Search Results for ଉତ୍କଳ ସାହିତ୍ୟ

କୃଷ୍ଣପ୍ରସାଦ ବେହେରା   

ଲେଖା: ଯଦୁନାଥ ପଣ୍ଡା “ନର୍ଦ୍ଦମା ପାଶେ ବାରବୁଲା ଡାକେ ହାଇ ମାରେ ବସି ବଣିକ ଶକୁନ ଶାସନ ଅବସାନ କର ଯୁଗର ଦାବି ୟେ ଶାସକ ………….. ଖଣିର ହଣାଳି ଟେକିଛି ନିହାଣ କୃଷକ କୋଦାଳ ଛାଡିଛି ପ୍ରଗତିର ଘୋଡା ଚଇତକ ଛୁଟେ ଝଡର ଇଗଲ ମାତିଛି ମାନିବୁନି ଆମେ ବିଧାତା ଶାସନ ନିୟତିର ହେବୁ…

ପଣ୍ଡିତ ଗୋପବନ୍ଧୁ

ଲେଖା: ବୁଦ୍ଧଦେବ ପ୍ରଧାନ ଉଣେଇଶ ଶହ ଅଠେଇଶ ଜୁନ ସତର ତାରିଖ, ତିଥି ଅନୁସାରେ ଆଷାଢ଼ ଅମାବାସ୍ୟା, ନେତ୍ରଉତ୍ସବରେ “ସମାଜ” ସେହିଦିନ ଠାରୁ ଶ୍ରାଦ୍ଧ ପାଳନ କରୁଛି I ଓଡ଼ିଆ ଜାତି ପାଇଁ ସ୍ମୃତି ବହନକାରୀ ସ୍ମୃତିତର୍ପଣ ଦିବସ, ଆତ୍ମସମୀକ୍ଷାର ଦିବସ I ଓଡ଼ିଆ ଜାତିର ଚୀର ନମସ୍ୟ, ଚୀର ପୂଜନୀୟ, ନମସ୍ୟ ଦୂରଦ୍ରଷ୍ଟା ମହାମନୀଷୀ…

ଗୋପାଳଚନ୍ଦ୍ର ପ୍ରହରାଜ

ଲେଖା: ଦେଵ ତ୍ରିପାଠୀ “ପାଇଲି ଅସଲ ଚିଜ ହେଉ ତାହା ଛଡ଼ା, ନିରୋଳ ଓଡ଼ିଆ କଥା ଥିଲା ମୋର ଲୋଡା, ପଢିଲି ସାହିତ୍ୟ ବସି ପହରେକ ଆଜ, ଠିକ୍ ଠିକ୍ ଗାଇ ଯାଇଛନ୍ତି ପ୍ରହରାଜ . . “ ଯାହାଙ୍କ ପ୍ରଶଂସାରେ ବ୍ୟାସକବି ଫକୀରମୋହନ ଏପରି ଶତମୁଖ ହୋଇପଡ଼ିଥିଲେ, ସେଇ ମହାନ ସ୍ରଷ୍ଟା କିନ୍ତୁ ଆମ…

କେଦାରନାଥ ମହାପାତ୍ର

ଲେଖା: ନିରଞ୍ଜନ ସାହୁ କଥାରେ ଅଛି, “ଆଳୁ ଖୋଳୁ ଖୋଳୁ ମହାଦେବ !” ମନରେ ଆଶା ବାନ୍ଧିଥିବା ଗୋଟିଏ କ୍ଷୁଦ୍ରାତିକ୍ଷୁଦ୍ର ବସ୍ତୁ ପାଇଁ ଶ୍ରମ କରିବା ବେଳକୁ ତା’ଠାରୁ ଅନେକ କିଛି ଅଧିକ ମିଳିଗଲେ ଆଶା ଆଉଟିକେ ବଢ଼େ, ସମ୍ଭାବନା ଦୁଇ ଗୁଣ ହୋଇଯାଏ ଏବଂ ମହାନନ୍ଦ ଭରିଯାଏ ମନରେ । ଏବେ ଟିକେ ଆସନ୍ତୁ…

ଏକାଳ ଆଉ ନୋହେ ସମ୍ଭାଳି

ସୌରଭିତ ସୃଷ୍ଟି: କର୍ମବୀର ଗୌରୀଶଙ୍କର ରାୟ ଆମ ରାଜ୍ୟର ସାଂସ୍କୃତିକ ବିପର୍ଯ୍ୟୟ ସେ ସମୟରେ କିପରି ହୋଇଥିଲା ତାହାର ଏକ ଉଦାହରଣ ହିଁ ଏଇ କବିତା ‘ଏକାଳ ଆଉ ନୋହେ ସମ୍ଭାଳି’, ସ୍ଥାନ ପାଇଥିଲା ଉତ୍କଳ ଦୀପିକା ପୃଷ୍ଠାରେ, ରଚିଥିଲେ କର୍ମବୀର ଗୌରୀଶଙ୍କର ରାୟ . .  ଉତ୍କଳ ଦୀପିକା ପ୍ରଥମେ ୦୪/୦୮/୧୮୬୬ ମସିହାରେ କଟକ…

ଭକ୍ତକବି ମଧୁସୂଦନ

ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ ଲେଖୁଛେ କିମ୍ବା ନିଜକୁ ଓଡ଼ିଆ ବୋଲି କହି ଗର୍ବିତ ଅନୁଭବ କରୁଛେ, ତାହା ପଛରେ ଅନେକ ମହାନ ଓ ମହତ ପୁରୁଷ ମାନଙ୍କର ନିସ୍ଵାର୍ଥପର ସେବା ମନୋବୃତ୍ତି ଓ ବଳିଦାନ ଲୁଚି ରହିଛି . . ! ସେହି ଭଳି ନିସ୍ଵାର୍ଥପର…

ଓଡ଼ିଆ ପତ୍ରପତ୍ରିକା

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ପତ୍ରପତ୍ରିକା ଜଗତର ପୁନଃ ଉଜ୍ଜୀବିତ ହେବା ସମୟର କଥା ! ଏ ନୂତନ ଆନ୍ଦୋଳନରେ ଯୋଗ ଦେଇଥିଲେ କେତେ କେତେ ନବ୍ୟ ସଭ୍ୟ ଯୁବକ ! ~ ବିଜ୍ଞାନ ଦର୍ପଣ ~ କଟକର କିଛି ବିଜ୍ଞାନ ପଢ଼ୁଆ ଧୀମାନ୍ ତରୁଣଙ୍କ ଉଦ୍ୟମରେ ଶିଶୁ କିଶୋର ତଥା ବିଜ୍ଞାନ ପାଠ ଆଶାୟୀ…

ଓଡ଼ିଆ ପତ୍ରପତ୍ରିକା

ଲେଖା: ଦେଵ ତ୍ରିପାଠୀ ଉନବିଂଶ ଶତାବ୍ଦୀର ସତୁରୀ ଓ ଅଶୀ ଦଶକ ବାସ୍ତବିକ ଓଡ଼ିଆ ପତ୍ରପତ୍ରିକା ଜଗତ ନିମନ୍ତେ ଥିଲା ସଂଘାତ ଓ ସଂଘର୍ଷର ଯୁଗ ! କଟକ ମାଟିରେ #ଉତ୍କଳ_ଦୀପିକା ଭାଷାପ୍ରେମକୁ ନେଇ ଯେଉଁ ନବଉନ୍ମାଦନା ଓ ନବଚେତନାର ଉନ୍ମେଷ ସୃଷ୍ଟି କରିଥିଲା, ସେଥିରେ ଯୋଡ଼ି ହେଇଥିଲା ବହୁ ଐତିହାସିକ ଘଟଣା ! ସେ…

ଗୋପାଳ ଛୋଟରାୟ

ଲେଖା: ଦେଵ ତ୍ରିପାଠୀ ଓଡ଼ିଶାର ମଞ୍ଚ, ବେତାର, ଦୂରଦର୍ଶନ ନାଟକ, ଗୀତିନାଟ୍ୟ ଓ ଚିତ୍ରନାଟ୍ୟ ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ଅନନ୍ୟ ସ୍ରଷ୍ଟା ଗୋପାଳ ଛୋଟରାୟ । ୧୯୪୨-୪୩ ମସିହା । ଦ୍ଵିତୀୟ ବିଶ୍ଵଯୁଦ୍ଧର ଚୁଡାନ୍ତ ପର୍ଯ୍ୟାୟ ! ଯେ କୌଣସି ସମୟରେ ଭାରତକୁ ଜାପାନ ଆକ୍ରମଣ କରିପାରେ ! ଭାରତ ସରକାର…

ଓଡ଼ିଆ ପତ୍ରପତ୍ରିକା

ଲେଖା: ଦେଵ ତ୍ରିପାଠୀ ~ ଉତ୍କଳ ହିତୈଷିଣୀ ~ ୧୮୬୮ ମସିହାରେ କଟକ ହିତୈଷିଣୀ ପ୍ରେସରୁ କାଳୀପଦ ବାନାର୍ଜୀଙ୍କ ସମ୍ପାଦନାରେ #ଉତ୍କଳ_ହିତୈଷିଣୀ ପତ୍ରିକା ପ୍ରକାଶିତ ହୋଇ ଓଡ଼ିଆ ପତ୍ରପତ୍ରିକା ଜଗତରେ ନୂତନ ଆଲୋକ ବର୍ତ୍ତିକା ସାଜିଥିଲା। ତେବେ ଉକ୍ତ ବର୍ଷଟି ଓଡ଼ିଆ ପତ୍ରପତ୍ରିକା ପାଇଁ ଥିଲା ଉଲ୍ଲେଖନୀୟ । ବାଲେଶ୍ଵରରୁ #ସାହିତ୍ୟପିତା #ବ୍ୟାସକବି #ଫକୀରମୋହନ ସେନାପତିଙ୍କ…