Search Results for ଭାଷା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ବ୍ରାହ୍ମୀଲିପି ଵର୍ଣ୍ଣମାଳା ସମୂହ ଓ ସ୍ଵରଵର୍ଣ୍ଣର ପ୍ରଥମ ଅକ୍ଷର ହେଉଛି ‘ଅ’ ! ଏହା ବ୍ରାହ୍ମୀଲିପିରୁ ଜାତ ଅଧିକାଂଶ ଆଧୁନିକ ଲିପିରେ ଚଳୁଅଛି । ଯଥା: ■ବ୍ରାହ୍ମୀ ― ? ■ଓଡ଼ିଆ ― ଅ ■ଦେଵନାଗରୀ ― अ ■ଗୁଜୁରାଟୀ ― અ ■ତାମିଲ୍ ―…

ଅଙ୍ଗି

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ସାର୍ଟ ଅର୍ଥରେ ଵ୍ୟଵହୃତ ଏହି ‛ଅଙ୍ଗା’ ଵା ‛ଅଙ୍ଗି’ ଶବ୍ଦଟି ଓଡ଼ିଶାର ଏକ ବହୁପ୍ରଚଳିତ ଦେଶଜ ଶବ୍ଦ ଏଵଂ ଏହାର ସଂସ୍କୃତ ସମଧୃତ ପ୍ରତିଶବ୍ଦ ହେଲା ‛ଅଙ୍ଗିକା’ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‛ଅଙ୍ଗା’ ଵା ‛ଅଙ୍ଗି’ ଶବ୍ଦର ନିମ୍ନଲିଖିତ ଅର୍ଥ ପ୍ରଦାନ କରାଯାଇଛି । ◆ ଅଙ୍ଗରଖା;…

ସାମଞ୍ଜସ୍ୟ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ମାନକ ଵା ସଂସ୍କୃତ ଶବ୍ଦ ଯେତିକି ମହତ୍ତ୍ୱପୂର୍ଣ୍ଣ ସେତିକି ଆଵଶ୍ୟକତା ଦେଶଜ ଶବ୍ଦର ମଧ୍ୟ ରହିଛି । ଗୋଟିଏ ଭାଷାରେ କୌଣସି ମାନକ ଶବ୍ଦର ଅନେକ ଦେଶଜ ପ୍ରତିରୂପ ଥାଇପାରେ । ଏମିତିରେ କେଵଳ ମାନକ ଶବ୍ଦଟିକୁ ଠିକ୍ କହି ଵାକି ଆଞ୍ଚଳିକ ଶବ୍ଦ…

ଛାମୁ

ଲେଖା: ଶିଶିର ସାହୁ ମନୋଜ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ଆମେ ‘ମଣିମା’ ଓ ‘ଛାମୁ’ କହିଥାନ୍ତି । କଳିଙ୍ଗରେ ଆଗେ ରାଜାଙ୍କୁ ମଧ୍ୟ ଆପଣ ବୋଲି ନ କହି ଛାମୁ ସମ୍ବୋଧନ କରାଯାଉଥିଲା । ଯଥାର୍ଥରେ ଶ୍ରୀଜଗନ୍ନାଥ ସବୁ ସନାତନୀ କ୍ଷେତ୍ର ମଧ୍ୟରେ ରାଜା ଅଟନ୍ତି କାରଣ ତାଙ୍କର ସମସ୍ତ ରୀତିନୀତି ଓ ପୂଜା ପଦ୍ଧତି…

ଆମ ଗ୍ରାମୀଣ ସଂସ୍କୃତି

ଲେଖା: ଅକ୍ଷୟ ଓଝା ସେ ସମୟର କଥା । ଘରେ ପୁଅ କିମ୍ବା ଝିଅ ଟିଏ ହେଲେ ଛ’ ଦିନରେ ଷଷ୍ଠୀ ଦେବୀ ପୂଜା ଓ ଏକୋଇଶି ଦିନରେ ସତ୍ୟନାରାୟଣ ପୁଜା କରି ନବାଗତ ସନ୍ତାନର ଜନ୍ମ ମହୋତ୍ସବ ପାଳନ କରାଯାଉ ଥିଲା । ମାମୁଁଘରୁ ଭିନ୍ନ ଭିନ୍ନ ପ୍ରକାର ପୁଜା ଉପକରଣ, ନୂଆ କପଡ଼ା,…

ପଞ୍ଚ ମହାଭୂତ

ଲେଖା: ଶିଶିର ସାହୁ ମନୋଜ ସାଂଖ୍ୟଶାସ୍ତ୍ରରେ ପ୍ରକୃତି “ପଞ୍ଚ ମହାଭୂତ”ରୁ ସୃଷ୍ଟି ହୋଇଥିଵା କୁହାଯାଇଛି, ତାହା ହେଲା:- ● ଵାୟୁ ● ଅଗ୍ନି ● ଜଳ ● ପୃଥିଵୀ ● ଅନ୍ତରୀକ୍ଷଏଠାରେ ପ୍ରତ୍ୟେକ ତତ୍ତ୍ଵର ପାଞ୍ଚଟି ସ୍ଵରୂପ ଅଛି; ◆ ୧. ଅନ୍ତରୀକ୍ଷ କ. କାମ ଖ. କ୍ରୋଧ ଗ. ଲୋଭ ଘ. ମୋହ ଙ.…

ତେଲୁଣି ପୋକ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାରେ Julus ଜାତୀୟ ପାଞ୍ଚ ଛଅ ପ୍ରକାରର ପୋକ ଦେଖାଯାଆନ୍ତି, ସେମାନଙ୍କୁ ସାମୁହିକଭାଵେ ତେଲୁଣି ପୋକ କୁହାଯାଏ । ତୈଳିନୀ ଶବ୍ଦର ଓଡ଼ିଆ ସମଦ୍ଧୃତ ରୂପ ତେଲୁଣି କିନ୍ତୁ ତେଲୁଣୀ ଲେଖାଗଲେ ଏ ଶବ୍ଦର ଅର୍ଥ ଆମ ଭାଷାରେ ତେଲିର ସ୍ତ୍ରୀଵାଚକ ହୁଏ । ସିଧା ଝାଙ୍କାଳିଆ ବୁଦା ଓ…

ଅର୍ଚ୍ଚା

ଲେଖା: ଶିଶିର ସାହୁ ମନୋଜ ଶ୍ରୀମନ୍ଦିରର ଵିଭିନ୍ନ ଉତ୍ସଵ, ପର୍ଵପର୍ଵାଣୀ, ଯାତ୍ରାରେ ଶ୍ରୀଜିଉ’ଙ୍କର ମୁଖ୍ୟ ପ୍ରତିନିଧିତ୍ଵ କରନ୍ତି ଶ୍ରୀମଦନମୋହନ । ଏହାଙ୍କ ସହିତ ଶ୍ରୀରାମ, ଶ୍ରୀକୃଷ୍ଣ, ନୃସିଂହନାଥ ଓ ଭକ୍ତ ହନୁମାନ ଶ୍ରୀମନ୍ଦିର ଦକ୍ଷିଣିଘରେ ଵିରାଜମାନ ଅଛନ୍ତି । ଶ୍ରୀଜଗନ୍ନାଥ’ଙ୍କ ପୂଜା, ଅର୍ଚ୍ଚନା, ଉପାସନା ଓ ରୀତିନୀତି ଅନୁଯାୟୀ ଶ୍ରୀମଦନମୋହନ ଚର୍ଚ୍ଚିତ, ଅର୍ଚ୍ଚିତ, ପୂଜିତ ହେଉଥିଵା…

ଖିରିସାଣି

ଲେଖା: ଶିଶିର ସାହୁ ମନୋଜ ଯୁଗ ସହ ତାଳ ଦେଇ ସମାଜ ଓ ସଭ୍ଯତାରେ ପରିଵର୍ତ୍ତନ ଦେଖାଯାଏ । ସମାଜ ସହ ବଦଳେ ଉକ୍ତ ସମାଜରେ ପ୍ରଚଳିତ ଭାଷା ଓ ତହିଁର ଶବ୍ଦ ତଥା ତାହାର ଵ୍ଯଵହାର । ଆଜକୁ ପ୍ରାୟ ୧୦୦ ଵର୍ଷ ତଳେ ଭାରତରେ ଘୋଡ଼ା ମାନଙ୍କର ବହୁତ ଆଵଶ୍ଯକତା ଥିଲା, କିନ୍ତୁ…

ଗିହ୍ମା

ଲେଖା: ଶିଶିର ସାହୁ ମନୋଜ ପିତା ଗିହ୍ମା ଏହା ଏକ ଜାତୀୟ ଶାଗଗଛ । ଏହି ଶାଗଗଛକୁ ବାଲେଶ୍ଵରରେ ପିତାଗିହ୍ମା କୁହାଯାଏ ଏଵଂ ଏହାର ପତ୍ରରେ ତିଆରି  ଏକ ପ୍ରକାରର ଶାଗଭଜା ଵିଧିକୁ ଏଠାକାର ସ୍ଥାନୀୟ ଅଧିଵାସୀ “ଚଡ୍ ଚଡା଼” କହିଥାଆନ୍ତି । ଶାଗରେ ଆଳୁ, ବାଇଗଣ ଆଦି ପକାଇ ଭଜାଗଲେ ତାକୁ ଵାଲେଶ୍ଵରରେ ଚଡ୍…