Search Results for ଭାଷା

ଦାଦନ

ଲେଖା: ଶିଶିର ସାହୁ ମନୋଜ ଆଜିକାଲିରେ କିଛି ସରକାରୀ ଚାକିରିଆ, ଗଣମାଧ୍ଯମ ଓ ଧନିଘରର ଛୁଆ କୌଣସି ଵ୍ଯକ୍ତିର ବାହାର ରାଜ୍ଯରେ ଯାଇ କୌଣସି ବେସରକାରୀ ସଂସ୍ଥାରେ କାର୍ଯ୍ଯକରିବାକୁ ଦାଦନ ଖଟଣି କହିଦିଅନ୍ତି ! କିନ୍ତୁ ସତକଥା ହେଲା ଜଣେ ଓଡ଼ିଆ ଯଦି ଓଡ଼ିଶା ବାହାରେ କୌଣସି ଲିମିଟେଡ୍ ସଂସ୍ଥାରେ କାର୍ଯ୍ଯ କରେ ସେ ଆଦୌ…

ଗୁଞ୍ଜରା

ଲେଖା: ଶିଶିର ସାହୁ ମନୋଜ Buprestidae ପରିଵାରର ପୋକଗୁଡି଼କୁ ଇଂରାଜୀରେ jewel beetles ଓ ଆମ ଭାଷାରେ ଗୁଞ୍ଜରା ଵା ଗୁଞ୍ଜୁରା କୁହାଯାଏ । ଯେମିତି ଜୀଵ ଭେଦରେ ଉକୁଣୀଙ୍କ ଵିଭିନ୍ନ ଜାତି ରହିଛି ଠିକ୍ ସେଇଭଳି ଵୃକ୍ଷଭେଦରେ ଭିନ୍ନ ଭିନ୍ନ ଗୁଞ୍ଜରା ଦେଖାଯାଇଥାନ୍ତି । ଏହି ଜୀଵପରିଵାରର Sternocera ଜାତୀୟ ପୋକଙ୍କୁ ଆମେ ଚାକୁଣ୍ଡାଦି…

ସନ୍ଧ୍ୟା

ଲେଖା: ଶିଶିର ସାହୁ ମନୋଜ ଶିକ୍ଷିତ ଓଡ଼ିଆ ଲୋକଙ୍କ ମଧ୍ୟରେ ସଂଧ୍ୟା ଓ ସନ୍ଧ୍ୟା ମଧ୍ୟରେ କେଉଁଟି ଶୁଦ୍ଧ ଓ ସଠିକ ବୋଲି ବହୁ ଦିନ ହେବ ଏକ ଅନ୍ତହୀନ ତର୍କ ଵିତର୍କ ଲାଗିରହିଛି ! ଓଡ଼ିଆ ଲୋକେ ସାଧାରଣତଃ ସନ୍ଧ୍ୟା ଉଚ୍ଚାରଣ ଅନୁସାରେ ଲେଖିଥାନ୍ତି, ପୁଣି ବହୁ ଆଧୁନିକ ଭାଷାବିତ ମଧ୍ଯ ଏହାକୁ ଵ୍ୟାକରଣସିଦ୍ଧ…

ଖର

ଲେଖା: ଶିଶିର ସାହୁ ମନୋଜ ସମ୍ବଲପୁରୀରେ ପ୍ରଚଳିତ ଖରନ୍ ଶବ୍ଦର ମୂଳ ଖର ଏଵଂ ଏହି ଶବ୍ଦରୁ ଏ ଶବ୍ଦଟି ଆସିଛି । ମୁର୍ଦଙ୍ଗରେ ଖର ଦେଵା ଓ ଉତ୍ପାତ ହେଲେ ଖର ଛଡା଼ତେଲ ପିଟାମରା କରି ଦେଵା ହେଉଛି ଏହି ଖରନ୍ ଶବ୍ଦର ମୁଖ୍ୟ ଅର୍ଥ । ଏଇ ଶବ୍ଦର ଅନେକ ଅର୍ଥ ମଧ୍ୟରେ…

ProOdia

ଲେଖା: ଶିଶିର ସାହୁ ମନୋଜ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଯେତେବେଳେ ଆଭ୍ୟନ୍ତରୀଣ ବିରୋଧ ହେତୁରୁ ଦିଗହରା ହୋଇଯାଇଥିଲା, ସେତେବେଳେ ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଏହା ନବପଥରେ ଅଗ୍ରସର ହୋଇଥିଲା । ମଧୁସୂଦନ ଦାସ ଓଡ଼ିଶାରେ ଓଡ଼ିଆ ମାନଙ୍କ ମଧ୍ୟରେ ଏକ ସ୍ଵୟଂ ସମ୍ପୂର୍ଣ୍ଣ ଓଡ଼ିଆ ସ୍ଵାଭିମାନୀ ସ୍ଵଭାଵ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ ଯୋଉ…

ଧୂସି

ଲେଖା: ଶିଶିର ସାହୁ ମନୋଜ ଚୀନର ଜଣେ ଵୀରାଙ୍ଗନା 花木蘭 (ହୁଆ ମୁଲାନ)ଙ୍କୁ ଅଳ୍ପ ବହୁତେ ସମସ୍ତେ ଜାଣିଥିଵେ ।  ଏକାଦଶ ଵା ଦ୍ଵାଦଶ ଶତାବ୍ଦୀର ଲେଖକ Guo Maoqian ପ୍ରଥମେ ଏହାଙ୍କ ସମ୍ବନ୍ଧରେ ପ୍ରଚଳିତ ପୁରାତନ ଲୋକକଥାର ପଦ୍ଯାଵଳୀଗୁଡି଼କୁ ଲିଖିତ ଆକାରରେ ସଂଗ୍ରହ କରିଥିଲେ । ଐତିହାସିକଙ୍କ ଅନୁସାରେ ହୁଆ ମୁଲାନଙ୍କ କାହାଣୀ “ଉତ୍ତର…

ଲଵଣକର

ଲେଖା: ଶିଶିର ସାହୁ ମନୋଜ ଭାରତରେ ଲଵଣକର ଵିରୋଧୀ ଆନ୍ଦୋଳନର ଶଙ୍ଖନାଦ ପ୍ରଥମେ ଓଡ଼ିଶା ମାଟିରେ ହୋଇଥିଲା । କଟକ ମ୍ଯୁନିସିପାଲିଟି ପଡି଼ଆରେ ଏହି ଲଵଣକର ଓ ତତ୍କାଳୀନ ବଙ୍ଗଳା ପ୍ରଦେଶରୁ ନିମକମାହଲ ଉଠିଯାଇ ମାନ୍ଦ୍ରାଜ ପ୍ରଦେଶକୁ ମିଳିଵା ଵିପକ୍ଷରେ ପ୍ରତିଵାଦ ସଭାର ଆୟୋଜନ ହୋଇଥିଲା । ଏହି ସଭାର କେତେକ ଗୁରୁତ୍ୱପୂର୍ଣ୍ଣ କଥା ହେଲା:…

ଠକାର କଳି

ଲେଖା: ଶିଶିର ସାହୁ ମନୋଜ ଭିତରେ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାଵ ଥାଇ ଯେଉଁ ଲୋକ ଦେଖାଣିଆ କଳିଗୋଳ ଲାଗନ୍ତି ସେଇ ପ୍ରକାରର କଳି ଝଗଡ଼ାକୁ ଠକାର କଳି କୁହନ୍ତି । ଆମ୍ଭ ଦେଶରେ ଅତି ବୁଦ୍ଧିଆ ଲୋକଙ୍କ ଠାରୁ ଵିଧାନସଭା ଓ ସଂସଦଭଵନର ନେତା ଯାଏଁ ଏଭଳି ଅସଂଖ୍ୟ ଲୋକ ଅଛନ୍ତି ଯେଉଁମାନେ ଦାଣ୍ଡରେ ବାଟରେ…

ଲାଇସେନ୍ସ

ଲେଖା: ଶିଶିର ସାହୁ ମନୋଜ ସରକାର କିଂଵା ଅନ୍ଯ ସକ୍ଷମ ପ୍ରାଧିକରଣ ଦ୍ଵାରା କୌଣସି ଵ୍ଯକ୍ତି ଅଥଵା ପ୍ରତିଷ୍ଠାନକୁ ଵ୍ଯାପାର, ଵ୍ଯଵସାୟ ଅଵା ଉଦ୍ଯୋଗ ସ୍ଥାପିତ କରିଵା ପାଇଁ ଦିଆଯାଉଥିଵା ଅନୁମତିପତ୍ରକୁ ଲାଇସେନ୍ସ (License) କୁହାଯାଏ । ସ୍ଵାମ୍ଯ (petent) ଵା ରାଜପ୍ରଦତ୍ତ ଅଧିକାର ଥିଵା ଵ୍ଯକ୍ତି ଦ୍ଵାରା ନିଜ ଵସ୍ତୁ, ପ୍ରକ୍ରିୟା ଵା ଡିଜାଇନ…

ଉତ୍କଳ ଆହ୍ୱାନ

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଭକ୍ତକବିଙ୍କର ଏକ ଅନନ୍ୟ ସୃଷ୍ଟି ଉତ୍କଳ ଆହ୍ୱାନ ! ~ ଉତ୍କଳ ଆହ୍ୱାନ ~ ଉଠ ହେ ଉତ୍କଳବାସୀ, ଦୂରେ ଫିଙ୍ଗି ଦୁଃଖରାଶୀ, ଛେଦି ଜଡତାର ନାଗପାଶ, ସକଳ ଦୁରିତଜିଣା ବିଶ୍ଵରାଣୀ ବାଣୀ-ବୀଣା  ବାଜେ ପୂରି ଉତ୍କଳ ଆକାଶେ ହେ ନରନାରୀ ! ଅଶୋକ ଅଭୟ ସେ ସଂଗୀତ,…