Category ପର୍ଯ୍ୟଟନ କ୍ଷେତ୍ର

ମା’ ଶାରଳା ପୀଠ

ଲେଖା: ଦେଵ ତ୍ରିପାଠୀ ମା’ ଶାରଳା ପୀଠ ! ଏ ପୀଠ ଓଡ଼ିଶା ମାଟିର ପ୍ରଥମ ତନ୍ତ୍ରପୀଠ । ଏ ପୀଠ ମଧ୍ୟ ଭାରତବର୍ଷର ପ୍ରଥମ ବାଗଦେବୀ ପୀଠ, ଏହାର ଅନୁକରଣରେ ଦେଶର ବିଭିନ୍ନ ସ୍ଥାନର ବାଗଦେବୀ ପୀଠ ପ୍ରତିଷ୍ଠା ହୋଇଥିଲା । ତେବେ ଏ ପୀଠରେ ଅଧିଷ୍ଠାତ୍ରୀ ଦେବୀଙ୍କ କୃପାଦୃଷ୍ଟିରୁ ଆମର ଭାଷାଟି ସମୃଦ୍ଧ,…

ଆତ୍ମାମାମା

ଲେଖା: ଶିଶିର ସାହୁ ମନୋଜ କନ୍ଧଜାତିର ପ୍ରସିଦ୍ଧ ଦେଵତା ହେଉଛନ୍ତି ଆତ୍ମାମାମା । ନାରାୟଣ ପାଟଣାର ଆତ୍ମା ପର୍ଵତ ସହିତ ତାଙ୍କର ଅଭିନ୍ନତା ଵିଶ୍ଵାସ କରାଯାଏ । ଲୋକ ଵିଶ୍ଵାସ ରହିଛି ଯେ, ଆତ୍ମାମାମା ରାଗିଲେ ବର୍ଷା ହୁଏନି, ଫସଲରେ ପୋକ ଲାଗେ, ମହାମାରୀ ଵ୍ୟାପେ ଓ ମଣିଷ ଆଦି ଜୀବମାନେ ପୋକମାଛି ପରି ମରିହଜି…

ସୁବର୍ଣ୍ଣ ମେରୁ

ଲେଖା: ଶିଶିର ସାହୁ ମନୋଜ ଆଜି ଯେଉଁଠାରେ ସୋନପୁର ଅଛି ସେଠାରେ ଆଗେ ସହର ନଥାଇ ଗୋଟିଏ ଛୋଟ ଗାଆଁ ଥିଲା । ସେ ଗାଆଁରେ ଜଣେ ଶିବଭକ୍ତ ସାଧବ ଥିଲେ । ଦିନେ ସେ ବହୁତ ଗୁଡି଼ଏ ଲଦା ବଳଦ ଘେନି ତେଲ ନଦୀ ଆରପାରିକୁ ବେପାର କରିବାକୁ ବାହାରିଥିଲେ । ସେହି ଗାଆଁରୁ ଖଣ୍ଡେ ଦୂର…

ମା’ ତାରିଣୀ

ଲେଖା: ଶିଶିର ସାହୁ ମନୋଜ କିମ୍ବଦନ୍ତୀ ଅଛି ଯେ ଯେତେବେଳେ ପାଇକବୀର ଏବଂ ଛଦ୍ମବେଶୀ କାଳିଆବଳିଆ ପାରୁଯାଏଁ ଚେଷ୍ଟା କରି ମଧ୍ୟ କାଞ୍ଚିକୁ ପରାସ୍ତ କରି ପାରିଲେନି, ଶ୍ରୀଜଗନ୍ନାଥଙ୍କ ସେବକମାନେ ରାଜାଙ୍କୁ କହିଲେ ଆମକୁ ମଧ୍ୟ ଲଢ଼ିବାକୁ ଆଦେଶ ଦିଅନ୍ତୁ ।  ଯୁଦ୍ଧ ତ ପାଇକ ହିଁ ଲଢନ୍ତି ପୁଣି ସେମାନେ ଆଗରେ ରହି ଲଢିବା କଥା କହିଥିବାରୁ…

କଣ୍ଟିଲୋ

ଲେଖା: କୁଳମଣି ଷଡ଼ଙ୍ଗୀ ମହାନଦୀକୁ ‘ଉତ୍କଳଗଙ୍ଗା’ ନାମରେ ନାମିତ କରିବାର ଯଥାର୍ଥତା ଅଛି। ଅମର କଣ୍ଟକରୁ ବାହାରି, ବହୁ ଦୀର୍ଘପଥ ଅତିକ୍ରମକରି ସିନ୍ଧୁରେ ବିଲୀନ ହେବା ଆଗରୁ ଉତ୍କଳ ଭୂଇଁ ଛୁଇଁ ଏହା ତିନୋଟି କାରଣରୁ ପବିତ୍ର ହୋଇଯାଇଛି । ପ୍ରଥମତଃ ସୁବର୍ଣ୍ଣପୁର ଠାରେ “ସୁବର୍ଣ୍ଣାକ୍ଷ ମହାଦେବ”ଙ୍କର ପଦଧୌତକରି ପବିତ୍ର ହେବାପରେ, ମହାନଦୀ କଣ୍ଟିଲୋ ଠାରେ…

ନୀଳମାଧବ

ଲେଖା: କୁଳମଣି ଷଡ଼ଙ୍ଗୀ ନୟାଗଡ଼ଠାରୁ ୩୦ କିଲୋମିଟର ଦୂରରେ, ମହାନଦୀ କୂଳରେ ବ୍ରହ୍ମାଦ୍ରି-ନାଥ‌ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋ ଅବସ୍ଥିତ। ଉତ୍ତରରେ ଉତ୍କଳ-ଗଙ୍ଗା ମହାନଦୀ,ଦକ୍ଷିଣ ପଶ୍ଚିମରେ କୁମାରୀକା (କୁଆଁରୀଆ ନଦୀ) ଏବଂ ପୂର୍ବରେ କୁସୁମୀ ନଦୀ ଦ୍ୱାରା ବେଷ୍ଟିତ ଦ୍ୱୀପ ସଦୃଶ ଏକ ଭୂଖଣ୍ଡ ଭିତରେ ‘କାଳିଆ ପଲ୍ଲୀ‘ ନାମରେ ଶବର ଅଧ୍ୟୁଷିତ ଗାଁ’ଟିଏ ଅଛି। ଏହା…

ରଘୁନାଥଜୀଉ

ଲେଖା: ଦେଵ ତ୍ରିପାଠୀ ଅଢ଼େଇ ହଜାର ବର୍ଷର ନଗର ଏଇ କଟକ । ଏଠାକାର ବାଲି, ଗୋଡ଼ି ମାଟିରେ ରହିଛି ଇତିହାସର ମହକ । ସେଥିପାଇଁ ତ ଓଡ଼ିଶା ମାଟିର ଗାରିମାର କଥା ପଢ଼ିବାକୁ ହେଲେ ସର୍ବାଗ୍ରେ ଆସେ ଐତିହ୍ୟ ନଗରୀ କଟକର ଇତିହାସ ! ମହାନଗରୀରେ ଥିବା ଅନେକ ପ୍ରାଚୀନ ମନ୍ଦିର ମଧ୍ୟରୁ ଦେବୋତ୍ତର…

ସିଦ୍ଧେଶ୍ବର ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦେଉଳରୁ ପ୍ରାୟ ଏକ କିଲୋମିଟର ଦୂରରେ ଓ ମୁକ୍ତେଶ୍ଵର ଦେଉଳର ଠିକ୍ ପାର୍ଶ୍ୱରେ ସିଦ୍ଧେଶ୍ୱର ଦେଉଳ ଅବସ୍ଥିତ। ଜଗନ୍ନାଥ ସଡକର ଦକ୍ଷିଣ ପଟକୁ ଲାଗି ଏହି ସ୍ଥାନ। କେଦାରେଶ୍ବର, ଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ଦେଉଳକୁ ଲୋକ ଯେମିତି ଜାଣନ୍ତି ପ୍ରାୟ ସମସ୍ତେ ଏହାଙ୍କୁ ସେମିତି ଜାଣନ୍ତି…

ଜଳୌକା

ଲେଖା: ପ୍ରଭାସ ରଞ୍ଜନ ଖଟୁଆ ପୁରାଣପ୍ରସିଦ୍ଧ ପଵିତ୍ର ଜଳୌକା ପାହାଡ଼ କଟକରୁ ପ୍ରାୟ ୩୦ କି.ମି. ଦୂର ଛତିଆର ଦକ୍ଷିଣ-ପୂର୍ବ ଓ ଟାଙ୍ଗିର ଉତ୍ତର-ପୂର୍ଵ କୋଣରେ ବିରୂପା ନଦୀକୂଳରେ ଦଣ୍ଡାୟମାନ । ମାଣ୍ଡୁକା ପାହାଡ଼ ଓ ଜଳୌକା ପାହାଡ଼ ସମାନ୍ତରାଳ ଭାବେ ରହିଛି । ଏହି ଦୁଇ ପାହାଡ଼ର ମଧ୍ୟବର୍ତ୍ତୀ ପ୍ରଶସ୍ଥ ସ୍ଥାନ ଅତ୍ୟନ୍ତ ମନୋରମ…