Search Results for ଶ୍ରୀମନ୍ଦିର

ବାହୁଡ଼ା ଯାତ୍ରା

ଲେଖା: ବନ୍ଧନ ଦଳେଇ ~ ବାହୁଡ଼ା ଯାତ୍ରା ଓ ସୁନାବେଶ ~ ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ମହାପ୍ରଭୁ ରଥରେ ଗୁଣ୍ଡିଚାଘରୁ ବଡ଼ଦେଉଳକୁ ଫେରିବେ, ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ଯାତ୍ରା ଅବା #ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି – “ନବମ୍ୟା ବାସୟେଦ୍ଦେବାନ୍…

ନିମାଇଁ ଚରଣ

~ ନିମାଇଁ ଚରଣ ~ ଲେଖା: ଅମୃତେଶ ଖଟୁଆ “ଚକାଡୋଳା କିମ୍ପା ଡକା, କିମ୍ପା ଡକା ନ ଶୁଣ… ଡକାବଜା ପ୍ରଭୁ ଥକା ହୋଇ ବସି  ବିକଶିଲ ତୁମ୍ଭେ ଏ କେଉଁ ଗୁଣ।” ସୁରମାଧୁରୀର ପଟାନ୍ତର ଏକ ହିଁ ଜଗନ୍ନାଥ… ବିଦଗ୍ଧକବି ଅଭିମନ୍ୟୁ ମଧ୍ୟ ଏହିପରି ମାନପୂର୍ବକ ଥର କହି ଦେଇଥିଲେ – “ଦୁଃଖୀ ଜଣାଇଲେ…

ପଣ୍ଡିତ ଜଗନ୍ନାଥ ଦାସ

ଉପସ୍ଥାପନା: ଦେଵ ତ୍ରିପାଠୀ ସୁଧାଭକ୍ତିର ଉଦ୍ଗାତା ପଣ୍ଡିତ ଜଗନ୍ନାଥ ଦାସ । କାର୍ତ୍ତିକ ମାସରେ ଶ୍ରୀମନ୍ଦିର ବେଢାରେ କଳ୍ପବଟ ମୂଳରେ ଜଣେ ଶାସ୍ତ୍ରଜ୍ଞ ପଣ୍ଡିତ ସଂସ୍କୃତ ଭାଷାରେ ରଚିତ ଭାଗବତର ପାରାୟଣ କରୁଥିଲେ ଓ ତା’ର ଅର୍ଥ ସରଳ ସଂସ୍କୃତ ଭାଷାରେ ବ୍ୟାଖ୍ୟା କରୁଥିଲେ । ଫଳରେ ଅପେକ୍ଷାକୃତ ଶାସ୍ତ୍ରଜ୍ଞାନ ଅଧିକାରୀ ମୁଷ୍ଟିମେୟ ସମବେତ ଜନତା…

ନବଗୁଞ୍ଜର 

ଶୁଦ୍ରକବି ସାରଳା ଦାସ ମହାଭାରତର କଥାବସ୍ତୁକୁ ଉତ୍କଳୀୟତାରେ ଭରିଦେଇଛନ୍ତି। ସେ ଓଡି଼ଆ ମହାଭାରତରେ ଅନେକ ମୌଳିକ ଉପାଖ୍ୟାନ ସଂଯୋଜିତ କରିଛନ୍ତି ଯାହା ସଂସ୍କୃତ ମହାଭାରତ କିମ୍ବା ଅନ୍ୟ କୌଣସି ପୁରାଣ ଗ୍ରନ୍ଥରେ ଦେଖିବାକୁ ମିଳେନାହିଁ। ନବଗୁଞ୍ଜର ଉପାଖ୍ୟାନ ମଧ୍ୟ ଆଦିକବିଙ୍କର ସେହିପରି ଏକ ନୂତନ କଳ୍ପନା . .

ସିଂହାରୀ ଶ୍ୟାମସୁନ୍ଦର କର

ଲେଖା: ଦେଵ ତ୍ରିପାଠୀ ସିଂହାରୀ ଶ୍ୟାମସୁନ୍ଦର କର । ସୁନାମଧନ୍ୟ ଓଡ଼ିଶୀ ସଙ୍ଗୀତଜ୍ଞ ଓ ମର୍ଦ୍ଦଳ ବାଦକ ଏବଂ ଓଡ଼ିଶୀ ସଙ୍ଗୀତର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରି ଅଗଣିତ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସମ୍ମାନାସ୍ପଦ ସ୍ଥାନ ଗ୍ରହଣ କରିପାରିଛନ୍ତି ସେ । ଓଡ଼ିଶୀ ସଙ୍ଗୀତର ଆଦିଗୁରୁ ହିଁ ଶ୍ୟାମସୁନ୍ଦର ।…

ନିମାଇଁ ଚରଣ ହରିଚନ୍ଦନ

ଲେଖା: ଦେଵ ତ୍ରିପାଠୀ ଜଗତର ନାଥଙ୍କ ଉଦ୍ଦେଶ୍ୟରେ ତାଙ୍କର ଶେଷ ଗୀତ ଥିଲା: ” . . .ବାହୁଡ଼ାରେ ମୋତେ ବାହୁଡ଼ାଇ ନିଅ ହେ ମହାପ୍ରଭୂ”, ଏବଂ ସେଇ ମରମଛୁଆଁ ପଦ ହୋଇଥିଲା କାଳଜୟୀ I ଭକ୍ତପ୍ରବରଙ୍କ ଇଛା ବି ପୂରଣ କରିଥିଲେ ମହାପ୍ରଭୂ I ୧୯୮୩ ମସିହାରେ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ାଦିବସରେ ଅଗଣିତ ଭକ୍ତିରସପ୍ରେମୀ…

ସପ୍ତମାତୃକା

ଲେଖା: ଅରବିନ୍ଦ ମହାନ୍ତି ପ୍ରଥମ ମାତୃକା ବ୍ରହ୍ମାଣୀ ଦେବୀ ଦୁର୍ଗାଙ୍କୁ ମହିଷାସୁର ସହ ଯୁଦ୍ଧେ ସାହାଯ୍ୟ କରିବା ପାଈଁ ବିଭିନ୍ନ ଦେବତାଙ୍କ ଅଙ୍ଗରୁ ତାଙ୍କ ଶକ୍ତି ସ୍ୱରୁପା ଦେବୀ ମାନେ ପ୍ରକଟିତ ହୋଇଥିଲେ। ସେଥି ମଧ୍ୟରୁ ବ୍ରହ୍ମାଣୀ ହେଲେ ଅନ୍ୟତମା। ବ୍ରହ୍ମାଙ୍କ ଶକ୍ତି ସ୍ୱରୁପା ହେଲେ ଦେବୀ ବ୍ରହ୍ମାଣୀ। ଦେବୀଙ୍କୁ ବ୍ରହ୍ମାଶକ୍ତି ସାବିତ୍ରୀ ରୁପେ ମଧ୍ୟ…

ଦୋଳପୂର୍ଣ୍ଣିମା

ଲେଖା: ଶିବାଶିଷ ମହାପାତ୍ର   ବିଶେଷତଃ କଳିଯୁଗେ, ଦୋଳଯାତ୍ରା ବିଧିୟତେଃ । ଫାଲଗୁନସ୍ୟ ଚତୁର୍ଦ୍ଦଶ୍ୟାଃମ୍ ଅଷ୍ଟମେ ନାମସଂଯକଃ ।। (ପଦ୍ମ ପୁରାଣ ) ଦୋଳରେ ଝୁଲିବେ ଭଗବାନ । ଝୁଲନ୍ତି କେତେବେଳେ ? ଯେତେବେଳେ ଶାନ୍ତ ସୁକୁମଳ ପରିବେଶ ଥିବ, ଅବଶ ଶରୀରକୁ ଲୋଟଣି ପାରା ଭଳିଆ ଲେଟେଇ ଦେଇ ଚିନ୍ତା କରୁଥିବେ ଆନନ୍ଦରେ, ତା’…

ଭିକାରୀ ବଳ

~ ଭିକାରୀ ବଳ ~ ଲେଖା: ଅମୃତେଶ ଖଟୁଆ “ମାନ ଉଦ୍ଧାରଣ କର ହେ କାରଣ…”, “ଆହେ ନୀଳଗିରି…”, “ଚାଲ ସଖି ଆମ୍ଭେ ଦର୍ଶନ କରିବା…”, “ପୀତବାସ, ନିଃଶ୍ଵାସକୁ ନାହିଁରେ ବିଶ୍ଵାସ….”, “ମନରେ ହରିଭଜନ….”, “ଜଗାକାଳିଆ ନୀଳାଚଳିଆ…”, “ହରିବୋଲ ସଙ୍ଗେ ହୁଳହୁଳି ଦିଅ ହୋ ଭକତେ….” , “ମନ ପାରାରେ, ଶ୍ରୀକ୍ଷେତ୍ର ଯିବୁ ଉଡି ଉଡି…”…

ରାଇଦାମୋଦର ବେଶ 

ଲେଖା: ସୁଚେତା ପ୍ରଧାନ ଅନେକ ଦିନ ତଳର କଥା। ଜଗନ୍ନାଥଙ୍କ ସେବକ ବଡପଣ୍ଡା ଠାକୁରଙ୍କର ବଡ ସେବକ। ନୈଷ୍ଠିକ ବ୍ରାହ୍ମଣ ସେ। ତାଙ୍କ ଚଳୁରେ ଜଗନ୍ନାଥ ଦେଖାଯାଆନ୍ତି। ତେବେ ଯାଇ ଭୋଗ ଲାଗେ। ଦିନ ଗଡି ଚାଲେ। ବଡ ପଣ୍ଡାଏ କ୍ରମେ ବୟସ ଭାରରେ ନଇଁ ପଡିଲେ। ବଡ  ଦେଉଳକୁ ଯିବା ଆସିବା କଷ୍ଟକର ହେଲା।…