Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ଆଧୁନିକ ଓଡ଼ିଆ ଉପନ୍ୟାସର ଜନକ ତଥା ମହାନ ସାହିତ୍ୟିକ କାହ୍ନୁଚରଣ ମହାନ୍ତି । ସାହିତ୍ୟ ସାଧନା ପ୍ରତି ମନ ବଳାଇଲା ସମୟରେ କାହ୍ନୁଚରଣଙ୍କ ଧାରଣା ଥିଲା ଯେ, ସଂସ୍କୃତରେ କବିତା ଲେଖି ହିଁ ସେ ଯଥାର୍ଥ କବି ହୋଇପାରିବେ, ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ,…

ଲେଖା: ଦେଵ ତ୍ରିପାଠୀ ମହାନ କବି, ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ ତଥା ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନସୁନ୍ଦର ଦେବ ଗୋସାଇଁ (ଲୋକମୁଖରେ ମୋହନ ଗୋସାଇଁ ଭାବରେ ପରିଚିତ)ଙ୍କ ଜନ୍ମତିଥିରେ (୧୮୯୨ ମସିହା ଅଗଷ୍ଟ ୮/ପ୍ରକାରାନ୍ତରେ ଅଗଷ୍ଟ ୭) ଅନ୍ତରଙ୍ଗ କଳିଙ୍ଗ ତାଙ୍କର ସ୍ମୃତିଚାରଣ କରୁଛି I ପୁରୀରେ ଜନ୍ମଗ୍ରହଣ କରିଥିବା ଏହି…

ଲେଖା: ଦେଵ ତ୍ରିପାଠୀ ୧୪୩୫ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ ପ୍ରାୟ ୧୫୪୦ ଖ୍ରୀଷ୍ଟାବ୍ଦରେ ଶେଷ ହୋଇଥିବା ଓଡିଶା ଇତିହାସର ଗାରିମାମୟ ସୂର୍ଯ୍ୟବଂଶୀ ରାଜାମାନଙ୍କ ଶାସନକାଳର ବହୁ ଅନୁଶାସନ ବା ଖୋଦିତ ଲେଖା ଦକ୍ଷିଣ ପଶ୍ଚିମବଙ୍ଗରୁ ଆରମ୍ଭ କରି ଦକ୍ଷିଣରେ ତାମିଲନାଡୁର ଦକ୍ଷିଣ ଆର୍କଟ ଜିଲ୍ଲା ପର୍ଯ୍ୟନ୍ତ ଏବଂ ଆନ୍ଧ୍ରପ୍ରଦେଶର Warangal, କୁର୍ଣ୍ଣୁଲ ଆଦି ଜିଲ୍ଲାମାନଙ୍କରେ ଆବିଷ୍କୃତ…

ଲେଖା: ନିରଞ୍ଜନ ସାହୁ ‘ଉତ୍କଳ ଦୀପିକା’ ଏବେ ସୁଦ୍ଧା ଆବିଷ୍କୃତ ହୋଇଥିବା ପତ୍ରପତ୍ରିକା ମଧ୍ୟରେ ପ୍ରଥମ ସାପ୍ତାହିକ ସଂବାଦପତ୍ର । ଊନବିଂଶ ଶତାବ୍ଦୀର ଦ୍ଵିତୀୟ ଭାଗ ପ୍ରାରମ୍ଭ ବେଳକୁ ଓଡ଼ିଶା ଭୂମିରେ ଦେଖା ଦେଇଥିଲା ସାମାଜିକ, ସାଂସ୍କୃତିକ ବିପର୍ଯ୍ୟୟର ଧୂମକେତୁ । ସେହି ସମୟକୁ ପ୍ରାକୃତିକ ବିପର୍ଯ୍ୟୟ ନଅଙ୍କ ଦୁର୍ଭିକ୍ଷ ଏବଂ ତା ସହ ଓଡ଼ିଆ…

ଲେଖା: ନିରଞ୍ଜନ ସାହୁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର, ମହାଭାଗ ଆଜ୍ଞା, ସାଷ୍ଟାଙ୍ଗ ଦଣ୍ଡବତ ପ୍ରଣାମ। କୋଟିଏ ନୁହେଁ କେତେ କୋଟି। କାହାକୁ କେମିତି ଏମିତି ଭାବ ଲାଗିବ କେଜାଣି। ଆମ ମନକୁ ତ ଧସେଇ ପଶିଛି, ଏକୁ ଏଡେ଼ଇବାକୁ ଆମର ଜୁ ନାହିଁ। କେମିତି ଏମିତି ଏ ଭାବ ନ ଆସିବ ଯେ ?…

ଲେଖା: ନିରଞ୍ଜନ ସାହୁ ଓଡ଼ିଶା ପ୍ରଦେଶର ‘କସ୍ତୁରବା ଗାନ୍ଧୀ ଟ୍ରଷ୍ଟ ଫଣ୍ଡ’ର କାର୍ଯ୍ୟ ପରିଚାଳନା ଦାୟିତ୍ଵ ନ୍ୟସ୍ତ ହେଲା ରମାଦେବୀଙ୍କ ଉପରେ ୧୯୪୫ ମସିହାରେ । ସାତ ବର୍ଷ ମଧ୍ୟରେ ରାଜ୍ୟରେ ଏହି କେନ୍ଦ୍ର ଦ୍ବାରା ଆଠଟି ମାତୃମଙ୍ଗଳ ଓ ନ’ଟି ଗ୍ରାମସେବା କେନ୍ଦ୍ର, କେତୋଟି ଲୁଗାବୁଣା କେନ୍ଦ୍ର ସ୍ଥାପନ ହେଲା ରମାଦେବୀଙ୍କ ତତ୍ତ୍ଵାବଧାନରେ ।…

ବଡ଼ବାପା ଓଡ଼ିଆ ଜାତିର କୁଳବୃଦ୍ଧ, ବାପା ବ୍ରିଟିଶ ସରକାରଙ୍କ ଅଧୀନରେ ଡେପୁଟି କଲେକ୍ଟର, ଓଡ଼ିଆ ଭାଷାରେ ଗୋଟିଏ ଆଦ୍ୟ ଉପନ୍ୟାସ 'ଭୀମାଭୂୟାଁ' ର ଲେଖକ। ଅଜା ନନ୍ଦକିଶୋର ଦାସ ଓଡ଼ିଶାର ପ୍ରଥମ ସିଭିଲିଆନ୍। ମାମୁଁ ରାଜକିଶୋର ଦାସ ଡେପୁଟି କଲେକ୍ଟର, ମା ବସନ୍ତ କୁମାରୀ ଦେବୀ ସୁସାହିତ୍ୟିକା । ଶ୍ଵଶୁର ଗୋକୁଳାନନ୍ଦ ଚୌଧୁରୀ ପୁରୁଷ ପୁରୁଷର ନାଁ ଥିବା ଜମିଦାର, କଟକ ଜିଲ୍ଲା ବୋର୍ଡର ଚେୟାରମାନ୍ ତଥା ଜାତିସ୍ମର ମଧୁସୂଦନ ଦାସଙ୍କ ସହକର୍ମୀ । ଏହି ଅଲିଅଳ ଝିଅଟି ଓଡି଼ଶା ମାଟିରେ ଆତ୍ମତ୍ୟାଗ, ସେବା, ପରୋପକାର, ସଦ ବିଚାର, ସ୍ଵାଧୀନତା ସଂଗ୍ରାମ, ମହତ ମଣିଷର ଜୀବନ୍ତ ପ୍ରତିମୂର୍ତ୍ତି ଦେଶପୂଜ୍ୟା ରମାଦେବୀ ଚୌଧୁରୀ, ମା' ରମାଦେବୀ . .

~ ସାହିତ୍ୟସମ୍ରାଟ ରାଜର୍ଷି ବିକ୍ରମଦେବ ବର୍ମା ~ ଲେଖା: ଅମୃତେଶ ଖଟୁଆ “ଏହିଭଳି ଜଣେ ଯଦି ଥାଆନ୍ତା ଉତ୍ତରେ ନିଶରେ ହାତ ପକାଇ ବୁଲୁଥା’ନ୍ତି ମୁହିଁ, ଧନ୍ୟ ହେ ବିକ୍ରମ ଦେବ ପଣ୍ଡିତ ରଜନ ମହାରାଜ ଜୟପୁର ଉତ୍କଳ ଭୂଷଣ, ତୁମ୍ଭର କବିତ୍ଵ ରାଧାମାଧବ ନାଟକ, ପଢ଼ି ଜ୍ଞାନ କରେ ମୋର ଜୀବନ ସାର୍ଥକ।” (ଉତ୍କଳ…

~ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ~ ଲେଖା: ଅମୃତେଶ ଖଟୁଆ “ବାଆ ସିରିସିରି ବହିଲା ଅନା, ବାଆ ସିରିସିରି ବହିଲା, ଛାଇ ତଳେ ଦିହ ଶୀତେଇ ଉଠିଲା …

~ ଗୋବିନ୍ଦ ତେଜ ~ ଲେଖା: ଅମୃତେଶ ଖଟୁଆ “ଗୋଟିଏ ଓଡିଆ ଚଳଚ୍ଚିତ୍ର କେବଳ ଯେ ଓଡିଆ ଭାଷା ପାଇଁ ହେଉଛି, ତାହା ନୁହେଁ। ଆଉ ମୁଁ ମଧ୍ୟ ଚଳଚ୍ଚିତ୍ର କରିବାର ଏକମାତ୍ର ଅଭିପ୍ରାୟ ରଖି ଚଳଚ୍ଚିତ୍ର କରେନାହିଁ। ଚଳଚ୍ଚିତ୍ରର ଚେର ସବୁବେଳେ ଗୋଟିଏ ମାଟିର ସଂସ୍କୃତି ସହ ଜଡିତ ରହିବା ଦରକାର। ରାଜସ୍ଵ ବର୍ଦ୍ଧନ…