Physical Address
Sai Samarpanam, Satya Vihar, Bhubaneswar

ତଥ୍ୟ ଓ ଗବେଷଣା: ଶିଶିର ସାହୁ ମନୋଜ ଏ ମାଟିର ଅନେକ ନାମ ତନ୍ମଧ୍ୟରେ କଳିଙ୍ଗ, ଉତ୍କଳ ଓ ଓଡ଼ିଶା ନାମ ସର୍ଵତ୍ର ଲୋକପ୍ରିୟ । ଅଖଣ୍ଡ ଓଡ଼ିଶା ଵା କଳିଙ୍ଗର ଅର୍ଦ୍ଧେକ ଭାଗ ଆଜି ଆଧିକାରିକ ଓଡ଼ିଶା ରାଜ୍ୟ ଭାଵରେ ଜଣାଶୁଣା । ସେଇ କଳିଙ୍ଗର ଆଉ ଏକ ସାହିତ୍ୟିକ—ଵୈଜ୍ଞାନିକ ନାମ ହେଲା ଉତ୍କଳ…

ସୌରଭିତ ସୃଷ୍ଟି: ଜାତୀୟ କବି ବୀରକିଶୋର ଦାସ ଭାରତବର୍ଷରେ ମୁକ୍ତି ସଂଗ୍ରାମର କାହାଣୀ ଯେପରି ଅଶ୍ରୁଳ ଓ ବେଦନାଦାୟକ, ସେହିପରି ରୋମାଞ୍ଚକର ଓ ପ୍ରେରଣାପ୍ରଦ । ସ୍ବାଧୀନତା ପ୍ରାପ୍ତିର କେଇ ଦଶନ୍ଧି ମଧ୍ୟରେ ସେ ସଂଗ୍ରାମ ଓ ତ୍ୟାଗର ଇତିହାସ ଆଜି ବିସ୍ମୃତ । କିନ୍ତୁ ଦିନେ ଦେଶର ମୁକ୍ତି ପାଇଁ ବହୁ ଉଚ୍ଚଶିକ୍ଷିତ ନିଜ…

ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାର ପ୍ରଥମ ଭାଷାଵିତ୍ ପଣ୍ଡିତ ଶ୍ରୀ ଗୋପୀନାଥ ନନ୍ଦଶର୍ମାଙ୍କ ଭାଷା ସମ୍ବନ୍ଧୀୟ ଅମର ଯଥାର୍ଥ ଵିଚାର । ନିମ୍ନରେ ପ୍ରଦତ୍ତ ସମସ୍ତ ସୂକ୍ତି ଶ୍ରୀ ନନ୍ଦଶର୍ମାଙ୍କ “ଓଡି଼ଆ ଶବ୍ଦ ସନ୍ଦର୍ଭ” ପ୍ରବନ୍ଧରୁ ଉଦ୍ଧାର କରାଗଲା । ୧. ସଂସ୍କୃତରୁ ଵିକୃତିପ୍ରାପ୍ତ ପ୍ରାକୃତ ଶବ୍ଦାଦି ଓଡ଼ିଆରେ ଯେତେ ଵ୍ଯଵହୃତ, ଅନ୍ଯ…

ସୌରଭିତ ସୃଷ୍ଟି: ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଓଡ଼ିଆ ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ସେ ଥିଲେ ଅନ୍ୟତମ ବତୀଖୁଣ୍ଟ ସଦୃଶ। ଡ. ମାୟାଧର ମାନସିଂହଙ୍କ ଭାଷାରେ “ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଅନାବାଦୀ ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ…

ଲେଖା: ଦେଵ ତ୍ରିପାଠୀ ଶ୍ରୀଚୈତନ୍ୟଙ୍କ ଆବାସସ୍ଥଳୀ ପୁରୀ ବାଲିସାହିସ୍ଥିତ ଶ୍ରୀରାଧାକାନ୍ତ ମଠ ବା ଗମ୍ଭୀରା ସନ୍ନିକଟରେ ଅବସ୍ଥିତ ସୁପ୍ରସିଦ୍ଧ ସିଦ୍ଧବକୁଳ ମଠ । ଏଇ ମଠର ବିଜେସ୍ଥଳୀଟି ଏକଦା ଉକ୍ତ ସାହିର ପଣ୍ଡିତ କାଶୀ ମିଶ୍ରଙ୍କ ପୁଷ୍ପଉଦ୍ୟାନ ଥିଲା । ଶ୍ରୀ ଚୈତନ୍ୟ ପଣ୍ଡିତଙ୍କୁ ଯବନଭକ୍ତ ଶ୍ରୀହରିଦାସଙ୍କ ପାଇଁ ନିର୍ଜନ ସ୍ଥାନଟିଏ ମାଗି ଉକ୍ତ ଉଦ୍ୟାନରେ…

~ ବିଦ୍ୟୁତପ୍ରଭା ଦେବୀ ~ ଲେଖା: ଅମୃତେଶ ଖଟୁଆ “ତୁମେ – ଆସିଲେ ଅଚିରାତେ, ଉଗ୍ର ପଦାଘାତେ ବହ୍ନିଶିଖା ଜାଳି ଘୋଟଇ ଘୋର ତ୍ରାସ- ତୁମରି ପ୍ରତାପରେ, ବିଶ୍ଵ ଥରହରେ, ନାଚଇ ବାଲୁ-ବୁକେ କୁହୁକ ଜଳାଭାସ। ଯେଦିନ ପୁଣି ଆସ, ଖେଲାଇ ଘନ ରାସ ଧରଣୀ-କାନେ ପଡେ ବରଷା ଗୀତ…

ଗବେଷଣା: ଶିଶିର ସାହୁ ମନୋଜ “ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ, ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ ।।” ସ୍ବଭାଵକଵି ଗଙ୍ଗାଧର ମେହେର ତାଙ୍କ ତପସ୍ଵିନୀ କାଵ୍ଯର (ସୀତା) ପ୍ରଥମ ସର୍ଗରେ ଏହି ପଦ ମଧ୍ୟରେ ଦୁଇଗୋଟି ‘ଆଶାରେ’ ଓ ‘ଆସାରେ’ ଶବ୍ଦ ଵ୍ଯଵହାର କରିଅଛନ୍ତି । ତାହେଲେ କ’ଣ ଆମ ଭାଷାରେ ଦୁଇଗୋଟି ଆଶା ଓ ଆସା…

ଲେଖା: ନିରଞ୍ଜନ ସାହୁ “ମୁଁ ସଚି ରାଉତରାୟ (ନୁହେଁ ଟାଗୋର ଅବା ଶେଲୀ) ମୁଁ ଏ ମାଟିର ଧାରା ଆଉ ଆକାଶର କବି। କାମ ନୁହେଁ ମୋର ଖାଲି ଆଙ୍କିବା କାଗଜରେ ଛବି। ପେଶାଦାର ଗାୟକ ମୁଁ ନୁହଁ ତୁମେ ମୋର ଛପା ବହି ଯେତେବେଳେ ଛୁଅଁ ଛୁଅଁ ନୂଆ ମଣିଷର ଛାତି । ତା’ର…

ସୌରଭିତ ସୃଷ୍ଟି: ଜ୍ଞାନସିଦ୍ଧ ବ୍ୟାସକବି ଫକୀରମୋହନ କିଏ କହେ ତାଙ୍କୁ ଶତାବ୍ଦୀର ସୂର୍ଯ୍ୟ, କିଏ କହେ ଜାତି ଐରାବତ, କିଏ କହେ ଉତ୍କଳଗୌରବ, କିଏ କହେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, କିଏ କହେ ଏଜାତି ଗାଲମାଧବ, କିଏ କେତେ କ’ଣ ଉପାଧି/ନାମରେ ନାମିତ କରାନ୍ତି ସେହି ଉତ୍କଳ ଖଣ୍ଡର ଅଗ୍ରସାରଥୀଙ୍କୁ ! ତେବେ ଏ ଜାତିର…

ଲେଖା: ଶିଶିର ମନୋଜ ସାହୁ ଢେଙ୍କାନାଳ ଗଡ଼ଜାତରେ ରାଜାଙ୍କୁ ସମ୍ମାନ ଦେଵାର ଏକ ଵିଚିତ୍ର ଵ୍ଯଵସ୍ଥା ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧିଯାଏ ଚଳୁଥିଵାର ଜଣାଯାଏ । ଏହି ସମ୍ମାନ ପ୍ରଦର୍ଶନ ପରମ୍ପରାକୁ ସେ ସମୟରେ ତ୍ରିଖଣ୍ଡି ମଜୁରା କୁହାଯାଉଥିଲା । ଢେଙ୍କାନାଳ ରାଜା ସୁରପ୍ରତାପ ମହେନ୍ଦ୍ର ବାହଦୁର ଜଣେ ପ୍ରଜାଵତ୍ସଳ ରାଜପୁରୁଷ ଥିଲେ ଓ ପୁରୀ…