଷ୍ଠନିର୍ମାଣ ଏଥିରେ ଦ୍ବିମତ ନାହିଁ l ବାଣପୁର ଭଗବତୀ…