Search Results for ବୋଇତ

ବୋଇତ

ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ କାଳରୁ ଓଡ଼ିଆରେ ପ୍ରଚଳିତ ହିଁ ନୁହେଁ ଵରଂ ଅତି ପ୍ରଚଳିତ ହୋଇ ଆସିଛି ବୋଇତ ଶବ୍ଦ । ଭାରତର ଅନ୍ୟ କୌଣସି ପ୍ରାଦେଶିକ ଭାଷାରେ ଏହି ଶବ୍ଦ ନାହିଁ ।  ୧. ହିନ୍ଦୀରେ – ନୈହର, ନୟା, କସ୍ତୀ, କିସ୍ତୀ ଶବ୍ଦ ରହିଛି ୨. ବଙ୍ଗଳାରେ ତୋରୀ, ଡୋଙ୍ଗା,…

ବୋଇତବନ୍ଦାଣ

ଲେଖା: ସୁଚେତା ପ୍ରଧାନ ଚନ୍ଦ୍ରାକିତ ରଜନୀ। କୁହୁଡିର ମଳିନ ଆସ୍ତରଣ ତଳେ ରୂପେଲି ଜ୍ୟୋତ୍ସ୍ନା ସୃଷ୍ଟି କରୁଥାଏ ଏକ ଅପରୂପ ମାୟା। ରାତି ପାହିଲେ ମହା କାର୍ତ୍ତିକର ମହା ପୂର୍ଣ୍ଣିମା। ରାତି ପାହିବାକୁ ତର ସହେନି। ଶିଶିର ସ୍ନାତ ପାହାନ୍ତି ପ୍ରହର ପୂର୍ବରୁ ଓଡିଶାର ଘରେ ଘରେ ଚହଳ। ବୋଇତ ବନ୍ଦାଣର ବେଳା। ଭଳିକି ଭଳି…

ଶରତ

~ ଶରତ ~ ସୌରଭିତ ସୃଷ୍ଟି : ପଲ୍ଲୀକବି ନନ୍ଦକିଶୋର ବଳ ଭାଦ୍ରବ ମାସର ପ୍ରଥମ ରବିବାର । ପୂରି ଉଠିଥିଲା ପୁରପଲ୍ଲୀର ପୁଲକିତ ପାଟ ଅଗଣା । ସକାଳ ସିନ୍ଦୂରା ନ ଫାଟୁଣୁ ଆକାଶରେ ପବନ ପହୁଡା ତାଳଗଛ ଟପି ଦିଶିଥିଲା ଭସା ମେଘ । ଝିପିଝିପି ଅଗଣନ ଟୋପାରେ ତିନ୍ତିଥିବା ନିଶବ୍ଦ ପୃଥିବୀରେ…

ମୁଦ୍ଗଳ ମାଧବ

~ ସୋମେଶ୍ୱର ତୀର୍ଥ ଓ ମୁଦ୍ଗଳ ମାଧବ ~ ଲେଖା: ଅମୃତେଶ ଖଟୁଆ କାକଟପୁର-କୋଣାର୍କ ରାସ୍ତାରେ ଗଲା ବେଳକୁ ଦକ୍ଷିଣପୂର୍ବ ଦିଗକୁ ପ୍ରାୟ ଛଅ କିଲୋମିଟର ପରେ ପଡ଼ିବ ବାଜପୁର ଛକ । ମା’ ମଙ୍ଗଳାଙ୍କ ପୀଠରୁ ସଳଖ ପୂର୍ବ ଦିଗ ଅଭିମୁଖେ ଗସ୍ତ କରିଲେ ଆଗକୁ ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟ ଓ ରାସ୍ତାର ବିପରୀତ ପଟେ…

ବାଲିଯାତ୍ରା

ଲେଖା: ବନ୍ଧନ ଦଳେଇ   ~ ବିଶ୍ଵପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ~ ସାଧବ ପୁଅଙ୍କ ନୌବାଣିଜ୍ୟର ମୁକସାକ୍ଷୀ ହେଉଛି ଏ ବାଲିଯାତ୍ରା । ସାତଦରିଆ ତେରନଈ ପାର ହୋଇ ଆମ ସାଧବ ପୁଅମାନେ ଯାଉଥିଲେ ବଣିଜ କରି ! ତାହାରି ଅମ୍ଲାନସ୍ମୃତି ହେଉଛି ବାଲିଯାତ୍ରା, ଏବଂ ବଣିଜରୁ ନାନାଦି ମୂଲ୍ୟବାନ ସାମଗ୍ରୀ ଆଣି ନିଜ ପଶରା…

ବାରେଡ଼ିଆର ସିଦ୍ଧେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ବାରେଡ଼ିଆର ସିଦ୍ଧେଶ୍ୱର ମନ୍ଦିର ~ ଗ୍ରାମ ବାରେଡ଼ିଆ, ବାଇଶି ମୌଜା, ଜିଲ୍ଲା ଜଗତସିଂହପୁର ସହସ୍ର ବର୍ଷ ପୂର୍ବେ, ଗୋଟେ ସମୟରେ ଏବର ଜଗତସିଂହପୁର ଜିଲ୍ଲା ବାଇଶିମୌଜା ଅଞ୍ଚଳଟି ଦେବୀ ଓ ବିଲୁଆଖାଇ ନଦୀର ଅବବାହିକା ଅଞ୍ଚଳ ଥିଲା l ବିଶେଷ ଜନବସତି ନ ଥିଲେ ବି ବାଇଶି ଖଣ୍ଡ ମୌଜାର…

ଦେଶୋ ନାସ୍ତି ମହୀତଳେ

ଲେଖା: ତେଜସ୍ୱ ତ୍ରିପାଠୀ ~ ଦେଶୋ ନାସ୍ତି ମହୀତଳେ ~ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧିର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧିର ପବିତ୍ରଜଳ ସ୍ପର୍ଶରେ ପ୍ରତି ଧୂଳି କଣା ଏହାର ପତିତପାବନୀ l ଏ ସେହି ଭୂମି ଯେଉଁଠାରେ ପାଦ ପକେଇ ଶିବଙ୍କ ବ୍ରହ୍ମହତ୍ୟା ପାପମୋଚନ ହୋଇଛି ଆଉ ଚଣ୍ଡା ଶୋକ ଧର୍ମାଶୋକ…

ପଣ୍ଡିତ କୃପାସିନ୍ଧୁ ମିଶ୍ର

ଲେଖା: ନିରଞ୍ଜନ ସାହୁ ~ ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ~ ଇତିହାସ ଏକ ନିରବଚ୍ଛିନ୍ନ ଘଟଣା ପ୍ରବାହର ବର୍ଣ୍ଣନା । ଜାତି ପରେ ଜାତି, ବଂଶ ପରେ ବଂଶ ଓ ବ୍ୟକ୍ତି ପରେ ବ୍ୟକ୍ତିର କ୍ରମନ୍ଵୟତା ଓ ଘଟଣାର ଆବୃତ୍ତି, ପୁନରାବୃତ୍ତି ମଧ୍ୟରେ ସତ୍ୟ ଓ ପ୍ରାମାଣିକତା ହିଁ ଇତିହାସ । ଯୁଗ କ୍ରମରେ,…

ମା’ ମଙ୍ଗଳା

ଲେଖା: ଶିଶିର ସାହୁ ମନୋଜ ~ ମା’ ମଙ୍ଗଳା: ଓଡ଼ିଶାର ତଥା ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ~ ଆମ କଳିଙ୍ଗୋଡ୍ରତ୍କଳରେ ନୌଵାଣିଜ୍ୟ ପରମ୍ପରାର ଅଧିଷ୍ଠାତ୍ରୀ ମା’ ମଙ୍ଗଳା । କଳିଙ୍ଗ ଦେଶର ସାଧଵମାନେ ବୋଇତ ଦେଇ ଯାତ୍ରା ଆରମ୍ଭ କରିଵା ସମୟରେ ମା’ ମଙ୍ଗଳାକୁ ସ୍ମରଣ କରୁଥିଲେ ତାଙ୍କର ଆରାଧନା କରୁଥିଲେ । ଗୋପୀନାଥ ଦାସ…

ପିମ୍ପେଇ ଅମାଵାସ୍ୟା

ଲେଖା: ଶିଶିର ମନୋଜ ସାହୁ ~ ଓଡ଼ିଶାର ପିମ୍ପେଇ ଅମାଵାସ୍ୟା ~  କାର୍ତ୍ତିକ ଅମାଵାସ୍ୟାକୁ ଓଡ଼ିଶାରେ ଆଜି ଅଧିକାଂଶ ଦୀପାଵଳି (ଅମାଵାସ୍ୟା), ଦିଆଲି ଓ ଦେଵାଲୀ ବୋଲି ଜାଣିଛନ୍ତି କିନ୍ତୁ ଏହାକୁ ଓଡ଼ିଶାରେ ପୟା ଅମାଵାସ୍ୟା, ପୟାଁ ଅମେଇସା ଓ ବଡ଼ବଡ଼ିଆଡକା ଉଆଁସ ମଧ୍ୟ କୁହାଯାଏ । ଦକ୍ଷିଣ ଓଡ଼ିଶାରେ ଏହାକୁ ଫଟାକି ଉଆଁସ ମଧ୍ୟ…