Category ପର୍ଯ୍ୟଟନ କ୍ଷେତ୍ର

ଶ୍ରୀକ୍ଷେତ୍ର ରାଜେଶ୍ଵରୀ ମା’ ବିମଳା

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀକ୍ଷେତ୍ରାଧିଶ୍ଵରୀ ଦେବୀ ବିମଳା ଓ କ୍ଷେତ୍ରାଧିଶ୍ବର ଜଗନ୍ନାଥ ହେଉଛନ୍ତି ଶଙ୍ଖକ୍ଷେତ୍ରର ପ୍ରାଣକେନ୍ଦ୍ର। ଦେବୀ ବିମଳା ଶ୍ରୀମନ୍ଦିର ପରିସରରେ ସିଦ୍ଧତମା ବେଶରେ ଦଣ୍ଡାୟମାନ ଭଙ୍ଗୀରେ ପୂଜିତା। ଏହି ପୀଠରେ ସତୀଙ୍କ ପାଦ ପତନ ହେଇଥିବାରୁ ଏହା ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅଟେ ଏବଂ ଏହି ପାଦପୀଠ ପରମ ଗୋପନୀୟ ଓ ସିଦ୍ଧ…

ପୁଣ୍ୟପୀଠ ପାରଳା: ଗଜପତିଙ୍କ ସମାଧିସ୍ଥଳ

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ ନିଗାଡ଼ିଯେ ଏ ଜାତିର ଏ ଦେଶର ଅନ୍ଧ ରନ୍ଧ୍ରକୂପେ ଭରିଦେଲା ଆଲୋକର ଉଛ୍ୱlସ ପ୍ଲାବନ ସ୍ତରେ ସ୍ତରେ ।। ସହଜାତ ମୁକୁଟ ଓହ୍ଲାଇ ମାଥୁ ଯେ ଶିରେ ସାଦରେ ।। ଜନତାର ଶିରସ୍ତ୍ରାଣ ପିନ୍ଧି ଚଳାଇଲା ଜାତି ଚୈତ୍ର ରଥ ବିରଗର୍ଭା ବସୁନ୍ଧରା ଗର୍ଭେ ଆଜି ଏଠି ସେ…

ଦକ୍ଷିଣ ଓଡ଼ିଶାର ତ୍ରିଗୋପୀନାଥ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ପୁରୁଣାପଟଣାରୁ ରାଜଧାନୀ ପୁଣ୍ୟପୀଠ ପାରଳାକୁ ସ୍ଥାନାନ୍ତର ପରେ ରାଜା ଗଜପତି ଅନନ୍ତପଦ୍ମନାଭ ଦେବଙ୍କ କାଳରେ ଅନେକ ମନ୍ଦିର ଓ ମଠ ନିର୍ମାଣ ହେଲା, ତନ୍ମଧ୍ୟରୁ ଲିହୁରୀ, ଭାଲେରୀ ଓ ପାରଳାର ଗୋପୀନାଥ ମନ୍ଦିର ଅନ୍ୟତମ। ଏକଦା ରାଜାଙ୍କୁ ସ୍ୱପ୍ନାଦେଶ ହୁଏ, ନିକଟବର୍ତ୍ତୀ ପଶ୍ଚିମ ବାତ୍ତିଲି…

ଖଣ୍ଡପଡ଼ାର ଯୋଗୀଯୋଗିଆଣି ବୌଦ୍ଧପୀଠ

ଲେଖା: ରବୀନ୍ଦ୍ର କୁମାର ରଣା ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କୋଶକା ପଞ୍ଚାୟତର ଅଁଳାପଟା ଗ୍ରାମରେ ରହିଛି ନବମ ଶତାବ୍ଦୀର ପ୍ରସିଦ୍ଧ ଯୋଗୀ  ଯୋଗିଆଣି ବୌଦ୍ଧପୀଠ । ପାହାଡ଼ ଜଙ୍ଗଲ ଘେରା ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶରେ ଏହି ବୌଦ୍ଧ ପୀଠଟି ଅବସ୍ଥିତ । ଗୋଟିଏ ଛୋଟିଆ ଆସ୍ଥାନ ଉପରେ ବିଭିନ୍ନ ମୁଦ୍ରାରେ ବସିଥିବା…

ଦ୍ୱିତୀୟ ଶ୍ରୀକ୍ଷେତ୍ର ଓ ଶିମିଳିପାଳର ସମ୍ପର୍କ

ଲେଖା: ଋଷିରାଜ ପଟ୍ଟନାୟକ ଆମ ଭଞ୍ଜଭୂମଣ୍ଡଳ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳର ଜୈବବିବିଧତା ସମଗ୍ର ବିଶ୍ୱର ପ୍ରକୃତିପ୍ରେମୀ ତଥା  ପର୍ଯ୍ୟଟକଙ୍କୁ ସବୁ ସମୟରେ ଆକୃଷ୍ଟ କରିଆସିଛି । ଶିମିଳିପାଳରେ ଥିବା ଅନେକ ଛୋଟ ପାହାଡ଼, ଉପତ୍ୟକା, ଅଧିତ୍ୟକା ଘଞ୍ଚ ଅରଣ୍ୟାନୀ ପରିବେଷ୍ଟିତ । ଜାତୀୟ ସର୍ବେକ୍ଷଣ ସଂସ୍ଥା, ଡେରାଡୁନ ପକ୍ଷରୁ ପ୍ରକାଶିତ ‘ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ’ରେ…

କପିଳମୁନି ପୀଠ

ଲେଖା: ଦେଵ ତ୍ରିପାଠୀ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ଐତିହାସିକ ଜ୍ୟୋତିପୁରଗଡ ନିକଟସ୍ଥ ନନ୍ଦପୁର ଗ୍ରାମରେ ବୈତରଣୀ କୂଳରେ ରହିଛି ବହୁ ପ୍ରାଚୀନ କପିଳମୁନି ପୀଠ । ଏହି ପବିତ୍ର ପୀଠରେ କୋଣାର୍କ ସୂର୍ଯ୍ୟମନ୍ଦିରର ସମସାମୟିକ କପିଳମୁନିଙ୍କ ମନ୍ଦିରସମୂହ ବିଦ୍ୟମାନ । ଦଶ ଏକରର ସୁଦୀର୍ଘ ବର୍ତ୍ତୁଳକା‌ର ସେଇ କପିଳେଶ୍ୱର ଚଟାଣ ଉପରେ ବିଦ୍ୟମାନ…

ଅପୂର୍ବ ପ୍ରାକୃତିକ ନୈସର୍ଗିକ ଶୋଭାର ଭଣ୍ଡାର ଭିତରକନିକା (Bhitarkanika)

ଲେଖା: ଦେଵ ତ୍ରିପାଠୀ ଶୀତ ଆସିଲେ ଆମେ କେବେ କେବେ ଯୋଜନା କରୁ ଚିଲିକା ବୁଲିବା ପାଇଁ ! ପ୍ରକୃତିର ସେଇ ସନ୍ତାନସନ୍ତତିମାନେ ମଧ୍ୟ ଯୋଜନା କରନ୍ତି ଚିଲିକା ବୁଲିବା ପାଇଁ, କେହି ଅବା ଇଚ୍ଛନ୍ତି ଓଡ଼ିଶା ଭୂଇଁର ଆଉ ଏକ ଅପୂର୍ବ ପ୍ରାକୃତିକ ନୈସର୍ଗିକ ଶୋଭାର ଭଣ୍ଡାର ତଥା ଗୌରବମୟ ଐତିହ୍ୟର ଭଣ୍ଡାର ଭିତରକନିକାକୁ…