Physical Address
Sai Samarpanam, Satya Vihar, Bhubaneswar

ଲେଖା: ରବୀନ୍ଦ୍ର କୁମାର ରଣା ଓଡିଶାର ପ୍ରାଚୀନ କିର୍ତ୍ତୀ ଓ ଐତିହ୍ୟକୁ ଦେଖିଲେ ଏହା ସ୍ପଷ୍ଟ ଯେ ସର୍ବାଧିକ କିର୍ତ୍ତିରାଜି ସୋମବଂଶୀ ଓ ଗଙ୍ଗବଂଶୀ ରାଜାମାନଙ୍କ ସମୟରେ ନିର୍ମାଣ କରା ଯାଇଛି । ଏହି ସମୟରେ ନିର୍ମିତ ମନ୍ଦିର ଗୁଡିକର ଆକାର ଯେମିତି ବୃହତ ଏଥିରେ ଖୋଦିତ ପ୍ରତିମା ଓ କାରୁକାର୍ଯ୍ୟ ମଧ୍ଯ ସେମିତି ଆକର୍ଷଣୀୟ…

ଲେଖା: ରବୀନ୍ଦ୍ର କୁମାର ରଣା ନବମ ଶତାବ୍ଦୀରେ କେଶରୀ ବଂଶୀୟ ରାଜାମାନଙ୍କ ଦ୍ୱାରା ନିର୍ମିତ ପ୍ରାଚୀନ ଦୌଡେଶ୍ୱର ମହାଦେବ ମନ୍ଦିରଟି ବ୍ରାହ୍ମଣୀ ନଦୀ କୂଳରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଅବସ୍ଥିତ । ମନ୍ଦିରର ଇତିହାସ ସମ୍ପର୍କରେ ଏତେ କିଛି ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ୟ ମନ୍ଦିରର ଗଠନ ଶୈଳୀ ଓ ସ୍ଥାନୀୟ ଲୋକଙ୍କ…

ଲେଖା: ସତ୍ୟବ୍ରତ ହାତୀ ଶଶାଙ୍କ ମଣ୍ଡଳ ଉତ୍କଳ ଧରଣୀ ଗଞ୍ଜାମ ତା’ମଧ୍ୟେ ପୂର୍ଣ୍ଣ ନିଶାମଣି । ଘୁମୁଷର ଜ୍ୟୋତ୍ସ୍ନା ସେ ନିଶାମଣିର ଅତ୍ୟୁକ୍ତ ବର୍ଣ୍ଣନା ନୁହେଁ ଏହି ଗୀର । (କବିଶେଖର ଚିନ୍ତାମଣି ମହାନ୍ତି) ଏପରି ଗର୍ବ ଓ ଗୌରବର ଅଧିକାରୀ ଯେଉଁ ଭଞ୍ଜଭୂମି, ସେଇ ମହାନ ମାଟି ଭଞ୍ଜନଗରର ଶ୍ରୀ ବୃଦ୍ଧି କରାଏ ସହର…

ଲେଖା: ରବୀନ୍ଦ୍ର କୁମାର ରଣା ଓଡିଶାର ଐତିହ୍ୟ ଓ ପର୍ଯ୍ୟଟନ ମାନଚିତ୍ରରେ ଗୋଟିଏ ଅତି ପରିଚିତ ସ୍ଥାନ ହେଉଛି କଟକ ଜିଲ୍ଲାର ବଡ଼ମ୍ବା ବ୍ଳକ ଗୋପିନାଥପୁରର ସିଂହନାଥ ପୀଠ ବା ବାଲି ସିଂହାସନ ପୀଠ । ମହାନଦୀର ମଝିରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗୋଟିଏ ଛୋଟିଆ କୁଦରେ ଏହି ପ୍ରାଚୀନ ଐତିହାସିକ ପୀଠଟି ଅବସ୍ଥିତ ।…

ଲେଖା: ରବୀନ୍ଦ୍ର କୁମାର ରଣା ନବମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ଦ୍ଵାରା ବୌଦ୍ଧ ସହରରେ ନିର୍ମିତ ପଶ୍ଚିମ ସୋମନାଥ ମନ୍ଦିରସମୂହ ମଧ୍ୟଯୁଗୀୟ ଓଡ଼ିଶାର କଳା ଓ ସ୍ଥାପତ୍ୟର ଏକ ସୁନ୍ଦର ନିଦର୍ଶନ। ଗୋଟିଏ ପରିସରରେ ଏକ ସୁନ୍ଦର ପରିବେଶରେ ଚାରୋଟି ମନ୍ଦିର ଦେଖିବାକୁ ମିଳେ। ୧. ପଶ୍ଚିମ ସୋମନାଥ ମନ୍ଦିର ୨. ଭୁବନେଶ୍ୱର ମହାଦେବ ମନ୍ଦିର…

ଲେଖା: ରବୀନ୍ଦ୍ର କୁମାର ରଣା କେଶରକ୍ଷେତ୍ର ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଗ୍ରାମରେ ଥିବା ଚଣ୍ଡେଶ୍ୱର ମହାଦେବ ମନ୍ଦିର ବା ଚଣ୍ଡିହର ମହାଦେବ ମନ୍ଦିର । ଇତିହାସର ତଥ୍ଯ ଅନୁସାରେ ସୋମବଂଶୀ ରାଜା ଦ୍ଵିତୀୟ ଯଯାତି ଯିଏକି ଚଣ୍ଡିହର ଦେବ ଓ ମହଶିବଗୁପ୍ତ ତୃତୀୟ ନାମରେ ମଧ୍ୟ ପରିଚିତ ତାଙ୍କ ରାଜତ୍ଵ…

ଲେଖା: ସଞ୍ଜୀବ ନନ୍ଦ ପଞ୍ଚଧାର, ପ୍ରକୃତିର ଲୀଳାୟିତ ବୈଚିତ୍ରମୟୀ ଅନନ୍ତ ସୃଷ୍ଟି ମଧ୍ୟରେ ପର୍ବତମାଳା ଅନ୍ୟତମ ଆକର୍ଷଣ । ଭୌଗୋଳିକ ଦୃଷ୍ଟିକୋଣରୁ ଉତ୍କଳ ଜନନୀର ମଧ୍ୟଭାଗରେ ଶୋଭା ପାଉଥିବା ଗିରିବର ପଞ୍ଚଧାର ପର୍ବତ, ଆଠମଲ୍ଲିକ ନିକଟସ୍ଥ ଚିରସ୍ରୋତା ପୁଣ୍ୟତୋୟା ମହାନଦୀର ଟିକରପଡା ସାତକୋଶିଆଠାରେ ମା’ ବିନିକେୟି ପୀଠଠାରେ ନଦୀ ଉପରେ ମୁଁଣ୍ଡଟେକି ଆବହମାନ କାଳରୁ ଦଣ୍ଡାୟମାନ…

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ନନ୍ଦପୁରର ବତ୍ରିଶ ସିଂହାସନ ଅବିଭକ୍ତ କୋରାପୁଟ ତଥାର ଓଡ଼ିଶାର ଅନ୍ୟତମ ଐତିହାସିକ ସ୍ଥଳ, ଯାହା ତ୍ରୟୋଦଶ ଶେଷ/ଚତୁର୍ଦଶ ଶତାବ୍ଦୀର ପ୍ରାରମ୍ଭରେ ଶିଳା ବଂଶୀୟ ନରପତିଙ୍କ ଦ୍ଵାରା ନିର୍ମାଣ ହୋଇଥିଲା। ଇତିହାସ କୁହେ, ଯେ ଖ୍ରୀଷ୍ଟପୂର୍ବ ୩୫୦ ବେଳେ ଏହି ଅଞ୍ଚଳ ମହାକାନ୍ତର ରୂପେ ପରିଚିତ ଥିଲା। ଖ୍ରୀଷ୍ଟାବ୍ଦ ୨୦ …

ଉପସ୍ଥାପନା: ଶିବାଶିଷ ମହାପାତ୍ର ଶଙ୍ଖ ଚକ୍ର ତ୍ରିଶୂଳ ଡମ୍ବରୁ ଖଡ଼ଗ ଖର୍ପର ଧାରିଣୀ ଧନୁର୍ବାଣ କୁଠାର ମଙ୍କୁଶ ଦାନବ କୁଳ ଛେଦିନୀ ଜଟାଜୁଟ ସୁଚାରୁ ମଣ୍ଡିତ ରକ୍ତବସ୍ତ୍ର ସୁମେ ଖଳା ଘୋର ଘର୍ଘର ଘୋର ଗର୍ଜିତଂ ଧୂମ୍ରଲୋଚନୀ ତ୍ରାହିମାଂ …. ଶୁକ ଗୌତମ ବ୍ରହ୍ମା ନାରଦ ବ୍ୟାସ କଶ୍ୟପ ଧ୍ୟାୟିନୀ ଇନ୍ଦ୍ର ଚନ୍ଦ୍ର କୁବେର ଦଶଦିଗପାଳ…

ଲେଖା: ଶିବାଶିଷ ମହାପାତ୍ର ଉତ୍କଳ ଏପରି ଏକ ପ୍ରଦେଶ ଯାହା ନିଜର କଳା, ସଂସ୍କୃତି, ପରମ୍ପରା ତଥା ସ୍ଥାପତ୍ୟ ପାଇଁ ପରିଚିତ। ଓଡ଼ିଶାର କୋଣ ଅନୁକୋଣରେ ଏପରି ଲୋକକଥା ତଥା ପରମ୍ପରା ସବୁ ଦେଖିବାକୁ ମିଳେ ଯାହାର କେବେହେଲେ ପୁନରାବୃତ୍ତି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଓଡ଼ିଶା ପ୍ରଦେଶର ଏକ ଛୋଟ…