Physical Address
Sai Samarpanam, Satya Vihar, Bhubaneswar

ଲେଖା: ତେଜସ୍ୱ ତ୍ରିପାଠୀ ~ ଦେଶୋ ନାସ୍ତି ମହୀତଳେ ~ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧିର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧିର ପବିତ୍ରଜଳ ସ୍ପର୍ଶରେ ପ୍ରତି ଧୂଳି କଣା ଏହାର ପତିତପାବନୀ l ଏ ସେହି ଭୂମି ଯେଉଁଠାରେ ପାଦ ପକେଇ ଶିବଙ୍କ ବ୍ରହ୍ମହତ୍ୟା ପାପମୋଚନ ହୋଇଛି ଆଉ ଚଣ୍ଡା ଶୋକ ଧର୍ମାଶୋକ…

ଲେଖା: ରବିନାରାୟଣ ସାହୁ ସୁନ୍ଦର ଭାଷା ଭାବପୂର୍ଣ୍ଣ ପୂଣ୍ୟତୋୟା ମା’ ଉତ୍କଳ ଜନନୀଙ୍କ ବର୍ଣ୍ଣନା, ଉତ୍କଳ ମାତାର ପଦପଙ୍କଜରେ ଅପୂର୍ବ ଶବ୍ଦଭେଟି, ସୁନ୍ଦର ଦେଶପ୍ରେମ ସଂଗୀତ ‘ତୁଙ୍ଗ ଶିଖରୀ ଚୁଳ କୁଞ୍ଜ କାନନ ମାଳ’ ବୃତ୍ତରେ ଅମ୍ଳାନପ୍ରତିଭା କବି ରବିନାରାୟଣ ସାହୁଙ୍କ ମନଛୁଆଁ ଆତ୍ମ ବିଭୋର ସୃଜନୀ ‘ବନ୍ଦେ ଉତ୍କଳ ଭାରତୀ’ . . ~…

ସୌରଭିତ ସୃଷ୍ଟି: କବିକୁଳକଞ୍ଜ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ~ ବୈଦେହୀଶ ବିଳାସ ~ ମହାକାବ୍ୟ “ବୈଦେହୀଶ ବିଳାସ” ମହାକବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ସର୍ବଶ୍ରେଷ୍ଠ ଅବଦାନ। ଭାବର ଗାମ୍ଭୀର୍ଯ୍ୟରେ, ଭାଷାର ମାଧୁର୍ଯ୍ୟରେ, ଛନ୍ଦର ଲାଳିତ୍ୟରେ, ଅପରୂପ ଶବ୍ଦବିନ୍ୟାସ ଓ ଆଳଙ୍କାରିକ ଶୈଳୀରେ ଏହା ପ୍ରାଚୀନ ଉତ୍କଳ ସାହିତ୍ୟର ଏକ ଅମୂଲ୍ୟ ରତ୍ନ। କେବଳ ଉତ୍କଳ ସାହିତ୍ୟ…

ଲେଖା: ସୁଦର୍ଶନ ଆଚାର୍ଯ୍ୟ ~ ଗୋପାଳଚନ୍ଦ୍ର ପ୍ରହରାଜ ବ୍ୟକ୍ତି ଓ ବ୍ୟକ୍ତିତ୍ଵ ~ ପାରଳାଖେମୁଣ୍ଡିର ଅଦ୍ଭୁତକର୍ମା ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ରଚନାବଳୀ ସଂଗ୍ରହ ଅବସରରେ ଦିନେ କୌତୂହଳବଶତଃ କଟକ ଫେରିବା ରାସ୍ତାରେ ବାଣପୁରର ସ୍ୱନାମଧନ୍ୟ ସ୍ୱର୍ଗତ ଡାକ୍ତର ରାଧାଚରଣ ପଣ୍ଡାଙ୍କ ଘରେ ଯାଇ ପହଞ୍ଚିଲି । ସେ ଥିଲେ ପଣ୍ଡିତ ନନ୍ଦଶର୍ମାଙ୍କ ପ୍ରିୟ ଛାତ୍ର ।…

ଲେଖା: ଅମ୍ବିକା ପଟ୍ଟନାୟକ ~ ହାସ୍ୟସ୍ରଷ୍ଟା ନୀଳକଣ୍ଠ “ଫତୁରାନନ୍ଦ” ~ ଅନେକ ଦିନ ତଳେ ଭୁବନେଶ୍ୱରରେ ଜଣେ ଭଦ୍ରବ୍ୟକ୍ତି ପଚାରିଲେ “ଏ ରିକ୍ସା, ସଚିବାଳୟ ଯିବୁ କି?” “ମୁଁ ରାସ୍ତା ଜାଣିନି ବାବୁ l” “ଆରେ ସେକ୍ରେଟାରୀଏଟ କୋଉଠି ଜାଣିନୁ?” “ଗଲା ଆଉ, ସେଇକଥା କହୁନା ବାବୁ, ତମେ ଇଂଲିଶ କହିଲେ ମୁଁ ବୁଝିବି କିପରି? “…

ଲେଖା: ଶିଶିର ମନୋଜ ସାହୁ “କେଵଳ କ୍ଷୀରି ଓ ପିଠା ନୁହେଁ; ଆମ ଲୁପ୍ତ ପରମ୍ପରାର ଅନ୍ୟନାମ କ୍ଷୀରିପିଠା ! କ୍ଷିରୀ ଓ ପିଠା ଏହି ଦୁଇଟି ଖାଦ୍ୟ ଦରଵ ଓଡ଼ିଆ ଜାତିର ଅତି ପ୍ରିୟ । ଏମିତି କେହି ଓଡ଼ିଆ ନଥିଵ ଯିଏ କ୍ଷିରୀ ଆଉ ପିଠା ଖାଇଵାକୁ ଅମଙ୍ଗ କରିଵ । ସେଥିପାଇଁ…

ଲେଖା: ନିରଞ୍ଜନ ସାହୁ ~ ଭଞ୍ଜ ପରିକ୍ରମା: ବହୁ ମତ, ସହସ୍ର ସମ୍ମତ, ସାମାନ୍ୟ ବିଦ୍ୱେଷ ~ “ପୁରା କବିନାଂ ଗଣନା ପ୍ରସଙ୍ଗେ, କନିଷ୍ଠିକାଧିଷ୍ଠିତ କାଳିଦାସଃ, ଅଦ୍ୟପି ତତ୍ତୁଲ୍ୟ କବେର ଭାବାତ୍, ଅନାମିକା ସାର୍ଥବତୀ ବଭୁବ ।” କୌଣସି କାବ୍ୟମର୍ମଜ୍ଞ ସମାଲୋଚକ ସଂସ୍କୃତ କବିମାନଙ୍କର ମୂଲ୍ୟାଙ୍କନ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ କାଳିଦାସଙ୍କୁ ଶ୍ରେଷ୍ଠ କବି…

ଲେଖା: ନିରଞ୍ଜନ ସାହୁ ଓଡ଼ିଆ, ଭାରତୀୟ ତଥା ଆନ୍ତର୍ଜାତୀୟ ସାହିତ୍ୟ କ୍ଷେତ୍ରରେ ସୁପରିଚିତ ସମ୍ଭ୍ରାନ୍ତଶିଳ୍ପୀ ଶ୍ରୀ ମନୋଜ ଦାସ । ମହୋଦୟେଷୁ, ଆଧୁନିକ ଓଡ଼ିଆ, ଭାରତୀୟ ତଥା ଆନ୍ତର୍ଜାତୀକ ସ୍ତରରେ ଆପଣ ଏକ ସୁପରିଚିତ ତଥା ସମ୍ଭ୍ରାନ୍ତ ଶିଳ୍ପୀ। ଯୋଗଜନ୍ମା କଥାଶିଳ୍ପୀ ଫକୀରମୋହନଙ୍କର ଉତ୍ତରଣ ପର୍ବର ଜଣେ ସାର୍ଥକ ଉତ୍ତର ପୁରୁଷ। ମହାନ ଭାରତୀୟ ପରମ୍ପରା, ପୁରୋଦୃଷ୍ଟି…

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ ‘‘ହାତ ଚାଖଣ୍ଡେ ଖୋଳିବ ଗାତ, ପତର ଖଣ୍ଡିକେ ନ ଦେବ ହାତ, ଚାଖଣ୍ଡେ ମାପି ଭାଙ୍ଗିବ ଭଣ୍ଡା, ତେବେ ସେ ଦେଖିବ କଦଳୀ ପେଣ୍ଡା ।” ଏମିତି ଆମ ଗାଁ ଗହଳିରେ କେତେ ବଚନ ଶୁଣୁ ! କଦଳୀ ଚାଷକୁ ନେଇ ଇଏ ଆମ #ଲୋକଗୀତ…

ଲେଖା: ଅମ୍ବିକା ପଟ୍ଟନାୟକ ଐତିହାସିକ ଦାଣ୍ଡିଯାତ୍ରା ଓ ଶ୍ରୀଜଗନ୍ନାଥ ମନ୍ଦିର l କିଛି ସମ୍ପର୍କ ଅଛି କି? ଟିକେ ପର୍ଯ୍ୟାଲୋଚନା ହେଉ l ମହାତ୍ମା ଗାନ୍ଧୀ ୧୮ ମାର୍ଚ୍ଚ ୧୯୩୦ରୁ ୬ ଏପ୍ରିଲ ୧୯୩୦ ଆରମ୍ଭ କରିଥିଲେ ସବରମତୀ ଆଶ୍ରମରୁ ଦାଣ୍ଡି ସମୁଦ୍ରକୂଳ, ଦୁଇଶ କୋଡିଏ କିଲୋମିଟର ଯାତ୍ରା l “ଲବଣ ସତ୍ୟାଗ୍ରହ” ନାମରେ ଖ୍ୟାତ…