Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ପରମ୍ପରାର ସଂରକ୍ଷକ ଭାବେ ନିଜକୁ ସମର୍ପିତ କରିଦେଇଥିବା ଓଡ଼ିଆ ମଣିଷ ବିଛନ୍ଦ ଚରଣ ପଟ୍ଟନାୟକ ଏ ଜାତିର ଚିରନମସ୍ୟ । “ଜ୍ଞାନର କି ଆଶ୍ଚର୍ଯ୍ୟ ପ୍ରଭାବ ! ବିଦ୍ୟାର କି ମନୋହର ମୂର୍ତ୍ତି ! ବିଦ୍ୟାହୀନ ମନୁଷ୍ୟ, ମନୁଷ୍ୟ ନୁହେଁ । ବିଦ୍ୟାହୀନର ମନରେ ଗୌରବ…

ଲେଖା: ନିରଞ୍ଜନ ସାହୁ “ପ୍ରଚଣ୍ଡ ମାର୍ତ୍ତଣ୍ଡ ତାପେ ଦଗ୍ଧକ୍ଲିଷ୍ଟ କ୍ଲାନ୍ତି ପଥଶ୍ରାନ୍ତ ପାନ୍ଥେ ଦେଉ ଛାୟା ଅବିଶ୍ରାନ୍ତ ମହତ ହିତ ବ୍ରତର ଏ କି ତୋ ଦୃଷ୍ଟାନ୍ତ ! ଶିଖାଅ ହେବି ତୋ ସମ ସୁବିନୀତ ନମ୍ର ମନ ଅକାତରେ ଭବସେବା ଯାଉଥିବି କରି ମୋ କ୍ଷୁଦ୍ର ଆୟାସେ ବହୁ କ୍ଲେଶ ନେବି ହରି ପ୍ରତିଦାନେ…

ଲେଖା: ନିରଞ୍ଜନ ସାହୁ ସେ ଥିଲେ ଜଣେ ଗୃହୀ ବୈଷ୍ଣବ । ବୈଷ୍ଣବ ଜନୋଚିତ ନମ୍ରତାର ପରିଚାୟକ ମଣିଷ ଗୋଟିଏ । ସେଥିପାଇଁ ନିଜର ବାସସ୍ଥାନ, ପରିବାର ସମ୍ପର୍କରେ ଏକାନ୍ତ ଭାବରେ ନୀରବ । ତେଣୁ ରହସ୍ୟ ଘେର ଭିତରେ ରହିଗଲେ ରହସ୍ୟ ମଞ୍ଜରୀର କବି । ଏମିତିକି ତାଙ୍କର କାଳ ନିରୂପଣ ମଧ୍ୟ ଆଜି…

~ କୃଷ୍ଣପ୍ରସାଦ ବସୁ ~ ଲେଖା: ଅମୃତେଶ ଖଟୁଆ “ଉଠ ଗୋ ଉତ୍କଳ-କମଳା, ଧନଧାନ୍ୟ ବରାଭୟ-ଦାୟିନୀ ତବ ଶଙ୍ଖ-କମଳ-ଦଳବାରି ଢାଳ କଳକଳ ସେ ଏହି ମେଦିନୀ। ଜନନୀ ଗୋ, କେତେ ଯୁଗ ବିତିଗଲାଣି ବଣିଜ କୃଷକ, ଶିଳ୍ପୀ ମୁଖଶାଳା, ଉତ୍କଳ କଙ୍କାଳ ହେଲାଣି।” ଓଡ଼ିଆମାଟିର ସ୍ଵନାମଧନ୍ଯ କଳାବିତ୍। ଉଚ୍ଚ ବୁନିଆଦି ବଂଶଜଙ୍କ…

ଲେଖା: ନିରଞ୍ଜନ ସାହୁ ସେ କବି ! ମଧୁମୟ ସୁର-ଜାହ୍ନବୀ-ଧାରା କେତେବେଳେ ଅନ୍ତରରୁ ନିଃସୃତ ହୋଇ ବିଶ୍ଵକୁ ଦିବ୍ୟ ରସରେ ପରିପୂର୍ଣ୍ଣ କରିଦିଏ ତ କେତେବେଳେ ଆକାଶରୁ ଉତ୍ତପ୍ତ ତାରାପୁଞ୍ଜକୁ ତୋଳି ଆଣି ଈଶ୍ଵରଙ୍କ ଗଳାରେ ଲମ୍ବାଇ ଦେଇ ପାରେ ! ସେ କବି ! କବିତାର କୂହୁକ ବଳରେ ରବି ତଳେ ପ୍ରଳୟ ରଚନା…

ଲେଖା: ନିରଞ୍ଜନ ସାହୁ ମାଦଳାପାଞ୍ଜି ମୂଖ୍ୟତଃ ତିନିଗୋଟି ରାଜବଂଶର କଥା କହେ । ~ ଗଙ୍ଗବଂଶ ~ ଏଥିରେ ୩୫ ଜଣ ରାଜାଙ୍କ ବିବରଣୀ ରହିଛି। ଏହି ଗଙ୍ଗବଂଶର ବିବରଣୀରେ ସେମାନଙ୍କ କୀର୍ତ୍ତି, ଜଗନ୍ନାଥ ମନ୍ଦିରର ବିବରଣୀ ଓ ରାଜ୍ୟ ଶାସନ ବୃତ୍ତାନ୍ତ ପ୍ରଭୃତି ରହିଛି। ଗଙ୍ଗବଂଶ ରାଜତ୍ଵର ସୀମା ୧୦୫୪ ଶକାବ୍ଦରୁ ୧୪୮୩ ଶକାବ୍ଦ…

ଲେଖା: ନିରଞ୍ଜନ ସାହୁ ~ ମାଦଳାପାଞ୍ଜିର ଐତିହାସିକ ମୂଲ୍ୟ ~ ମାଦଳାପାଞ୍ଜି ନିଚ୍ଛକ ଇତିହାସ ନ ହେଲେ ସୁଦ୍ଧା ଏହାକୁ ଭିତ୍ତି କରି ଯେ ଓଡ଼ିଶାର ଇତିହାସ ରଚନା କରାଯାଇପାରେ, ଏକଥା ବହୁ ପ୍ରାଚୀନ କାଳରୁ ଐତିହାସିକମାନେ ପ୍ରମାଣ କରିଯାଇଛନ୍ତି। Andrew Stirling ମହୋଦୟ ପ୍ରଥମେ 1825 ମସିହାରେ Asiatic Research Journal ରେ…

~ ଋକ୍ମିଣୀ ବିଭା ~ ସୌରଭିତ ସୃଷ୍ଟି: କବି କାର୍ତ୍ତିକ ଦାସ ପ୍ରାଚୀନ ଓଡ଼ିଆ ସାହିତ୍ୟର ଏକ ଅନନ୍ୟ ନିଦର୍ଶନ, କାର୍ତ୍ତିକ ଦାସଙ୍କ ରଚିତ ‘ଋକ୍ମିଣୀ ବିଭା’ କାବ୍ୟର ପ୍ରଥମ ଛାନ୍ଦ ଏଠାରେ ଉଲ୍ଲେଖ କରୁଅଛି। ଏଥି ସହ ଦେଉଛୁ କାର୍ତ୍ତିକ ଦାସଙ୍କ ସମ୍ବନ୍ଧରେ କିଛି ପରିଚୟ । ~ କବି ପରିଚୟ ~ ସରଳ…

ଲେଖା: ନିରଞ୍ଜନ ସାହୁ ବିନୋଦ କାନୁନଗୋ ! ୧୯୫୨ ମସିହାରେ ଗୋଟିଏ ଟଙ୍କା ହାତରେ ଧରି, ନିର୍ବାଚନୀ ବୈତରଣୀ ପାର ନ ହୋଇ ପାରି, ମାତ୍ର ଦଶମ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଥାଇ ଜଣେ ସ୍ଵପ୍ନ ଦେଖିପାରନ୍ତି ଓଡ଼ିଆ ଭାଷାରେ ଜ୍ଞାନକୋଷ ପରି କୋଣାର୍କ ତିଆରି କରିବା ପାଇଁ ! କେତେ ମନୋବଳ ଦୃଢ଼ ହୋଇପାରେ…

~ କବି ଅନନ୍ତ ପଟ୍ଟନାୟକ ~ ଲେଖା: ଅମୃତେଶ ଖଟୁଆ “ମୁଁ ଏଇ ଜନ୍ମିଲି ଆରେ, ଉତ୍ସବରେ ବନ୍ଧୁକ କ୍ରୀଡାରେ, ନବତମ ଯାତ୍ରୀ ମୁହିଁ, ବାପା ମୋର ଭାଇ ମୋର, ଏ ନିଅ ମଥା ମୋର ଆଜି।” ** ** ** ** ** ** ଆସିଛି ମୁଁ ଆସିଛି, ଯାଚଜ୍ଞାର ଅର୍ଜିସ୍ତୂପ ଠେଲି ମୁଁ…