Search Results for ଭାଷା

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ

~ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ~ ଲେଖା:  ଅମୃତେଶ ଖଟୁଆ ଜଣେ ଅଜସ୍ରସ୍ରାବୀ ସଦାଧ୍ୟାୟୀ ପ୍ରାବନ୍ଧିକ ଓ ସାହିତ୍ୟିକ ରୂପେ ତାଙ୍କର ସର୍ଜନଶୀଳତା ଅପରିମିତ। ସ୍ଵାଧୀନୋତ୍ତର ଓଡିଶାରେ ଓଡିଶାର ସଂସ୍କୃତି ଓ ଇତିହାସ ସମେତ ଜଗନ୍ନାଥ ତତ୍ତ୍ଵ, ଜୀବନୀ ସାହିତ୍ୟରେ ସୁପ୍ରଚୁର କୃତୀତ୍ଵ ଛାଡି ଯାଇଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ। ଏକାଧାରରେ ସେ ଥିଲେ ଜଣେ…

ସାରଦା ପ୍ରସନ୍ନ ନାୟକ

~ ସାରଦା ପ୍ରସନ୍ନ ନାୟକ ~ ଲେଖା: ଅମୃତେଶ ଖଟୁଆ “ସଞ୍ଜ ସକାଳେ ତୁମ ଛବି ଖୋଜେ ନୀରଭିଜା ନୟନରେ, ଜଗତର ନାଥ ଆହେ ଜଗନ୍ନାଥ ଆକୁଳ ଅନ୍ତରେ ଖୋଜେ . .” “ମନେ ଭରି ଅଭିମାନ ଯାଏ ଛାଡି ବୃନ୍ଦାବନ ରୁଷିଛି ରାଇ ପରାଣ ଝୁରେ ପାଷାଣ . .” “ଆଉ ଚାନ୍ଦ ଲାଗି…

ପ୍ରଫୁଲ୍ଲ ଦାସ

~ ମାଟିର ମଲାଟ ତଳେ ସାଧନା: ପ୍ରଫୁଲ୍ଲ ଦାସ ~ ଲେଖା: ଅମୃତେଶ ଖଟୁଆ “ସେମାନଙ୍କ (ହରିଜନ) ସହ ନିଜେ ନବକୃଷ୍ଣ ତାଳପତ୍ର ଟୋପର ମୁଣ୍ଡରେ ଦେଇ ପାଇକଛା ଭିଡି କୋଡି ଧରି ମାଟି ହାଣିଲେ ଓ ମାଳତୀ ମଧ୍ୟ ଶାଢି କାନିକୁ ଅଣ୍ଟାରେ ଭିଡି ତାଙ୍କ ପଛେ ପଛେ ଘାସ ବାଛି ଚାଲନ୍ତି ।…

କବି ରାଧାମୋହନ ଗଡ଼ନାୟକ

ଲେଖା: ବନ୍ଧନ ଦଳେଇ   ~ କବି ରାଧାମୋହନ ଗଡ଼ନାୟକ ~ ଆଧୁନିକ ଓଡିଆ କବିତାର ଅନ୍ୟତମ ଦିଗଦର୍ଶକ କବି ରାଧାମୋହନ ଗଡ଼ନାୟକ । ସେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଅନୁଗୋଳ ନିକଟବର୍ତ୍ତୀ କଲଣ୍ଡାପାଳ ଗ୍ରାମରେ ୧୯୧୧ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୨୫ ତାରିଖରେ ଭୂମିଷ୍ଠ ହୋଇଥିଲେ। ଛାତ୍ରାବସ୍ଥାରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ ଏବଂ…

କୁଞ୍ଜକାନ୍ତ

ଲେଖା: ଆୟୁଷ୍ମାନ ଆର୍ଯ୍ୟ ~ ପ୍ରେମଭକ୍ତିର ଅନନ୍ୟ ପୀଠ କୁଞ୍ଜକାନ୍ତ ~ ସହର ମଧ୍ୟକୁ ପ୍ରବେଶ କରୁକରୁ ପାଣିଓହଳl ପାହାଡ଼ର ନୈସର୍ଗିକ ସୁଷମା ମନକୁ ଆଲ୍ଲାଦିତ କରିଥାଏ l ଏକ ଛୋଟ ପାହାଡ଼ ଉପରେ ଏକ ସୁନ୍ଦର ମନ୍ଦିର ପରିଦୃଷ୍ଟ ହୋଇଥାଏ l ମନ୍ଦିରର ମୁଖ୍ୟ ଦ୍ଵାରକୁ ଦେଖିଲେ ଏକ ରାଜପ୍ରସାଦର ଭ୍ରମ ମନରେ ଉଦ୍ରେକ…

ବନ୍ଦେ ଉତ୍କଳ ଜନନୀ

ଉପସ୍ଥାପନା: ଅମୃତେଶ ଖଟୁଆ ~ ବନ୍ଦେ ଉତ୍କଳ ଜନନୀ ~ ଔପଚାରିକ ରୂପେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି କାନ୍ତକବିଙ୍କ “ବନ୍ଦେ ଉତ୍କଳ ଜନନୀ”। ସମଗ୍ର ଓଡିଶା ଓ ବିଭିନ୍ନ ସ୍ଥାନରେ ୩୧ ମଇ, ୨୦୨୦ ରେ ଏହାର ଏକତ୍ର ଗାନ ପରେ ଏହାର ଗାରିମା ନଭଶ୍ଚୁମ୍ଭୀ ହୋଇଛି । ଯେପରି ବ୍ରିଟିଶ ଶାସନକ୍ରମେ ଅତ୍ୟାଚାରରେ…

କହଇ ଦାସ ଜଗନ୍ନାଥ

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

କାର୍ତ୍ତିକ ଚନ୍ଦ୍ର ରଥ

~ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ~ ଲେଖା: ଅମୃତେଶ ଖଟୁଆ ଅଧୁନାତନ ଓଡ଼ିଆ ସାହିତ୍ୟ ଜଗତରେ ମନୋରଞ୍ଜନ ଦାସ, ଭଞ୍ଜକିଶୋର ପଟ୍ଟନାୟକ ପ୍ରଭୃତି ଜନମାନ୍ୟ ନାଟ୍ୟକାରମାନଙ୍କ ମଧ୍ୟରେ କାର୍ତ୍ତିକ ଚନ୍ଦ୍ର ରଥ ଥିଲେ ଜଣେ ଅନନ୍ୟ ନାଟ୍ୟକାର । ସାମାଜିକ ଚରିତ୍ରମାନଙ୍କୁ ବାସ୍ତବିକ ଜଗତ ସମ୍ମୁଖରେ ଆଲୋଡନାତ୍ମକ ଢଙ୍ଗରେ ପରିବେଷିତ କରି ସେ ଖୁବ୍…

କର୍ମବୀର ବୈକୁଣ୍ଠନାଥ ପୂଜାରୀ

~ କର୍ମବୀର ବୈକୁଣ୍ଠନାଥ ପୂଜାରୀ ~ ଲେଖା: ଅମୃତେଶ ଖଟୁଆ #ସମ୍ବଲପୁର #ଭାଷା #ଆନ୍ଦୋଳନ କାଳରେ ଯେତେବେଳେ ଜନଗଣନା ଦ୍ୱାରା ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀ ଭାଷାର ପ୍ରଚଳନ ପାଇଁ ଗୋପନ ଷଡ଼ଯନ୍ତ୍ର ଆରମ୍ଭ ହୁଏ, ସେତେବେଳେ ସମ୍ବଲପୁରର ବିଭିନ୍ନ ଭାଷାପ୍ରେମୀ ମାନେ ଏହି ଦୁରୂହ କୁଚକ୍ରିକାରୁ ଓଡ଼ିଆ ଭାଷାକୁ ରକ୍ଷା କରିବା ପାଇଁ ଆଗୁସାର…

କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ

~ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ~ ଲେଖା: ଅମୃତେଶ ଖଟୁଆ ପୂର୍ବତନ ଗଡ଼ଜାତ ଖରସୁଆଁ ଠାରେ ୧୮୭୪ ମସିହାରେ ମାର୍ଚ୍ଚ ୪ ତାରିଖରେ ପିତା ଯଦୁନାଥ (ଖରସୁଆଁ ରାଜାଙ୍କ ପୁରୋହିତ) ତଥା ମା ମୈଥିଳୀ ଦେବୀ (ହିନ୍ଦୀ ଓ ସଂସ୍କୃତ ଭାଷାରେ ପ୍ରବୀଣା ସାଧିକା)ଙ୍କ କୋଳମଣ୍ଡନ କରିଥିଲେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ। ପ୍ରଥମେ ଖରସୁଆଁ…