Search Results for ବୋଇତ

ବନ୍ଦେ ଉତ୍କଳ ଜନନୀ 

ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ ବନ୍ଦେ ଉତ୍କଳ ଜନନୀ  ଶ୍ୟାମ-ଶିଖରୀ-ଶିରା ସିନ୍ଧୁ ବିଧୌତା ପଵନ-ନଦ-ନଦୀ-ତରଙ୍ଗ-ଧୌତା ଶଵଳିତ ସୁନ୍ଦର ଧରଣୀ ବନ୍ଦେ ଉତ୍କଳ ଜନନୀ ।୧। ମନ୍ଦିରମୟୀ ତଵ କପୋଳ ତଳେ, କେତେ ଶହ ଵର୍ଷ ର କାହାଣୀ ଝଳେ, ଯେତେ ଇତିହାସ ଗତ ନୟନ ତଳେ, ନାହିଁଛି ଜଗତେ ତା’ର ସ୍ମରଣୀ, ବନ୍ଦେ ଉତ୍କଳ…

ଜାହାଜିଆ ଶବ୍ଦ

ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟଙ୍କ ମଧ୍ୟରେ ଓଡ଼ିଆମାନେ ହିଁ ଥିଲେ ବୋଇତଯାତ୍ରାରେ ପ୍ରବୀଣ, ତେଣୁ ଆମ ଭାଷାରେ ଚଳୁଅଛି ଶହ ଶହ ବୋଇତିଆ ଅବା ଜାହାଜିଆ ଶବ୍ଦ, ପୁଣି ଭୌଗୋଳିକ ଦିଗନିର୍ଣ୍ଣୟ ହେତୁ ରହିଛି ସ୍ଵତନ୍ତ୍ର ଦିକ୍ଵାଚକ ନାମ । ନିମ୍ନରେ ସେହି  ଦିକ୍ଵାଚକ ଶବ୍ଦଗୁଡ଼ିକର ବୋଇତିଆ ପ୍ରତିଶବ୍ଦ ଦିଆଗଲା . . ଗାହି…

ବାଲେଶ୍ବରର ନାମକରଣ

ଲେଖା: ଶିଶିର ସାହୁ ମନୋଜ ବାଲେଶ୍ଵରର ନାମକରଣ ପଛରେ କେତେ କଥା ଅଛି ! ଏହାକୁ ନେଇ ଆମ୍ଭ ଦେଶର ଵିଦ୍ଵାନମାନଙ୍କ ମଧ୍ୟରେ ନାନା ମତ ପ୍ରଚଳିତ । ତେଵେ କେତେକ ଜଣାଶୁଣା ମତ ଏଠାରେ ଉପସ୍ଥାପନ କରାଗଲା । Etmology 1 ‘ଓଡ଼ିଆ ଭାଷାର ଉନ୍ମେଷ ଓ ଵିକାଶ’ ପୁସ୍ତକରେ ଡ. ଵାସୁଦେଵ ସାହୁ…

ବାରମାସୀ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ “ବାରମାସୀ” ନାମରେ ଏକ ଜାତୀୟ ଗୀତର ପ୍ରଚଳନ ଥିଲା । ବାରମାସୀ ଗୀତ ଭାଵ, ସ୍ଥିତି, ଵ୍ଯକ୍ତି ଓ ଵିଷୟ ଆଧାରରେ ଵିଭିନ୍ନ ପ୍ରକାରର ହୋଇଥାଏ । ଵର୍ଷରେ ଵା ଵର୍ଷକର ପ୍ରତ୍ଯେକ ମାସରେ ଵିରହିଣୀର ଵିରହ ଅନୁଭୂତିଜ୍ଞାପ କଵିତା, ଵର୍ଷର ପ୍ରତିମାସର ଵର୍ଣ୍ଣନା ଉଲ୍ଲେଖ କରି…

ଖୁଲଣା ସୁନ୍ଦରୀ

ଲେଖା: ଦେଵ ତ୍ରିପାଠୀ ଇଏ ହଜିଲା ଦିନର କଥା । ବର୍ଷାଦିନେ ବଦଳି ଯାଉଥିଲା ଗାଁ ଭୂଇଁର ଭୂଗୋଳ । ପଚା କାଦୁଅର ଗାଁ ଦାଣ୍ଡ, ଚାରିଆଡ଼େ ପାଣିର ପ୍ରାଚୁର୍ଯ୍ୟ, ଫସଲର ଶ୍ୟାମଳ ସଙ୍ଗୀତ, ପିଢ଼ାରେ କଖାରୁଲଟା, ବାଡ଼ିରେ ଜହ୍ନିଫୁଲ, ଗୋବରଖାତ ପାଖରେ ରଙ୍ଗଣି ଓ ହରଗଉରା, ବର୍ଷାପୁଷ୍ଟ ଅଗଣିତ ଲତାକୁଞ୍ଜରେ ଫୁଲର ସମ୍ଭାର ।…

ବଡ଼ବଡ଼ୁଆ ଡ଼କା

ଲେଖା: ଅରବିନ୍ଦ ମହାନ୍ତି ଆମର ପାରମ୍ପରିକ ଦୀପାବଳୀର ମୁଖ୍ୟ ବିଶେଷତ୍ୱ ହେଉଛି ବଡ଼ବଡୁଆ ଡ଼କା। ମହାଳୟା ଦିନ ପିତୃପୁରୁଷମାନେ ପିଣ୍ଡଦାନ ଗ୍ରହଣ କରିବା ପାଈଁ ମର୍ତ୍ତ୍ୟ ମଣ୍ଡଳକୁ ଆସିଥାନ୍ତି। ଏହି ଦିନୁ ପନ୍ଦର ଦିନ ଧରି ଶ୍ରାଦ୍ଧ କାର୍ଯ୍ୟ ମାନ ଅନୁଷ୍ଠିତ ହୋଇଥାଏ। ଦୀପାବଳୀ ଦିନ ସନ୍ଧ୍ୟାପରେ ବଡ଼ବଡୁଆ ଡ଼କା ଆରମ୍ଭ ହୁଏ। ବୋଇତ ଆକୃତିର…

ଆମ କଟକର ନିଆରା ପର୍ବ: ଖୁଦୁରୁକୁଣୀ ମେଳଣ

ଲେଖା: ବନ୍ଧନ ଦଳାଇ ଯାତ୍ରା-ମହୋତ୍ସବ ଓ ପର୍ବପର୍ବାଣି ଅନୁଷ୍ଠାନ ମଧ୍ୟରେ ଯେ କୌଣସି ଜାତିର ଜାତୀୟଜୀବନ ଚିତ୍ର ପ୍ରତିଫଳିତ ହୁଏ, ଏବଂ ଏହାକୁ ଭିତ୍ତି କରି ଗଢିଉଠେ ପରମ୍ପରା, ଯାହାର ନିର୍ଯ୍ୟାସକୁ ନେଇ ସଂସ୍କୃତିରୂପ ଗ୍ରହଣ କରେ। ସେହି ଦୃଷ୍ଟିରୁ ବିଚାର କଲେ ଭାଦ୍ରବ ମାସରେ ଅନୁଷ୍ଠିତ ହେଉଥିବା ମା’ମଙ୍ଗଳାଙ୍କ ଖୁଦୁରୁକୁଣି ଓଷା। ଏହି ଓଷାର…

ରେଳ ଉପରେ ଚିଲିକା ଦର୍ଶନ (ଅବକାଶ ଚିନ୍ତା କାବ୍ୟ)

ସୌରଭିତ ସୃଷ୍ଟି: ଉତ୍କଳମଣି ଗୋପବନ୍ଧୁ ଦାସ  ରହ ରହ କ୍ଷଣେ ବାଷ୍ପୀୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ । ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ୱେ କି ଏ ଛବି ସମ୍ଭବ ? ନୀଳ ବୀଚିମାଳା ଧୀରେ ଧୀରେ ଯାଏ, ଲାଗଇ ସ୍ୱପନେ ଦେଖିଲା ପରାଏ । ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ…

ଆଦିକବି ସାରଳା ଦାସ

ମାଟି ସହିତ ମାଟି ହୋଇ ଜୀଉଁଥିବା ଶ୍ରୀଅକ୍ଷର ବିବର୍ଜିତ ସେଇ ଯୁବକଟି ଦିନେ ଓଡ଼ିଆ ଭାଷା ସାହିତ୍ୟର ସ୍ବର୍ଣ୍ଣମୟ ସୌଭାଗ୍ୟକୁ ଡାକିଆଣିଲା; ଆଉ ସମଗ୍ର ଓଡ଼ିଆଜାତିର ପ୍ରତିନିଧିରୂପେ ଜଣେ ସେଇ ଜ୍ଞାନୀ, ସନ୍ଥ, ତତ୍ତ୍ଵଦର୍ଶୀ ଯୁବକବିର ସୃଜନୀ ପ୍ରତିଭା ହେଲା ଅନୁପ୍ରାଣିତ . .

ଓଡ଼ିଆଙ୍କ ପାନ

ବଟୁଆର ପାନ ମଧ୍ୟ ଦୁନିଆକୁ ଦେଖାଏ ଓଡ଼ିଆ ଜାତିର ମହାନତା ! ଓଡ଼ିଆକୁ ପର ହାତଭଙ୍ଗା ପାନ ରୁଚେନା ! ଗାଁ ଗହଳିରେ ଓଡ଼ିଆ ଘରକୁ ଅତିଥି ଆସିଲେ, ଓଡ଼ିଆ ଅଣଓଡ଼ିଆ ବାବୁଙ୍କ ପରି ଚୂନଟିକିଏ, ଗୁଆ ନିଖିଏ ରେ ଚେପଟା ପାନଖଣ୍ଡେ ଲବଙ୍ଗ ମାରି ଆଣି ଦିଏନା । ସେ ଆଣି ଥୋଇଦିଏ ତା'ର ବଟୁଆ ବା ପାନପେଡି ! ବଟୁଆରେ ପାନ ଅଛି, ଚୂନ ଅଛି, ଗୁଆ ଅଛି, ଖଇର, ଜାଇଫଳ, ଗୁଣ୍ଡି, ଅଳେଇଚ ସବୁ ଅଛି, ଅତିଥିଦେବତା ତାଙ୍କ ମନକୁ ପାଇଲା ପରି ପାନ ଦି' ଖଣ୍ଡ ଭାଙ୍ଗିନେବେ . .