Physical Address
Sai Samarpanam, Satya Vihar, Bhubaneswar

ଲେଖା: ବନ୍ଧନ ଦଳେଇ ଓଡିଆ ନାଟ୍ୟ ସାହିତ୍ୟର ବିକାଶରେ ଲୀଳା, ସୁଆଙ୍ଗ, ଗୀତିନାଟ୍ୟ, ଗୀତାଭିନୟ ନୃତ୍ୟଗୀତ ଉତ୍କଳୀୟ ନାଟ୍ୟକଳାର ଶ୍ରେଷ୍ଠ ନିଦର୍ଶନ ଏଥିରେ ସନ୍ଦେହ ନାହିଁ। ଏସବୁ ଉତ୍କଳୀୟ ନାଟ୍ୟ ପରମ୍ପରାର ଅଗ୍ରଗତି କରାଇବାରେ ଯାହାଙ୍କ ବିଶିଷ୍ଟ ଭୂମିକା ରହିଛି, ସେ ହେଉଛନ୍ତି ଗଣକବି ବୈଷ୍ଣବ ପାଣି। କଟକ ଜିଲ୍ଲା ବିରୂପାନଦୀ କୂଳସ୍ଥ ମାହାଙ୍ଗା ଥାନା…

ଲେଖା: ନିରଞ୍ଜନ ସାହୁ ଭାରତବର୍ଷର ଉତ୍କଳ ଖଣ୍ଡରେ ବହୁ ସାଧୁ, ସନ୍ଥ ଜନ୍ମ ନେଇ ଏହାର ସଂସ୍କୃତି, ଧର୍ମ, ସାମାଜିକ ପ୍ରଥା, ସାହିତ୍ୟ ଇତ୍ୟାଦିକୁ ପ୍ରଭାବିତ କରିବା ସହ ଅନେକ କିଛି ଦାନ କରିଯାଇଛନ୍ତି । ଦେଶର ପ୍ରତ୍ୟେକ ରାଜ୍ୟ, ଅଞ୍ଚଳରେ ଏମାନଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ । ତେବେ ଆଲୋଚନା, ପର୍ଯ୍ୟାଲୋଚନାର କ୍ଷେତ୍ରକୁ…

ଲେଖା: ବିଷ୍ଣୁମୋହନ ଅଧିକାରୀ ଗଜପତିଙ୍କ ଗଡ଼ରେ ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର ପ୍ରଥମେ ହୁଏ ଶ୍ରୀ ସମ୍ପ୍ରଦାୟ ଦ୍ଵାରା। ଭାରତୀୟ ଚାରି ସମ୍ପ୍ରଦାୟ ହେଲା ଶ୍ରୀ, ବ୍ରହ୍ମ, ସନକ ଓ ରୁଦ୍ର। ମୂଳତଃ ଖେମୁଣ୍ଡି ଅଞ୍ଚଳରେ ବ୍ରହ୍ମ ଓ ଶ୍ରୀ ସମ୍ପ୍ରଦାୟ ଦୁଇଟିର ମଠ ବହୁଳ ଦେଖାଯାଏ। ଏହାର ଆଚାର୍ଯ୍ୟ ହେଲେ ଶ୍ରୀ ରମାନୁଜାଚାର୍ଯ୍ୟ ଓ…

ଲେଖା: ଦେଵ ତ୍ରିପାଠୀ ୧୮୩୭ ସନ୍ । କଟକ । ଓଡ଼ିଶାରେ ଆଧୁନିକ ଶିକ୍ଷାର ପ୍ରସାର ଏବଂ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଣୟନ ଦିଗରେ ବ୍ରିଟିଶ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ନିଶ୍ଚିତଭାବେ ଥିଲା ପ୍ରଶଂସନୀୟ । ସେତେବେଳେ ଓଡ଼ିଶାରେ ଛାପାଖାନା ନ ଥିଲା ! ଓଡ଼ିଆ ପୁସ୍ତକର ଅଭାବ ଥିଲା, ଓଡ଼ିଆ ପିଲାଏ ବିଦ୍ୟାଳୟରେ ବଙ୍ଗାଳୀ ପୁସ୍ତକମାନ…

ସୌରଭିତ ସୃଷ୍ଟି: ନୃସିଂହ ଚରଣ ସାହୁ ଛାତ୍ରାବସ୍ଥାରୁ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଅନୁରାଗୀ । ଜନ୍ମମାଟି ପାଇଁ କିଛି କରିବାର ଆକାଙକ୍ଷା ପ୍ରବଳ । ଐଶ୍ୱରୀୟ ଆଶୀର୍ବାଦ ତାଙ୍କୁ ଆଉଟିକେ ବାଟ କଢ଼େଇ ଆଣିଲା । ହାଇସ୍କୁଲ ଛାତ୍ର ଥିବାବେଳେ ସାନିଧ୍ୟ ଲାଭ କଲେ ଅଦ୍ୱିତୀୟ ଗାନ୍ଧୀବାଦୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କର । ପରିଚିତ…

ଲେଖା: ନିରଞ୍ଜନ ସାହୁ ୧୯୩୪ ମସିହାରେ ଆରମ୍ଭ ହେଲା ଗାନ୍ଧିଜୀଙ୍କ ପଦଯାତ୍ରା ଓଡ଼ିଶାର ପୁରୀରୁ । ପୁରୀରୁ କାଜିପାଟଣା ଆସିବା ରାସ୍ତାରେ ତେଲେଙ୍ଗାପେଣ୍ଠରେ ରହିଲେ ବାପୁ । ରହଣିର ସବୁ ବ୍ୟବସ୍ଥା କରୁଥିଲେ ମା’ ରମାଦେବୀ ଓ ତାଙ୍କର ଜଣେ ସହକର୍ମୀ । ଟିକେ ଅବସର ପାଇଲେ ଗାନ୍ଧିଜୀଙ୍କୁ କିଛି ପ୍ରଶ୍ନ କରିବାକୁ ମନସ୍ଥ କଲେ…

ରଚନା: ଡ. ସନତ କୁମାର ଦାସ [କାଳଜୟୀ କାଳୀଜାଇ ଗାଥା କବିତାର କବି, ସତ୍ୟବାଦୀ ବନବିଦ୍ୟାଳୟର ସାଧକ, ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କୁ ଶ୍ରଦ୍ଧାଞ୍ଜଳି ବାଢ଼ିଦେଲା ବେଳେ ରସଗ୍ରାହୀ ହୃଦୟବନ୍ତମାନଙ୍କୁ ଅନୁରୋଧ, ଏ’ କାଳୀଜାଇ କବିତାର ଅନ୍ତଃସ୍ବର “କାଳୀଜାଇ: ଇପ୍ସିତ ଝଡ଼ର ଦେବୀ” ଶୁଣିବା ହେବେ । ] ~ କାଳୀଜାଇ: ଇପ୍ସିତ ଝଡ଼ର ଦେବୀ ~…

ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ ପାଲି ଭାଷାର ଦକ୍ଷିଣ ପୂର୍ବ ଅପଭ୍ରଂଶକୁ ଔଡ୍ରୀ ଅପଭ୍ରଂଶ କୁହାଯାଉଥିବାର ଅନେକ ପ୍ରମାଣ ମିଳେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରଜା ଵା ଉଡ୍ର ଵିଭାଷାର ଉଲ୍ଲେଖ ଅଛି ଯଥା: “ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ । ୬ ********** ଆଵନ୍ତୀ ଦାକ୍ଷିଣାତ୍ୟାଚ ତଥା…

ଲେଖା: ନିରଞ୍ଜନ ସାହୁ “ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ ନିସଙ୍ଗତା ପ୍ରତ୍ୟେକ ଜୀବନରେ ଆସେ – ଏହା ପ୍ରାୟ ସାର୍ବଜନୀନ । ତେବେ ପିତୃ-ମାତୃ-ଭ୍ରାତୃହୀନ ଏକ ନିସଙ୍ଗ ତରୁଣକୁ ଯେଉଁମାନେ ସଖ୍ୟଦାନ କରି ତାକୁ ଅନୁଗୃହୀତ କଲେ, ତାଙ୍କର ମହିମ୍ନ ସ୍ତବ ଗାଇବା ତା’ ପକ୍ଷରେ କି ବିଚିତ୍ର ବ୍ୟାପାର ?” (ଧୂପ…

ଲେଖା: ଦେଵ ତ୍ରିପାଠୀ ଗୋପଠାରୁ ମାତ୍ର ୩କି.ମି ଦୂରର ବୟାଳିଶବାଟି ଗ୍ରାମ । ସେ ଗ୍ରାମରେ ଅବସ୍ଥିତ ମହାର୍ଘ କାରୁକାର୍ଯ୍ୟରେ ଭରା ଏକ ଭବ୍ୟ ଅଥଚ ଅବହେଳିତ, ଅପାଙ୍କ୍ତେୟ ମନ୍ଦିର ! ପ୍ରାଚୀନଦୀ ଅବବାହିକାରେ ଏହି ସୁନ୍ଦର ମନ୍ଦିରଟି ତତ୍କାଳୀନ ଗଙ୍ଗବଂଶୀ ରାଜାମହାରାଜାଙ୍କ (ଚୋଡ଼ଗଙ୍ଗ, ଲାଙ୍ଗୁଳା ନରସିଂହ ଦେବ ଇତ୍ୟାଦି) ଇଷ୍ଟଦେବୀ ମା’ ଗଙ୍ଗେଶ୍ୱରୀଙ୍କ…