Search Results for କଟକ

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ ଲେଖୁଛେ କିମ୍ବା ନିଜକୁ ଓଡ଼ିଆ ବୋଲି କହି ଗର୍ବ ଅନୁଭବ କରୁଛେ, ତାହା ପଛରେ ଅନେକ ମହାନ ଓ ମହତ ପୁରୁଷଙ୍କର ନିଃସ୍ଵାର୍ଥପର ସେବା ମନୋବୃତ୍ତି ଓ ବଳିଦାନ ଲୁଚି ରହିଛି ! ସେଭଳି…

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ “ଗୋଟିଏ କଥା ମନରେ ଉଠେ, ଯେଉଁ ଦେଶ ଓ ସମାଜରେ ମୂର୍ଖ ପୂଜାପାନ୍ତି ଓ ପଣ୍ଡିତେ ଉପାସେ ମରନ୍ତି, ଯେଉଁଠି ଉପର ପାହାଚର ଲୋକ ତଳ ପାହାଚର ଲୋକକୁ ଉଠେଇନେବା ପରିବର୍ତ୍ତେ ଗୋଇଠା ମାରି ଚାପିଦେବାରେ କୃତକୃତ୍ୟ ବୋଧ କରନ୍ତି, ଯେଉଁଠି…

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ ଦଣ୍ଡବତ ପ୍ରଣାମର ବହୁ ଉର୍ଦ୍ଧ୍ଵରେ ! ସଂଗ୍ରାମୀ ଅଭିବାଦନ ଜଣାଉଛି। ଏ ଅଭିବାଦନ କେବଳ ମୋ’ର ନୁହେଁ, ସମଗ୍ର ଭାରତବର୍ଷର ! ତମେ ଯେ ଏ ଦେଶର ସର୍ବକନିଷ୍ଠ ଶହୀଦ ! ବାଜି, ତମକୁ…

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି ହଳଦୀର ରଙ୍ଗ ଗାଢ଼ ହେବ ବୋଲି । କିନ୍ତୁ ଏହିଁ ବଳି ହଳଦୀ କିଆରି ପାଇଁ ଭାବିବା ହିଁ ମୁର୍ଖତା ବୋଲି ବହୁ ଗବେଷକ ମତ ଦିଅନ୍ତି । କାରଣ କନ୍ଧମାନଙ୍କର ମେରିଆ ବଳି…

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ “ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ ପରି ଦଣ୍ଡାୟମାନ ହୋଇ ରହି ପାରିବନି । ସ୍ବଳ୍ପ ବେତନଭୋଗୀ କିରାଣୀ ପାଇଁ ଗୋଟିଏ ଓଭରକୋଟ୍ ହରେଇବା ନିଶ୍ଚିତ ଭାବରେ ତାଙ୍କ ପ୍ରତି ପ୍ରଗାଢ଼ ସହାନୁଭୂତି ଆଣିବ । ହେଲେ ପରିସ୍ଥିତି ପରିପ୍ରେକ୍ଷୀରେ ଏହାର…

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି କୋଳାହଳ, ଆସେ ପଟୁଆର ଗଜ ବାଜୀ ଶତ ଆସୁଛି ସୈନ୍ୟ ଦଳ । ଛତ୍ରି ତରାସ ଊର୍ଦ୍ଧ୍ୱେ ଦିଶୁଛି ବାଜୁଛି ସଘନେ ବାଜା, ହସ୍ତୀ ଆରୋହି ଆସେ ମର୍କତ ଉତ୍କଳ ଦେଶ ରାଜା ।…

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ ଜୀବନ ଅବହେଳା ଓ ଅବସାଦ ଜନିତ ବ୍ୟର୍ଥତାରେ ପାଣ୍ଡୁର । ନଅଙ୍କ ଦୁର୍ଭିକ୍ଷର ଚପେଟାଘାତ ଫଳରେ ଅର୍ଦ୍ଧାଧିକ ଓଡ଼ିଶା ଶ୍ମଶାନିତ । ଶତାବ୍ଦୀର ଶେଷାଂଶରେ ଓଡ଼ିଆ ଜାତି ମୋହନିଦ୍ରାରୁ ଉତ୍ଥିତ, ଆତ୍ମଚେତନା ଉଦବୁଦ୍ଧ, ଆତ୍ମଗଠନରେ…

ଖୁଦୁରୁକୁଣୀ ପଟି

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ ସମୟରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ l ଅଞ୍ଚଳ ଭିତ୍ତିରେ ଉକ୍ତ ପର୍ବପର୍ବାଣୀ ସ୍ଥାନୀୟ ଲୋକାଚାର ପରମ୍ପରାକୁ ନେଇ ସମୃଦ୍ଧ l ସେପରି ଏକ ଅନନ୍ୟ ପରମ୍ପରା ହେଉଛି ଭାଦ୍ରବ ମାସ ଖୁଦୁରୁକୁଣୀ ସମୟରେ…

ବଡ଼ମ୍ବାର ଜଗନ୍ନାଥ ମନ୍ଦିର

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସର୍ବାଗ୍ରେ l ମହାପ୍ରଭୁଙ୍କୁ ନେଇ ଉତ୍କଳର ଜନଜୀବନ ଗତିଶୀଳ l ଉତ୍କଳର ପ୍ରାକ୍ତନ ଗଡ଼ଜାତ ଗୁଡ଼ିକରେ ଥିବା ପ୍ରାଚୀନ ଜଗନ୍ନାଥ ମନ୍ଦିର ଏହାର ଦ୍ୟୋତକ l କଟକ ଜିଲ୍ଲାର ବଡ଼ମ୍ବାଗଡ଼ ଓଡ଼ିଶାର ଛବିଶ ଗଡ଼ଜାତ…

ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ

~ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ଦ୍ୱାରା ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ~ ୨୪ ନଭେମ୍ବର ୨୦୨୪: ଅତୀତ, ଇତିହାସ ଓ ଐତିହ୍ୟ ପରସ୍ପର ସହିତ ସମ୍ପୃକ୍ତ ଓ ପରସ୍ପରର ପରିପୂରକ। ଇତିହାସକୁ ପଢ଼ିବା, ଜାଣିବା ଓ ଐତିହ୍ୟକୁ ଦେଖିବା ଓ ଦେଖାଇବା ଯେତିକି ମହତ୍ତ୍ୱପୂର୍ଣ୍ଣ ତା ଠାରୁ ଢେର ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା ତାର ସୁରକ୍ଷା…