Search Results for ଭାଷା

ନାଟ୍ୟକାର ଆପନ୍ନା ପରିଚ୍ଛା

ଲେଖା: ବିଷ୍ଣୁ ମୋହନ ଅଧିକାରୀ ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ ନାଟ୍ୟକାର ଆପନ୍ନା ପରିଚ୍ଛା । ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା। ୧୮୭୯ ମସିହା ମଇ ମାସ…

ପାଲା

ଲେଖା: ନିରଞ୍ଜନ ସାହୁ ପାଲା ! ଓଡ଼ିଶାର ନିଜସ୍ଵ ଲୋକସଂସ୍କୃତି !        ସଂସ୍କୃତି ଏକ ବେଗଗାମୀ ସ୍ରୋତସ୍ଵିନୀ । ଏହା ଚିର ପ୍ରବହମାନ । ଉନ୍ନତ ଚିନ୍ତା, ମାର୍ଜିତ ରୁଚି, ଶାଳୀନତା ଯୁକ୍ତ ପରମ୍ପରା – ଏ ସବୁକୁ ନେଇ ପ୍ରକାଶିତ ହୁଏ ସଂସ୍କୃତି । ପର୍ବତ କନ୍ଦରରୁ କଳକଳ ନାଦ କରି ବହି ଆସୁଥିବା…

ଚନ୍ଦ୍ରମୋହନ ମହାରଣା

ଲେଖା: ନିରଞ୍ଜନ ସାହୁ ଜାତୀୟ ଚରିତ୍ର ଗଠନରେ ଶିକ୍ଷା ହିଁ ଏକ ସୁଦୃଢ଼ ଭିତ୍ତି, ଏହା ସର୍ବଥା ସ୍ଵୀକାର୍ଯ୍ୟ । ଜାତୀୟ ଚରିତ୍ର ବ୍ୟତୀତ ଜାତୀୟ ଜୀବନ ଶୁଦ୍ଧ, ପୂତ, କ୍ରିୟାଶୀଳ ଓ ଶକ୍ତିଶାଳୀ ହୋଇ ନପାରେ । ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଲୋକଙ୍କୁ ଶିକ୍ଷିତ, ସଂଗଠିତ, ଐକବଦ୍ଧ କରିପାରିଲେ ଜାତୀୟ ଶିକ୍ଷାର ବିକାଶ…

ଜଗତେ କେବଳ

ସୌରଭିତ ସୃଷ୍ଟି: କବିସୂର୍ଯ୍ୟ ବଳଦେବ ରଥ ରାଗ ‘ଆଷାଢ଼ ଶୁକ୍ଳ’ ତଥା ‘ଆଦ୍ୟଯମକ’ ଅଳଙ୍କାରରେ ସୌରଭିତ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କବିତା ଜଗତେ କେବଳ . .  ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ । କଟିଳ କରି ସ୍କନ୍ଧ ରୋମରାଜି, ଶିଖରୀ ଦରୀରେ ମରୁ ଗରଜି କୁଟିଳ କରି ଭ୍ରୁକୁଟିକୁ…

ଗଦ୍ୟଶିଳ୍ପୀ ଫକୀରମୋହନ

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀରେ ଭାରତରେ ନବଜାଗରଣ ବା ରେନେସାଁର ପ୍ରବାହ ଐତିହାସିକମାନେ ନିର୍ଣ୍ଣୟ କରିଛନ୍ତି । ଆଧୁନିକ ଯୁଗରେ ମନୁଷ୍ୟର ନୂତନ ଚିନ୍ତାଧାରାର ଉତ୍ସ ହିଁ ରେନେସାଁ । ମଧ୍ୟଯୁଗୀୟ ଭାରତୀୟ ଚିନ୍ତା ପ୍ରଧାନତଃ ଈଶ୍ୱର ଓ ଧର୍ମକୈନ୍ଦ୍ରିକ । ଏହି ଚିନ୍ତାର ବିପରୀତଧର୍ମୀ ଭାବେ ହିଁ ଆରମ୍ଭ ହୋଇଥିଲା ନବଜାଗରଣ ବା…

ମଧୁବାବୁ

ଲେଖା: ଅଂଶୁମାନ ମହାରଣା                                                                               ନିଃସନ୍ଦେହରେ ଏହା କୁହାଯାଇ ପାରେ ଯେ, ମଧୁବାବୁ ଓଡ଼ିଆ ଜାତୀୟତାବାଦର ଜଣେ ନିଖୁଣ ଶିଳ୍ପୀ । ଜାତୀୟଗୌରବ ମଧୁସୂଦନଙ୍କୁ ବାଦ ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପରିକଳ୍ପନା କରାନଯାଇ ପାରେ ।…

ସାଧୁ ସୁନ୍ଦର ଦାସ

ଲେଖା: ନିରଞ୍ଜନ ସାହୁ ଭାରତବର୍ଷର ଉତ୍କଳ ଖଣ୍ଡରେ ବହୁ ସାଧୁ, ସନ୍ଥ ଜନ୍ମ ନେଇ ଏହାର ସଂସ୍କୃତି, ଧର୍ମ, ସାମାଜିକ ପ୍ରଥା, ସାହିତ୍ୟ ଇତ୍ୟାଦିକୁ ପ୍ରଭାବିତ କରିବା ସହ ଅନେକ କିଛି ଦାନ କରିଯାଇଛନ୍ତି । ଦେଶର ପ୍ରତ୍ୟେକ ରାଜ୍ୟ, ଅଞ୍ଚଳରେ ଏମାନଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ । ତେବେ ଆଲୋଚନା, ପର୍ଯ୍ୟାଲୋଚନାର କ୍ଷେତ୍ରକୁ…

ଦକ୍ଷିଣଓଡ଼ିଶାର ବାକ୍ୟବୈଶିଷ୍ଟ୍ୟ

ଗବେଷଣା ଓ ଉପସ୍ଥାପନା: ବିଷ୍ଣୁମୋହନ ଅଧିକାରୀ ସାଧାରଣତଃର ଗଞ୍ଜାମିଆ ଓ କୋରାପୁଟିଆ ଲୋକଙ୍କୁ ମାନକ ଓଡ଼ିଆ ଭାଷୀଙ୍କଠାରେ ତାତ୍ସଲ୍ୟର ପାତ୍ର ହେବାକୁ ପଡ଼େ। କେତେବେଳେ ଯଦିଓ କେହି “ମୁଁ ଖାଇବି ନାହିଁ”କୁ “ମୁଁ ଖାଇବାର ନାହିଁ” କହିଦିଅନ୍ତି, ତେବେ ଦକ୍ଷିଣ ଓଡ଼ିଶାର ଲୋକଟିକୁ ଅନେକ ହସରେ ଉଡ଼ାଇ ଦିଅନ୍ତି । ତେବେ ସତରେ କଣ ଦକ୍ଷିଣ…

ନିର୍ମଳ ମୁଣ୍ଡା

ଲେଖା: ନୂର ନିରଞ୍ଜନ  ଗାଙ୍ଗପୁର ରାଜ୍ୟ । ଅଧୁନା ସୁନ୍ଦରଗଡ଼ ଓ ପାନପୋଷକୁ ନେଇ ଗଠିତ ହୋଇଥିଲା ଗାଙ୍ଗପୁର ରାଜ୍ୟ। ଏହା ସେତେବେଳେ ଥିଲା ସମ୍ବଲପୁର ଅଧୀନରେ। ମାତ୍ର ୧୯୦୫ ମସିହାରେ ଏହି ରାଜ୍ୟ ଛୋଟନାଗପୁର ଅଞ୍ଚଳର ପରିସରଭୁକ୍ତ ହେଲା ଓ ଜଣେ ପଲିଟିକାଲ ଏଜେଣ୍ଟଙ୍କ ଦ୍ଵାରା ପରିଚାଳିତ ହେଲା ।  ଏହି ରାଜ୍ୟର ଅଧିକାଂଶ…

ତୁମେ କେତେ ଜଣ

ଲେଖା: ଦେଵ ତ୍ରିପାଠୀ ଭାରତବର୍ଷରେ ମୁକ୍ତି ସଂଗ୍ରାମର କାହାଣୀ ଯେପରି ଅଶ୍ରୁଳ ଓ ବେଦନାଦାୟକ, ସେହିପରି ରୋମାଞ୍ଚକର ଓ ପ୍ରେରଣାପ୍ରଦ । ସ୍ବାଧୀନତା ପ୍ରାପ୍ତିର କେଇ ଦଶନ୍ଧି ମଧ୍ୟରେ ସେ ସଂଗ୍ରାମ ଓ ତ୍ୟାଗର ଇତିହାସ ଆଜି ବିସ୍ମୃତ । କିନ୍ତୁ ଦିନେ ଦେଶର ମୁକ୍ତି ପାଇଁ ବହୁ ଉଚ୍ଚଶିକ୍ଷିତ ନିଜ ପରିବାରକୁ ଦାରିଦ୍ର୍ୟ, ପୀଡ଼ନ…