Search Results for: ଭାଷା

ମହାମନିଷୀଗଣ

କବିକୁଳ କଞ୍ଜ ଉପଇନ୍ଦ୍ର ଭଞ୍ଜ

ଉପେନ୍ଦ୍ର ଭଞ୍ଜଙ୍କ ସବୁ କ୍ଲିଷ୍ଟତା ଓ ଦୁର୍ବୋଧ୍ୟତା ସତ୍ତ୍ୱେ, ତାହାର ଅନ୍ତର୍ନିହିତ ସାଙ୍ଗୀତିକତା ଓଡ଼ିଆଙ୍କ ହୃଦୟରେ ଓ ଓଡ଼ିଶାର ପୁରପଲ୍ଲୀରେ ଜନସାଧାରଣଙ୍କୁ ଆଦୃତ କରି ରଖିଅଛି। ତାଙ୍କର ପ୍ରଭାବ ଦୀର୍ଘ ଦୁଇ ଶତାବ୍ଦୀ ଧରି କ୍ଲାନ୍ତହୀନ ଭାବେ ଆଗକୁ ଆଗକୁ ଚାଲିଛି। ସେଇଥିପାଇଁ ସେ ଯଶଦେହୀ, କବିସମ୍ରାଟ . .

ମହାମନିଷୀଗଣ

ଜୟଦେବ

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆପୁଅ ଜୟଦେବ ~ “ଲଳିତଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ ମଧୁକରନିକର କର‍ଂବିତ କୋକିଳ କୂଜିତ କୁଞ୍ଜକୁଟୀରେ, ବିହରତି ହରିରିହ ସରସ

ଶ୍ରୀଜଗନ୍ନାଥ

ଅଲାରନାଥ 

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଓ ପ୍ରତୀକ ପଟ୍ଟନାୟକ ~ ଅଲାରନାଥ ଦେବଙ୍କ ନାମକରଣ ~ ପ୍ରଶ୍ନ ଉଠେଅଲାରନାଥ ନାମକରଣ କିପରି କାହିଁକି ଓ କଣ

ସୃଷ୍ଟିସମଗ୍ର

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୬)

ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ତତ୍କାଳୀନ ଓଡ଼ିଶାରେ ଏକ ଚହଳ ସୃଷ୍ଟି କରିଥିଲା। ଅପୂର୍ବ ଆଧ୍ୟାତ୍ମିକ ଜାଗରଣ ଓ ନବୀନ ଉନ୍ମାଦନାର ସୂତ୍ରପାତ କରିଥିଲା ଏଇ ଓଡ଼ିଆ ଭାଗବତ। ଦୁର୍ବୋଧ୍ୟ ସଂସ୍କୃତ ଭାଗବତ ପରିବର୍ତ୍ତେ ସାଧାରଣ ଜନସମାଜ ଏହାକୁ ସହଜରେ ଆଦରି ନେଇଥିଲା। ଓଡ଼ିଶାର ପୁରପଲ୍ଲୀରେ ପ୍ରତିଷ୍ଠିତ ହୋଇଥିଲା ଭାଗବତ ଟୁଙ୍ଗୀ . .

ସୃଷ୍ଟିସମଗ୍ର

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୪)

ଈଶ୍ୱରପ୍ରାପ୍ତିର ଲକ୍ଷ୍ୟ ଯଦି ଭକ୍ତି ହୁଏ, ଜ୍ଞାନ ହେଉଛି ତାହାର ଉପାୟ। ଭକ୍ତିର ଚରମ ସୋପାନରେ ପହଞ୍ଚିଲେ ଆଉ ଜ୍ଞାନର ଆବଶ୍ୟକ ନଥାଏ। ଭକ୍ତିର ଚରମ ସୋପାନରେ ଜୀବ କେବଳ କୃଷ୍ଣପ୍ରେମ ସୁଖ ସାଗରରେ ଭାସମାନ ଥାଏ . .

ଅନ୍ୟାନ୍ୟ

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୩)

ଓଡ଼ିଆଜାତି ମହାପ୍ରଭୁ ଜଗନ୍ନାଥଙ୍କ ଭିତରେ ଦେଖିଛି ନିରାକାର ବ୍ରହ୍ମଙ୍କୁ, ପୁଣି କେତେବେଳେ ସେ ତାଙ୍କୁ ଦେଖିଛି ସାକାର ପୁରୁଷୋତ୍ତମ, ଗୋପୀଜନ ବଲ୍ଲଭ, ଯଶୋଦା-ନନ୍ଦନ ବେଣୁଧର କୃଷ୍ଣ ରୂପରେ। ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତର ମହାନାୟକ ହେଉଛନ୍ତି ସେହି ସାକାର ପରଂବ୍ରହ୍ମ ପରମପୁରୁଷ ଅନିନ୍ଦ୍ୟ ସୁନ୍ଦର ଶ୍ୟାମଘନ କୃଷ୍ଣ। “ଜୀବ ସେହି ପରଂବ୍ରହ୍ମ କୃଷ୍ଣଙ୍କ ନିତ୍ୟ ଦାସ”, ଭାଗବତର ପ୍ରତିଟି ପଦାବଳୀରେ ଏହି ଭାବ ପରିସ୍ଫୁଟିତ . .

Scroll to Top