Search Results for ଆମେ ଓଡ଼ିଆ

କଂସାବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସାବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର ଧାମ । ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ବାଛିଥିଲେ ଭୋଜନ ପାଇଁ । ଆମ କଳାସାଆନ୍ତ ପରା ଭୋଜନ କରନ୍ତି ସୁନା ଥାଳିରେ । ତେଣୁ ଏଇ କଥାରୁ ଜଣାଯାଏ ଆମ ପରମ୍ପରା ସଂସ୍କୃତି ଚଳଣି…

କୋଳଥ ଡାଲି

ଲେଖା: ଡ. ଜୟଶ୍ରୀ ନନ୍ଦ ~ କୋଳଥ ଡାଲି ~ କଥାରେ କହନ୍ତି “ବିରି ମାଡ ଦେଖି କୋଳଥ ଚେପା”। ଉପରୋକ୍ତ ଲୋକକଥାଟିରୁ ତ ଆପଣ ଠଉରାଇ ସାରିବେଣି ଆଜି କାହା ଉପରେ ଏ ଲେଖା । ଆମ ଓଡ଼ିଆ ଘର ଖାଦ୍ୟ ଖୁବ୍ ସନ୍ତୁଳିତ ଖାଦ୍ୟ । ଓଡ଼ିଶା ଯେଣୁ କୃଷିଭିତ୍ତିକ ରାଜ୍ୟ ସମସ୍ତେ ପ୍ରାୟ…

ମୁଆଁ

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମୁଆଁ ~ ବାରମାସେ ତେର ଯାତ । ପୁନେଇଁପରବ ସବୁ ପଛକୁ ପଛ ବର୍ଷସାରା ଲାଗିଥାଏ ଆମ ଓଡ଼ିଆ ଘରେ । ହେଲେ ଶୀତଦିନରେ ଥଣ୍ଡାପଡେ ବୋଲି କି କ’ଣ ଅନ୍ୟ ୠତୁ ଅପେକ୍ଷା ଏ ଶୀତୠତୁରେ ଆମର ଖାଦ୍ୟ ସବୁ ଅଲଗା ହୋଇଥାଏ । ଶୀତରୁ ରକ୍ଷା…

ଚକୁଳି

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଚକୁଳି ~ “ଏଇଠି ଆମର ରୋଷେଇ ଘର ଏ ଘର ଭିତର ସଫା ସୁତର ଏଇ ଘରେ ମାଆ ପରିବା କାଟେ ବେସର ବାଟେ ଜାଇ ରଗଡେ ଶାଗ ଖରଡେ ଗଢଇ ପିଠା . . . ”  ଆମ ଓଡ଼ିଆ ଘରେ ପିଠାପଣା ପରା ବରଷକ ବାରମାସ…

ଗଇଁଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଗଇଁଠା ~ କଳାସାଆନ୍ତେ ଆମର ଖାଦ୍ୟପ୍ରିୟ ସଙ୍ଗୀତପ୍ରିୟ ଋତୁପ୍ରିୟ ଫୁଲପ୍ରିୟ। ବିଭିନ୍ନ ଋତୁରେ ମହାପ୍ରଭୁଙ୍କର ବିଭିନ୍ନ ପର୍ବପର୍ବାଣୀ । ଋତୁ ଅନୁସାରେ ଭିନ୍ନ ଭିନ୍ନ ଫଳ ଫୁଲ ପନିପରିବା ଆଦି ଉତ୍ପାଦନ ହୁଏ । ତେଣୁ ଶୀତ ବର୍ଷା ବସନ୍ତ ଶରତ ଭିନ୍ନ ଋତୁରେ ଯେଉଁ ପର୍ବପର୍ବାଣି ପାଳନ…

ଚୁଡା

ଲେଖା: ଡ. ଜୟଶ୍ରୀ ନନ୍ଦ ଆମ ପାରମ୍ପରିକ ଖାଦ୍ୟ: ଚୁଡା ଗୋଟିଏ ଜାତିର ଉତ୍ଥାନ କେବଳ ଜାତିର ଭାଷା, ସଂସ୍କୃତି, ଖାଦ୍ୟ, ବସ୍ତ୍ର, ଚଳନୀ ଏ ସବୁକୁ ନେଇ ହୋଇଥାଏ । ଆମେ ଯେତେବେଳେ ଆମର ମାଆ ମାଟିର ପାରମ୍ପରିକ ଭାଷା କହୁ, ଶିଖୁ, ପଢୁ ସେତେବେଳେ ଆମ ମାତୃଭାଷାର ପ୍ରଚାର ପ୍ରସାର ଯେମିତି ହୁଏ…

ମୁଢ଼ି଼

ଲେଖା: ଡ. ଜୟଶ୍ରୀ ନନ୍ଦ ଆମ ପାରମ୍ପରିକ ଖାଦ୍ୟ: ମୁଢ଼ି “ମୁଢ଼ିନଡ଼ିଆ.. ତାକୁ ଭଲ କି ଚିନ୍ହିଛି ଓଡ଼ିଆ  ଉଷୁମ ଥିବ ମୁଢ଼ି ହୋ, ନଡିଆ ପାତି ଥିବ ପଡି ଘାଣି ସୋରିଷ ତେଲ, ତା ତୁଲେ ଥିବ ଜଡି ଚାଖିଲେ ଲାଗୁଥିବ ବଢିଆ ହୋ ମୁଢ଼ିନଡ଼ିଆ.. ତାକୁ ଭଲ କି ଚିନ୍ହିଛି ଓଡ଼ିଆ” ସଙ୍ଗୀତ…

ଏଣ୍ଡୁରି ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଏଣ୍ଡୁରି ପିଠା ~ ଆମ ଓଡ଼ିଆ ଘରେ ବାର ମାସେ ତେର ପରବ। ଆମ ଓଡ଼ିଆ ଘରର ଆରାଧ୍ୟ ଦେବତା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଯେମିତି ବିସ୍ତୃତ ଆମ ଓଡ଼ିଆ ଘରର ପରମ୍ପରା ସଂସ୍କୃତି ଠିକ୍ ସେହିପରି ବିସ୍ତୃତ । ପ୍ରତି ଘରେ ଘରେ ଅନେକ ପର୍ବପର୍ବାଣୀ ଆମେ…

କାଇ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ କାଇମାଟି, କାଇମାଟିଆ, କାଇପଡ଼ା, କାଇପଦର ଓ ପିଙ୍ଗୁଆ ଗ୍ରାମର ନାମକରଣ ପ୍ରସଙ୍ଗ ~ ଢେଙ୍କାନାଳରୁ କପିଳାସ ଆଡକୁ ଗଲାଵେଳେ ଗୋଟାଏ ସ୍ଥାନ ଆସେ କାଇମାଟି । ଏହି ଅଞ୍ଚଳଟି ଢେଙ୍କାନାଳ କପିଳାସ ସଡ଼କର ପୂର୍ଵ ପଟେ ଅଵସ୍ଥିତ । ଏହି ଅଞ୍ଚଳର ନାମକରଣ ବଡ଼ କୌତୁହଳପ୍ରଦ…

କଡ଼କଡ଼ା

ଲେଖା: ଅମ୍ବିକା ପଟ୍ଟନାୟକ ~ ଆମ ଓଡ଼ିଆ ଖାଦ୍ୟ: ପାଟିସୁଆଦିଆ ‘କଡ଼କଡ଼ା’ ନା . . ଏ ଚିତ୍ର ମସଲା ମୁଢ଼ି଼ର ଚିତ୍ର ନୁହେଁ l ଧାନ ଆମ ଓଡ଼ିଶାର ମୁଖ୍ୟ ଖାଦ୍ୟ ଶସ୍ୟ l ଧାନରୁ ପ୍ରସ୍ତୁତ ଚାଉଳ, ଖୁଦ ତ ଭାତ, ଖେଚୁଡ଼ି ପଲାଉ, କ୍ଷୀରି,ଖୁଦ ଜାଉ, ଖୁଦ କାଞ୍ଜି, ଚିତଉ ପିଠା, ବିରି…