Search Results for ବୋଇତ

ସପ୍ତମାତୃକା

ଲେଖା: ଅରବିନ୍ଦ ମହାନ୍ତି ପ୍ରଥମ ମାତୃକା ବ୍ରହ୍ମାଣୀ ଦେବୀ ଦୁର୍ଗାଙ୍କୁ ମହିଷାସୁର ସହ ଯୁଦ୍ଧେ ସାହାଯ୍ୟ କରିବା ପାଈଁ ବିଭିନ୍ନ ଦେବତାଙ୍କ ଅଙ୍ଗରୁ ତାଙ୍କ ଶକ୍ତି ସ୍ୱରୁପା ଦେବୀ ମାନେ ପ୍ରକଟିତ ହୋଇଥିଲେ। ସେଥି ମଧ୍ୟରୁ ବ୍ରହ୍ମାଣୀ ହେଲେ ଅନ୍ୟତମା। ବ୍ରହ୍ମାଙ୍କ ଶକ୍ତି ସ୍ୱରୁପା ହେଲେ ଦେବୀ ବ୍ରହ୍ମାଣୀ। ଦେବୀଙ୍କୁ ବ୍ରହ୍ମାଶକ୍ତି ସାବିତ୍ରୀ ରୁପେ ମଧ୍ୟ…

ବରାହୀ ଦେଉଳ

ଲେଖା: ଦେଵ ତ୍ରିପାଠୀ ନିମାପଡାଠାରୁ ପ୍ରାୟ ପନ୍ଦର କି.ମି. ପୂର୍ବକୁ କାକଟପୁର ରାସ୍ତାରେ ଗଲେ ପଡ଼େ ‘ଚଉରାଶି’ ଗ୍ରାମ । ଏହାର ପଶ୍ଚିମ ଦିଗରେ ଲଳିତା ନଦୀ, ଦକ୍ଷିଣରେ ଗିଲେଇଗଡ ଏବଂ ଉତ୍ତର ଓ ପୂର୍ବରେ ପ୍ରାଚୀନଦୀ ପ୍ରବାହିତ । ଏଇ ନଦୀକୂଳରେ ବରାହୀ ଦେଉଳ ସମେତ ଅମରେଶ୍ୱର ମନ୍ଦିର, ପିତାପଡା ମନ୍ଦିର, ରାମେଶ୍ବର ମନ୍ଦିର, ଲଳିତ…

ଡ଼ଙ୍ଗାଭସା

ଲେଖା: ଦେଵ ତ୍ରିପାଠୀ କାର୍ତ୍ତିକ ପୂର୍ଣ୍ଣିମା । କଟକରୁ କୋଚିନ୍ ସୁରଟରୁ ମିରଟ ଯେଉଁଠାରେ ବି ଆମେ ଓଡ଼ିଆଏ ଆସ୍ଥାନ ଜମାଇ ସାରିଛେ, ସବୁଠି ଆବାଳ-ବୃଦ୍ଧ-ବନିତା, ରାତି ନ ପାହୁଣୁ ବିଛଣା ଛାଡି, ଆଖପାଖ ନଦୀନାଳ, ଗାଡିଆପୋଖରୀରେ (ଏପରିକି ଚୁଆପାଣିରେ) ବୁଡ ପକାଇ ସୋଲ ତିଆରି ଖେଳଣା ଡଙ୍ଗା (କ୍ଵଚିତ କଦଳୀବାହୁଙ୍ଗା ଡଙ୍ଗା)ରେ ଦୀପ ଜାଳି…

ଖୁଦୁରୁକୁଣୀ

ଲେଖା: ଦେଵ ତ୍ରିପାଠୀ ପ୍ରଥମ ଜମ୍ବୁଦ୍ଵୀପେ ସାର,  ବେଢିଛି ଲବଣ ସାଗର । ତହିଁରେ ରାଜା ତାଳଧ୍ୱଜ, ବହୁତ ଆୟତନ ରାଜ୍ୟ । ବହୁତ ସାଧବ ଅଛନ୍ତି, ବୋଇତ ବାଣିଜ୍ୟ କରନ୍ତି । ତହିଁରେ ଏକ ସାଧବର,  ତନୟବନ୍ତ ନାମ ତା’ର । ଝିଅର ନାମ ତଅପୋଇ, ସବୁହୁଁ ଦୁଲଣା ଅଟଇ । ୰ ଗୋପୀନାଥ…